Sign in
Sign in
Recover your password.
A password will be e-mailed to you.
ଭାଜପାରେ ବଡ଼ ମିଶ୍ରଣ ପର୍ବ: ଶତାଧିକ ବିଜେଡି କର୍ମୀଙ୍କ ଯୋଗଦାନ
ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ବିଟିଏମ ସ୍ଥିତ ଭାଜପା କାର୍ଯ୍ୟାଳୟରେ ବୁଧବାର ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ଝାରସୁଗୁଡ଼ା ସଦର ବ୍ଲକର ଏଚ. କଣ୍ଟାପାଲି ଗ୍ରାମ ପଞ୍ଚାୟତରୁ ଶତାଧିକ ବିଜେଡି କର୍ମୀ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ।…
ଦୁଇଟି ଅତିରିକ୍ତ ଶ୍ରେଣୀଗୃହ ସହ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର ଉଦଘାଟନ କଲେ ବିଧାୟକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପର ପଞ୍ଚାୟତ ଶ୍ରୀବିଷ୍ଣୁପୁର ଗ୍ରାମ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କଲେ ବିଧାୟକ ରୁପେଶ ପାଣଗ୍ରାହୀ , ସେଇଭଳି ଖାରଡା ପ୍ରାଥମିକ…
ବୀରଭାସ୍କର ଗଜପତି ଜିଲ୍ଲା ଏସ୍.ଟି.ମୋର୍ଚ୍ଚାର ସଭାପତି ମନୋନୀତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଜନଜାତି (ଏସ୍.ଟି.)ମୋର୍ଚ୍ଚାର ସଭାପତି ଭାବେ ବୀରଭାସ୍କର ପାଇକ ମନୋନୀତ ହୋଇଛନ୍ତି। ସେ ପୂର୍ବରୁ ଆର୍.ଉଦୟଗିରି ବ୍ଲକର ମହେନ୍ଦ୍ରଗଡ ପଞ୍ଚାୟତର ସରପଞ୍ଚ ରୂପେ ସୁନାମ ଅର୍ଜନ କରିଛନ୍ତି। ଜଣେ ଭାରତୀୟ ଜନତା ପାର୍ଟିର ଶୃଙ୍ଖଳିତ…
ଧାନ କିଣାରେ ଅନିୟମିତତା: ଝାରସୁଗୁଡ଼ାରେ ଚାଷୀଙ୍କ ଆକ୍ରୋଶ
ଝାରସୁଗୁଡ଼ା ଜିଲ୍ଲାର ଆଭ୍ୟନ୍ତରୀଣ ବିଷୟରେ ସମ୍ବଲପୁରର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପକୁ ନେଇ ପ୍ରଶ୍ନ ଉଠାଇଲେ ଚାଷୀ ସଂଗଠନ
ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାରେ ଧାନ କିଣାକୁ ନେଇ ଚାଷୀମାନଙ୍କ ସମସ୍ୟା ଦିନକୁ ଦିନ ଗଭୀର ରୂପ ନେଉଛି। ଖରିଫ ଋତୁର ଧାନ…
ସରକାରୀ ଜଳ ଟ୍ୟାଙ୍କରରେ ରାଜନୈତିକ ପ୍ରଚାର ଅଭିଯୋଗ, ଜିଲ୍ଲା ପରିଷଦର ତୀବ୍ର ଅସନ୍ତୋଷ
ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦାବିପତ୍ର; ତୁରନ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ସରକାରୀ ଅନୁଦାନରେ ଚାଲୁଥିବା ଜଳ ଟ୍ୟାଙ୍କରଗୁଡ଼ିକରେ ବେଆଇନ ଭାବେ ରାଜନୈତିକ ପୋଷ୍ଟର ଓ ବ୍ୟାନର ଲଗାଯାଇଥିବାକୁ ନେଇ ଜିଲ୍ଲା ପରିଷଦ…
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ।
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ସଦର ଥାନା ଅନ୍ତର୍ଗତ ଦିଗପହଣ୍ଡି ରାସ୍ତା ଲାଞ୍ଜିଆ ଗ୍ରାମ ଛକରେ ଗୋଟିଏ ଅଟୋ ଜଣେ ମୋଟରସାଇକେଲ କୁ ପଛପଟୁ ଧକ୍କା ଦେବା ଫଳରେ ଚାଳକ ବିଜୟ ରଣା ରାସ୍ତା ରେ ଛିଟିକି ପଡ଼ିଥିଲେ ଓ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ…
ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ…
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଘଟିଥିବା ଜଣେ ଗର୍ଭବତୀ ମହିଳାଙ୍କ ନିର୍ମମ ହତ୍ୟା ଘଟଣାକୁ ନେଇ ରାଜନୀତିକ ମହଳରେ ଚର୍ଚ୍ଚା ତୀବ୍ର ହୋଇଛି। ବିରୋଧୀ ଦଳନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଚିଠି ଲେଖି ଗଭୀର…
ରେଳ ବିଭାଗର ସ୍ପଷ୍ଟୀକରଣ : ସାଉଥ୍ କୋଷ୍ଟ ରେଲୱେ ଯୋଗୁ ଓଡିଶାର କିଛି ହରାଇବାର ନାହିଁ
ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରେ ପଲାସା-ଇଛାପୁରମ୍ ରୁଟ୍ର ୭ଟି ଷ୍ଟେସନ ରହିଛି, ଓଡିଶାର କିଛି କ୍ଷତି ନାହିଁ
ୱାଲଟିୟର ଡିଭିଜନ୍ର ୬୯୬ କିଲୋମିଟର ରୁଟ୍ ରାୟଗଡା ଡିଭିଜନ ଅଧିନରେ ରହିବ
ଏଭଳି ପ୍ରଚାର ତଥ୍ୟ ବିହୀନ ଓ ଉଦ୍ଦେଶ୍ୟ ପ୍ରଣୋଦିତ
ଭୁବନେଶ୍ବର,୬ ମେ ୨୦୨୬:…
ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି କାର୍ଯ୍ୟକାରୀ କରିବାକୁ ସଂପୂର୍ଣ୍ଣ ନିଶା ନିବାରଣ ଲାଗୁ ହେଉ
ଭୁବନେଶ୍ୱର,୫ା୫: ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ୨୦୨୪ ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଯେଉଁ ଗ୍ୟାରେଣ୍ଟି ଦିଆଯାଇଥିଲା ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ରାଜ୍ୟରେ ସରକାର ଗଠନର ଦୁଇବର୍ଷ ପୂର୍ତ୍ତି ଉତ୍ସବ…
ତହସିଲ ଅଫିସ ରେ ଆମରଣ ବସିଛନ୍ତି ବୃଦ୍ଧ ଦମ୍ପତି
ସୁବର୍ଣ୍ଣପୁର, ୬!୫(ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ତହସିଲ ଅଫିସ ସମ୍ଭୁଖ ରେ ଆମରଣ ଅନସନ ରେ ବସିଛନ୍ତି ବୃଦ୍ଧ ଦମ୍ପତି l ଚାଷ ଜମି କୁ ଯିବାକୁ କାରଣ ଓ ପାଣି ନାଲ ବନ୍ଦ କରିବା ବିରୁଦ୍ଧରେ ଧାରଣ l ତମାମୁରା ଗ୍ରାମର ଗୁପ ସାହୁ ଓ ପତ୍ନୀ ଅମୃତ…