Sign in
Sign in
Recover your password.
A password will be e-mailed to you.
ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ
ବଲାଙ୍ଗୀର: ବଲାଙ୍ଗୀର ମାଟିର ଗର୍ବ ତଥା ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ଅବଦାନକୁ ସମ୍ମାନ ଜଣାଇ ବଲାଙ୍ଗୀରର ସମସ୍ତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏକ ପ୍ରତିନିଧି ଦଳ ପୌରଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା…
ମହାନଦୀରେ ସଂଗୃହିତ ଜଳରାଶି ସମ୍ପର୍କିତ ଯୁଗ୍ମ ବୈଷୟିକ କମିଟିର ତଥ୍ୟ ବିଭ୍ରାନ୍ତିକର l
ଏଥିରେ ଓଡ଼ିଶାର ସ୍ୱାର୍ଥ ଓ ମହାନଦୀର ନ୍ୟାୟ ସହିତ ସାଲିସ କରାଯାଇଛି l
ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପାଇଁ ସମୟ ମଗାଯିବ, ନମିଳିଲେ ତାଙ୍କ ଘର ସାମ୍ନାରେ ହେବ ସତ୍ୟାଗ୍ରହ l
ମେ 30ରେ ହେବାକୁ ଥିବା ମହାନଦୀ ଟ୍ରିବୁନାଲର ଶୁଣାଣି ସମୟରେ ବିକ୍ଷୋଭ ଆୟୋଜିତ ହେବ l…
ବାଲିଆପାଳର ଗୀତା ରାଣୀଙ୍କ ସ୍ୱପ୍ନରେ ଡେଣା ଲଗାଇଲା ଟାଟା ଷ୍ଟିଲ ଫାଉଣ୍ଡେସନ
ବାଲିଆପାଳରେ ମହିଳାମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ପାଇଁ ତାଲିମ ପ୍ରଦାନ
ବାଲେଶ୍ୱର, ମଇ ୦୬, ୨୦୨୬ - ବାଲେଶ୍ୱର ଜିଲ୍ଲା ସ୍ଥିତ ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତରେ ସକରାତ୍ମକ ପରିବର୍ତ୍ତନର ସୂତ୍ରଧର ସାଜିଛନ୍ତି ଗୀତା ରାଣୀ ଦେ। ଭଳି କି ଭଳି ରଙ୍ଗବେରଙ୍ଗ କପଡ଼ାରୁ…
ସେଂଟର ଫର୍ ସାଇଟ ପକ୍ଷରୁ ଭୁବନେଶ୍ୱରରେ ଆଡ୍ଭାନ୍ସଡ ପେଡିଆଟ୍ରିକ ଅପ୍ଥାଲମୋଲୋଜି ସେବାର ଶୁଭାରମ୍ଭ
ଭୁବନେଶ୍ୱର: ଅଗ୍ରଣୀ ଚକ୍ଷୁ ଚିକିତ୍ସା ସେବା ପ୍ରଦାନକାରୀ ହସପିଟାଲ, ସେଂଟର ଫର ସାଇଟ ଗ୍ରୁପ ଅଫ୍ ଆଇ ହସ୍ପିଟାଲ୍ସ ପକ୍ଷରୁ ଏହାର ଭୁବନେଶ୍ୱର ସେଂଟରରେ ଉତ୍ସର୍ଗୀକୃତ ପେଡିଆଟ୍ରିକ ଅପ୍ଥାଲମୋଲୋଜି ସେବାର ଶୁଭାରମ୍ଭ କରାଯାଇଛି । ଏଥିସହିତ ଏଠାରେ ସିନିଅର କନ୍ସଲ୍ଟାଂଟ ଭାବେ ଡଃ ମୋନାଲିସା…
ବିଧାନସଭାର କମିଟି ସମ୍ପର୍କିତ ବୈଠକ ଜୟପୁରଠାରେ ଅନୁଷ୍ଠିତ
ଆଗାମୀ ଦିନରେ କମିଟିଗୁଡିକୁ ଅଧିକ ପ୍ରଭାବଶାଳୀ କରାଯିବ: ବାଚସ୍ପତି ଶ୍ରୀମତୀ ସୁରମା ପାଢୀ
ଭୁବନେଶ୍ଵର, ତା: ୬/୫/୨୦୨୬: ବିଧାନସଭାର କମିଟି ସମ୍ପର୍କିତ ଦ୍ଵିତୀୟ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଜୟପୁରଠାରେ ଅନୁଷ୍ଠିତ ହୋଇଯାଇଅଛି । ମଧ୍ୟପ୍ରଦେଶର ବାଚସ୍ପତି ଶ୍ରୀ ନରେନ୍ଦ୍ର ସିଂ…
ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ।
ଭୁବନେଶ୍ୱର, ୦୬ ମେ ୨୦୨୬: ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଅତ୍ୟଧିକ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ବିଶାଖାପାଟଣା ଏବଂ ଏସଏମଭିଟି ବେଙ୍ଗାଲୁରୁ ମଧ୍ୟରେ ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ସେବା।
ଟ୍ରେନ ନମ୍ବର ୧୮୫୦୯ (ବିଶାଖାପାଟଣା-ଏସଏମଭିଟି ବେଙ୍ଗାଲୁରୁ…
ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମୁନ୍ଦ୍ରା ବନ୍ଦର ପରିଦର୍ଶନ, ଶିଳ୍ପ ଜଗତର ନେତୃବୃନ୍ଦଙ୍କୁ ସମ୍ବୋଧନ
ଦେଶର ଅଭିବୃଦ୍ଧିକୁ ବ୍ୟାପକ ଓ ସନ୍ତୁଳିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ‘Two-Coast Strategy’, ମୁନ୍ଦ୍ରା ଭଳି ପୂର୍ବ ଉପକୂଳର ସମ୍ପ୍ରସାରଣ ପାଇଁ ଆହ୍ୱାନ
ଭାରତର ପରବର୍ତ୍ତୀ ଶିଳ୍ପ ବିପ୍ଳବର ମୁଖ୍ୟ ସାରଥି ଭାବେ ଓଡ଼ିଶାକୁ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ…
ବେଦାନ୍ତ ଆଲୁମିନିୟମ ଝାରସୁଗୁଡାର ନୂତନ ପଦକ୍ଷେପ ଦ୍ବାରା ଡିଜିଟାଲ୍ ଏବଂ ନିମ୍ନ ସ୍ତରରେ ମନିଟରିଂ ସହ ଫ୍ଲାଏଆଶ୍…
ଝାରସୁଗୁଡା,୬/୫:ବିଶ୍ୱର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ପ୍ରକଳ୍ପ ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ଶାଖା ଏହାର କ୍ୟାପ୍ଟିଭ୍ ପାୱାର ପ୍ରକଳ୍ପରୁଉତ୍ପାଦିତ ଫ୍ଲାଏ ଆଶ୍ ପରିଚାଳନା ପାଇଁ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିଛି। ପ୍ରକୃତ ସମୟ ପ୍ରଯୁକ୍ତିବିଦ୍ୟା ସହିତ ଦୃଢ଼ ଅନ୍-ଗ୍ରାଉଣ୍ଡ…
‘ବିକଶିତ ଓଡ଼ିଶା @୨୦୩୬’ ପାଇଁ ଗତିଶୀଳ ନଗର ରୋଡମ୍ୟାପ୍
“ଭିତ୍ତିଭୂମି ନୁହେଁ, ଜୀବନମାନର ପରିବର୍ତ୍ତନ ହେଉଛି ପ୍ରକୃତ ସଫଳତା”- ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର
ଭୁବନେଶ୍ୱର | ୬ ମେ, ୨୦୨୬:ରାଜ୍ୟ ସରକାରଙ୍କ ଦୃଢ଼ ନେତୃତ୍ୱ ଓ ଦୃଷ୍ଟିଭଙ୍ଗୀରେ ଓଡ଼ିଶାର ସହର ଉନ୍ନୟନ ଏବେ ନୂତନ ଗତି ଧାରଣ କରିଛି। ‘ବିକଶିତ ଓଡ଼ିଶା @୨୦୩୬’ ଲକ୍ଷ୍ୟକୁ…
ବିରୋଧୀ ଦଳ ନେତାଙ୍କ ଚିଠିକୁ ନେଇ ଆଇନମନ୍ତ୍ରୀ ଉତ୍କ୍ଷିପ୍ତ କାହିଁକି: ବିଜେଡି
ହିଞ୍ଜିଳି ବିଭତ୍ସ ହତ୍ୟାକାଣ୍ଡ ପ୍ରସଙ୍ଗ
ଭୁବନେଶ୍ୱର, ୦୬/୦୫/୨୦୨୬: ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡା ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କ ତିନି ବର୍ଷର ଝିଅ ସମ୍ମୁଖରେ ଯେଭଳି ବିଭତ୍ସ ଭାବେ ହତ୍ୟା କରାଗଲା, ଏହାକୁ ନେଇ ମାନ୍ୟବର ବିରୋଧୀ ଦଳର ନେତା ତଥା ହିଞ୍ଜିଳି ବିଧାୟକ…