ମୁଣ୍ଡିଆରୁ ମହୁ ସଂଗ୍ରହ ବେଳେ ଅଘଟଣ, ୮ ଘଣ୍ଟା ଧରି ପଥର ସନ୍ଧିରେ ଫସିରହିଲା ନାବାଳକର ମୁଣ୍ଡ

ଅଗ୍ନିଶମ ବାହିନୀର ଅକ୍ଳାନ୍ତ ପରିଶ୍ରମରେ ଉଦ୍ଧାର ହେଲା ଶିବୁ ଓଡ଼ଗାଁ ଡାକ୍ତରଖାନାରେ ପହଞ୍ଚି ପୀଡ଼ିତଙ୍କୁ ଭେଟିଲେ ଅଗ୍ନିଶମ ଡିଜି, ଓଡ଼ଗାଁ,୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଶରଧାପୁର ପଞ୍ଚାୟତ ଚୋର ଖୋଲ ପାହାଡ଼ର ପଥର ସନ୍ଧିରେ ପସି ମହୁ…

ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଗିରଫ

ଓଡ଼ଗାଁ,୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ହରିଜନ ସାହିର ସ୍ତ୍ରୀ ହତ୍ୟାକାରୀ ସ୍ବାମୀ ଜଲୁ ନାୟକ(୩୦)କୁ ଓଡ଼ଗାଁ ଥାନା ପୋଲିସ ଗିରଫ କରିବା ସହିତ ସ୍ତ୍ରୀ ମାମା ନାୟକ(୨୦) ର ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।…

ମହିଳାଙ୍କୁ ଅସଦାଚରଣ କରି ଲହୁଲୁହାଣ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳାଙ୍କୁ ଅକାରଣରେ ଅସଦାଚରଣ କରି ପରେ ମାଡ଼ ମାରି ଲହୁଲୁହାଣ କରିବା ଭଳି ଗମ୍ଭୀର ମାମଲାର ଶୁଣାଣି କରି ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରା ଜଜ୍ (ମହିଳା ଅଦାଲତ) ଶ୍ରୀମତୀ ରଶ୍ମିତା ସାହୁ…

ଦୁର୍ଘଟଣା ରେ ଭଉଣୀ ସାମ୍ନା ରେ ଚାଲିଗଲା ଭାଇ ର ଜୀବନ

ଡୁଙ୍ଗୁରିପାଲି, ୬!୫: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଶିଙ୍ଘିଯୁବା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଭାଇ ମୃତ, ଭଉଣୀ ଗୁରୁତର ବିନିକା ପଟୁ ଆସୁଥିବା ଏକ କାର ସହ ମୁହାମୁହିଁ ବାଇକ ଦୁର୍ଘଟଣା ଘଟିଛି l ଫଳରେ ଘଟଣl ସ୍ଥଳେ ଭାଇ ରଜତ ମହାକୁଡ଼ ଙ୍କ ମୃତୁ ଘଟିଥିବା ବେଳେ ଗୁରୁତର…

ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ଡିଏଲପିସି ବୈଠକ

ସୁବର୍ଣ୍ଣପୁର,୦୬/୦୫(ପ୍ରକାଶ କୁମାର ହାତୀ ): ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ମେ ମାସ ୨୨ ତାରିଖରୁ ରବି ଧାନ କ୍ରୟ ଆରମ୍ଭ ହେବ। ଏହି ପରିପେକ୍ଷୀରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୨୦୨୫-୨୬ ରବି ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି (ଡିଏଲପିସି) ବୈଠକ ସୁବର୍ଣ୍ଣପୁର…

ଜିଲ୍ଲା ପରିଷଦ ବୈଠକରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା, ଶୀଘ୍ର କାର୍ଯ୍ୟସମାପ୍ତିକୁ ଗୁରୁତ୍ୱ

ସୁବର୍ଣ୍ଣପୁର,୦୬!୦୫(ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପରିଷଦ ବୈଠକ ଜିଲ୍ଲାପାଳ କାର୍ଯାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିଲା। ବୈଠକରେ ମାନନୀୟ ସଂସଦଙ୍କ ପ୍ରତିନିଧି ଶ୍ରୀ ସାନନ୍ଦ ମେହେର, ଜିଲ୍ଲାପରିଷଦ ଅଧକ୍ଷା…

ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ।

ବ୍ରହ୍ମପୁର/କୈଳାଶ ଚୌଧୁରୀ  : ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟସ୍ଥ ସମ୍ମିଳନୀ କକ୍ଷ ରେ ଆୟୁକ୍ତ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭା.ପ୍ର.ସେ, ଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ଅନଷ୍ଠିତ ହୋଇଛି। ପ୍ରଶାସନିକ ଏବଂ ଶାସନ ସଂସ୍କାର ସମିତି…

ଦଶମ ବୋର୍ଡ କୃତୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଶୁଭେଛା ଓ ସମ୍ବର୍ଦ୍ଧନା ଉତ୍ସବ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଆଜି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ପକ୍ଷରୁ ଜିଲ୍ଲା ପରିଷଦ ସଭାଗୃହରେ ଜିଲ୍ଲାସ୍ତରୀୟ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି, ଯେଉଁଥିରେ ଜିଲାପାଳ ଦଶମ ବାର୍ଷିକ ବୋର୍ଡ ପରୀକ୍ଷାରେ ୩୨ଜଣ କୃତୀ ଛାତ୍ରଛାତ୍ରୀଙ୍କୁ…

ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ

ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ ନବରଙ୍ଗପୁର, ଅଶୋକ ସାହୁ,ତା ୬.୫.୨୦୨୬: ମାନ୍ୟବର ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ଲମ୍ତାଗୁଡ଼ା ଠାରେ…

ଶ୍ରୀବିଷ୍ଣୁପୁର ଅଙ୍ଗୱାଡ଼ି କେନ୍ଦ୍ର ବିଧାୟକ ଦେଖି କ୍ଷୁବ୍ଧ ହେଲେ ବିଧାୟକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୂର୍ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବିଷ୍ଣୁପୁର ଗ୍ରାମ ରେ ଥିବା ଅଙ୍ଗୱାଡ଼ି କେନ୍ଦ୍ର ଦେଖି କ୍ଷୁବ୍ଧହେଲେ ବିଧାୟକ। ବିଗତ ତିନି ବର୍ଷ ହେବ ଏହି ଅଙ୍ଗନୱାଡି କେନ୍ଦ୍ର ଟି ଅତି ସଚନୀୟ ଭାବେ ଭାଙ୍ଗି…