Sign in
Sign in
Recover your password.
A password will be e-mailed to you.
ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍ଘାଟନ କଲେ ନରସିଂହ
ଚନ୍ଦନଭାଟିର ବିକାଶ ପାଇଁ କାମ ଜାରି ରହିବ- ନରସିଂହ
ବଲାଙ୍ଗିର/ନିରୋଜ ମିଶ୍ର : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଂଚାୟତର ଚନ୍ଦନଭାଟି ଗ୍ରାମର ଶିକ୍ଷା, ସଂସ୍କୃତି ଓ ଉନ୍ନତ କୃଷିକ୍ଷେତ୍ର ବଲାଙ୍ଗିରର ବିକାଶ ଦିଗରେ ଅନେକ ପ୍ରଭାବ ପକାଇଥାଏ । ୨୦୧୪ ରୁ ୨୦୨୪ ମଧ୍ୟରେ ଏହି…
ରାଜ୍ୟସଭା ନିର୍ବାଚନ ୨୦୨୬ରେ ଅନିୟମିତତା ନେଇ ବିଜୁ ଜନତା ଦଳ ତରଫରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର, ୦୫/୦୫/୨୦୨୬: ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ, ଡ଼ ସସ୍ମିତ ପାତ୍ର ଭାରତ ନିର୍ବାଚନ ଆୟୋଗଙ୍କ ନିକଟରେ ୨୮ ଏପ୍ରିଲ ୨୦୨୬ରେ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର…
ମହାନ ବିପ୍ଳବୀ ଧରଣୀଧର ନାଏକ(ଭୂୟାଁ)ଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ
"ତାଙ୍କର ତ୍ୟାଗ, ସାହସ ଓ ସଂଗ୍ରାମ ଆଗାମି ପିଢ଼ି ପାଇଁ ପ୍ରେରଣାଦାୟକ ହୋଇରହିବ"
ଭୁବନେଶ୍ୱର, ୦୫/୦୫/୨୦୨୬ :ମହାନ ବିପ୍ଳବୀ ଧରଣୀଧର ନାଏକ(ଭୂୟାଁ) ଓଡ଼ିଶା ଇତିହାସର ଜଣେ ଅସାଧାରଣ ସଂଗ୍ରାମୀ ନାୟକ ଥିଲେ । ଜନଜାତି ସମାଜର ଅଧିକାର, ସ୍ୱାଭିମାନ ଓ ଅସ୍ମିତାର ସୁରକ୍ଷା ପାଇଁ ସେ ନିଜ ଜୀବନକୁ…
ଏକ ନମ୍ବର ସରକାରୀ ଉଚ୍ଚବିଦ୍ୟାଳୟ ସମ୍ବର୍ଦ୍ଧନା ସଭା
ଭୁବନେଶ୍ୱର: ଏକ ନମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟରେ ସଦ୍ୟ ପ୍ରକାଶିତ ମେଟ୍ରିକ ପରୀକ୍ଷାରେ ଶ୍ରେଷ୍ଠତା ପ୍ରଦର୍ଶନ କରି ଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଏହି ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ…
ଗୋଡ଼ିପଡ଼ା ଉତ୍କଳ ପବ୍ଲିକ ସ୍କୁଲର ପଞ୍ଚଦଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଓଡ଼ଗାଁ, ୫।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପଡ଼ାସ୍ଥିତ ଉତ୍କଳ ପବ୍ଲିକ ସ୍କୁଲର ପଞ୍ଚଦଶତମ ବାର୍ଷିକ ଉତ୍ସବ ସୋମବାର ବିଦ୍ୟାଳୟ ପରିସରରେ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ସଭାପତି ଶରତ କୁମାର ପ୍ରଧାନଙ୍କ ସଭାପତିତ୍ୱରେ…
ଶରଣକୁଳ ଥାନା ଜାମୁସାହିରେ ଗୋଷ୍ଠୀ ସଂଘର୍ଷ;
ମନ୍ଦିର ଜମିରେ ଗୃହନିର୍ମାଣକୁ ନେଇ ବିବାଦ, ୫୦ ମହିଳାଙ୍କ ନାମରେ ମାମଲା
ଓଡ଼ଗାଁ ତହସିଲଦାରଙ୍କ କୋର୍ଟରେ ରାତି ୧୦ଟାରେ ହାଜର, ଜାମିନ ପ୍ରଦାନ,
ଓଡ଼ଗାଁ, ୫।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣକୁଳ ଥାନା ଭାଲିଆଡିହି ପଞ୍ଚାୟତର…
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ
ଏସ୍ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ ସାମ୍ବାଦିକ
ନୟାଗଡ଼ :- ସୋସିଆଲ ମିଡିଆକୁ ଅସ୍ତ୍ର କରି ବହୁ ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ କରାଯାଉଛି। ସମାଜରେ ଘଟୁଥିବା ଘଟଣା ଓ ଦୁର୍ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ପ୍ରୟାସ କରାଯାଉଛି। ନୟାଗଡ଼ ଜିଲ୍ଲାର ଏକ ନିଦ୍ଦିଷ୍ଟ ଗୋଷ୍ଠୀ ରାଜ୍ୟ…
୭୮୬ ଲିଟର ଚୋରା ମଦ ଜବତ ୦୮ କୋର୍ଟ ଚାଲାଣ ।
କେନ୍ଦ୍ରାପଡ଼ା:୦୫/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ରଘୁରାମ ଆର ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର କୁଦାନଗରୀ, କେନ୍ଦ୍ରାପଡ଼ା ସଦର, ନିକିରେଇ, ଜମ୍ବୁ ମେରେଇନ ଓ ମହାକାଳପଡ଼ା ଥାନା…
ପାରମ୍ପରିକ ଖେଳଣା ମାଧ୍ୟମରେ ଶିକ୍ଷା— “ପୋରାକୁଳେଇ” ମାର୍ଗଦର୍ଶିକାର ଉନ୍ମୋଚନ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (DIET), କଳାହାଣ୍ଡି, ଭବାନୀପାଟଣାର ପରିକଳ୍ପନାରେ କଳାହାଣ୍ଡିର ପରମ୍ପରିକ ଖେଳଣା ଉପରେ ଆଧାରିତ ମାର୍ଗଦର୍ଶିକା “ପୋରାକୁଳେଇ” ର ଉନ୍ମୋଚନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ…
ଅନୁସୂଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ ସଂପାଦକ ଭାବେ ବିହାରୀ ମାଝୀ
ସୁବର୍ଣ୍ଣପୁର ,୫!୫:(ପ୍ରକାଶ କୁମାର ହାତୀ ):ଓଡ଼ିଶା ବିଜେପି ଅନୁସୂଚୀତ ଜନଜାତି ମୋର୍ଚ୍ଚାର ରାଜ୍ୟ ସଂପାଦକ ଭାବେ ବିହାରୀ ମାଝୀ ପୁନର୍ବାର ମନୋନୀତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପରିଚିତ ଆଦିବାସୀ ନେତା ଓ ଭାରତୀୟ ଜନତା ପାର୍ଟିର ଆଗଧାଡ଼ିର ସଂଗଠକ ଭାବେ ସେ ବେଶ୍ ପରିଚିତ।ଦଳରେ…