Sign in
Sign in
Recover your password.
A password will be e-mailed to you.
ସମ୍ମମ୍ରେ ପୁଣି ଅଂଗଦାନ: ଅନ୍ୟ ରାଜ୍ୟକୁ ପଠାଗଲା ବ୍ରେନ୍ ଡେଡ୍ ରୋଗୀଙ୍କ ଶରୀରର ଅଂଗ
ଭୁବନେଶ୍ୱର, ୨୭ ମାର୍ଚ୍ଚ : ନଅ ମାସ ବ୍ୟବଧାନ ମଧ୍ୟରେ ଏଠାରେ ସମ୍ ଅଲ୍ଟିମେଟ ମେଡିକେୟାର ଠାରେ ଜଣେ ବ୍ରେନ୍ ଡେଡ୍ ବ୍ୟକ୍ତିଙ୍କ ଠାରୁ କେତେକ ଅଂଗ ବାହାର କରାଯାଇ ଦ୍ୱିତୀୟ ଥର ପାଇଁ ରାଜ୍ୟ ବାହାରେ ଗୁରୁତର ଥିବା ଦୁଇ ଜଣ ରୋଗୀଙ୍କୁ ନୂତନ ଜୀବନ ଦେବା ପାଇଁ ପଠାଯାଇଛି ।କୃଷ୍ଣ ଚନ୍ଦ୍ର…
ବିଜେଡି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା
ପ୍ରଥମ ତାଲିକାରେ ବଦ୍ରି, ଦେବୀ, ରାଜା , ପ୍ରଫୁଲ୍ଲ, ଅରୁଣ, ଅତନୁ, ଆରୁଖ, ସଞ୍ଜୟ, ପୁଷ୍ପେନ୍ଦ୍ର, ସୁଶାନ୍ତଙ୍କ ପରି ଭେଟେରାନ
ଲୋକସଭା ପାଇଁ ସମ୍ବଲପୁରରେ ବବି, ମୟୁରଭଞ୍ଜରେ ସୁଦାମ, ସୁନ୍ଦରଗଡ଼ରେ ଦିଲ୍ଲୀପ, କେନ୍ଦ୍ରାପଡ଼ାରେ ଅଂଶୁମାନ
ଆଜି ଜଏନ କରି ଭୁବନେଶ୍ୱର ଲୋକସଭା ଆସନ ପାଇଁ…
ତଟରକ୍ଷୀ ବାହିନୀ ଜବତ କଲା ଦୁଇ ମାଛ ଧରା ଟ୍ରଲର ।
ଅସ୍ତରଙ୍ଗ/ଦୁଃଶାସନ ନାୟକ : ବର୍ତ୍ତମାନ ଅଲିଭି ରିଡେଲ କଇଁଚ ଙ୍କ ସଙ୍ଗମ ଓ ଅଣ୍ଡାଦାନ ପ୍ରକ୍ରିୟା ସମୁଦ୍ର ବକ୍ଷରେ ଜାରି ରହି ଥିବାରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ତରଫରୁ ଯନ୍ତ୍ରଚାଳିତ ବୋଟ ଉପରେ ମାଛ ଧରିବା କଟକଣା ଜାରି କରାଯାଇଛି । ହେଲେ ଏହି କଟ କଣାକୁ ଖାତିର ନ କରି ଦେବୀ ମାଉଥ…
“କୋଟିଆରେ ଆନ୍ଧ୍ର ଲଗାଇଲା ବିଦ୍ୟୁତ ମିଟର: ଓଡ଼ିଶା ସରକାରଙ୍କ ନୀରବତା ଦୁର୍ଭାଗ୍ୟଜନକ”
ଭୁବନେଶ୍ୱର: କୋଟିଆକୁ ନିଜ ଅକ୍ତିଆରକୁ ନେବା ପାଇଁ ଆନ୍ଧ୍ର ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି । କେତେବେଳେ ସ୍ୱାସ୍ଥ୍ୟ ଶିବିର କରୁଛି, କେତେବେଳେ କଲ୍ୟାଣମୂଳକ ଯୋଜନାରେ ଚାଉଳ, ଭତ୍ତା ବାଂଟୁଛି , ଆଉ କେତେବେଳେ ବିଦ୍ୟୁତ ପ୍ରକଳ୍ପ କରି କୋଟିଆବାସୀଙ୍କୁ ନିଜ ଆଡ଼କୁ ଆକର୍ଷିତ…
ହୋଲିରେ ଅଘଟଣ : ରାସ୍ତାକଡରେ ଥିବା ଗଛରେ ବାଇକକୁ ପିଟି ଜୀବନ ହରାଇଲେ ୨ଜଣ
ଭବାନୀପାଟଣା( ଶାସକ ପ୍ରଶାସକ ) ହୋଲିରେ ଅଘଟଣ ଘଟିଛି ଭାରଶାମ୍ୟ ହରାଇ ରାସ୍ତାକଡରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି | ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତଗର୍ତ ପଲମ ଫାଣ୍ଡି ଅଧୀନ ଆଲିମ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ…
ରଙ୍ଗର ପର୍ବ “ହୋଲି” ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସମେତ ଏହାର ଆଖପାଖ ଅଞ୍ଚଳରେ ରଙ୍ଗର ପର୍ବ "ହୋଲି" ଧୂମଧାମରେ ପାଳିତ ହୋଇ ଯାଇଛି। ଏହି ରଙ୍ଗର ପର୍ବ ହୋଲି ଖେଳ ପାଳନ ବେଳେ ପାଣି ରଙ୍ଗ ଓ ରସାୟନିକ ରାଙ୍ଗକୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦେଇ ସମସ୍ତେ…
ପଞ୍ଚମ ଦିନରେ “ଦୋଳ ଉତ୍ସବ”
https://youtu.be/Z6W8z-sYVZ4
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଏବଂ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୁଲ୍ୟରେ ଦୋଳବନ୍ଧ ନିକଟ ଦୋଳମଣ୍ଡପ ଠାରେ ଚାଲିଥିବା ଦୋଳତ୍ସବ ପଞ୍ଚମ ଦିନରେ ଅର୍ଥାତ ଦୋଳ ପୂର୍ଣ୍ଣିମା…
ହରିଶଙ୍କରଠାରେ ବିଶ୍ଵ ଜଙ୍ଗଲ ଦିବସ ପାଳିତ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ )- ଖପ୍ରଖୋଲ ବ୍ଲକ ହରିଶଙ୍କର ରେଞ୍ଜ ତରଫରୁ ବିଶ୍ଵ ଜଙ୍ଗଲ ଦିବସ ବନବିଭାଗ ସଭାଗୃହଠାରେ ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ହରିଶଙ୍କର ବନପାଳ ରଞ୍ଜିତ କୁମ୍ଭାର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ହରିଶଙ୍କର…
ଖଲ୍ଲିକୋଟ ବ୍ଳକ୍ କଂଗ୍ରେସର ସାଙ୍ଗଠନିକ ବୈଠକ।
ଖଲ୍ଲିକୋଟ ରୁ ଶିବରାମ ଜେନା/ଶାସକ ପ୍ରଶାସକ: ସାବୁଳିଆ ଶ୍ରୀ ଦକ୍ଷିଣେଶ୍ୱର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଖଲ୍ଲିକୋଟ ବ୍ଳକ୍ କଂଗ୍ରେସ ତରଫରୁ ପ୍ରାକ୍ତନ ବ୍ଳକ୍ ସଭାପତି ଶ୍ରୀ ମେଘନାଦ ଦଳାଇ ଙ୍କ ଆବାହକତ୍ବରେ ଖଲ୍ଲିକୋଟ ବ୍ଳକ୍ କଂଗ୍ରେସର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ…
ଶଙ୍ଖ ଫୁଙ୍କି ଫୁଙ୍କି ହାଲିଆ ପୂର୍ଣ୍ଣ ଧଇଲେ ପଦ୍ମ
ବିଜେଡି ପରିତ୍ୟାଗ କରି ବିଜେପିରେ ହେଲେ ସାମିଲ ଖଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ
ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିରେ ଯୋଗଦାନ କରୁଛନ୍ତି
ରାଜ୍ୟର ସାମୁହିକ ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ…