ରଥଯାତ୍ରାରେ ବିପଦ ସାଜିବ ମୁକୁଳା ଡ୍ରେନ

ପୁରୀ,୭/୭-ଚଳିତବର୍ଷ ରଥଯାତ୍ରାରେ ପୁରୀକୁ ପ୍ରାୟ ୩୦ ଲକ୍ଷରୁ ଉର୍ଦ୍ଧ୍ବ ରଥଯାତ୍ରୀ ଆସିବାର ସମ୍ଭାବନା ରହିଛି । ଶ୍ରୀଗୁଣ୍ଡିଚାଯାତ୍ରା , ବାହୁଡା ଯାତ୍ରା,ସୁନାବେଶ, ଅଧରପଣା ଓ ନିଳାଦ୍ରୀ ବିଜେ ଓ ଅନ୍ୟ ଦିନମାନଙ୍କରେ ପର୍ଯ୍ଯାୟକ୍ରମେ ରଥଯାତ୍ରୀ ପୁରୀକୁ ଆସିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ

ଓଡ଼ଗାଁ, ୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକସ୍ଥିତ ରଘୁନାଥ ମନ୍ଦିର ପରିସରରେ ଥିବା ସରକାରୀ ସୁବିଧା କେନ୍ଦ୍ରରେ ସୋମବାର ସନ୍ଧ୍ୟାରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି। ଜୁନ୍ ୨୩ରୁ ଜୁଲାଇ ୬ ପର୍ଯ୍ୟନ୍ତ ପାଳିତ…

ଓଡ଼ଗାଁ ପୋଲିସ ଦ୍ୱାରା ୨ ନିଖୋଜ ନାବାଳିକା ଉଦ୍ଧାର,

ଓଡ଼ଗାଁ, ୦୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ନିଖୋଜ ହୋଇଥିବା ଦୁଇଜଣ ନାବାଳିକାଙ୍କୁ ଓଡ଼ଗାଁ ପୋଲିସ ସଫଳତାର ସହ ଉଦ୍ଧାର କରିଛି। ଆଇନଗତ ଓ ଆବଶ୍ୟକୀୟ ପ୍ରକ୍ରିୟା ସମ୍ପନ୍ନ କରିବା ପରେ ଉଭୟଙ୍କୁ ସେମାନଙ୍କ ପରିବାର ସଦସ୍ୟଙ୍କ…

କଫ ସିରାପ ସମେତ ଚୋରା ବିଦେଶୀ ମଦ ଜବତ ୨ କୋର୍ଟ ଚାଲାଣ ।

କେନ୍ଦ୍ରାପଡ଼ା:୦୭/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ଓ ମାର୍ଶାଘାଇ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ…

​ମାଲକାନଗିରିରେ ୭୭ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ: ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ଉପରେ ଗୁରୁତ୍ୱ

​ମାଲକାନଗିରି,୦୭/୦୭/୨୬(ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ବନ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୭୭ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି। ପରିବେଶର…

ରେଳ କର୍ମଚାରୀଙ୍କ ୫ ଦଫା ଦାବି ନେଇ ଡିଆରଏମ୍‌ଙ୍କୁ ସ୍ମାରକପତ୍ର

ରାଉରକେଲା/ଚକ୍ରଧରପୁର,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): ଦକ୍ଷିଣ ପୂର୍ବ ରେଳବାଇ ମେନ୍ସ ତୃଣମୂଳ କଂଗ୍ରେସର କେନ୍ଦ୍ରୀୟ ଯୁଗ୍ମ ମହାସଚିବ ତଥା ଚକ୍ରଧରପୁର ରେଳ ମଣ୍ଡଳର ସମନ୍ୱୟକାରୀ ଜହାଙ୍ଗୀର ହକଙ୍କ ନେତୃତ୍ୱରେ ସଂଗଠନର ବରିଷ୍ଠ ପଦାଧିକାରୀମାନେ ଚକ୍ରଧରପୁର ରେଳ ମଣ୍ଡଳର ବିଭିନ୍ନ…

ଜୁଲାଇ ୧୦ରୁ ସାମୂହିକ ଛୁଟିରେ ଯିବେ କୋଲାବିରା ବ୍ଲକର ଯୋଗାଣ ସହାୟକ, ଚାଉଳ ବଣ୍ଟନ ପାଇଁ ଚାପ ନପକାଇବାକୁ ବିଡିଓଙ୍କୁ…

କୋଲାବିରା :​ ବିଭିନ୍ନ ନ୍ୟାଯ୍ୟ ଦାବି ପୂରଣ ନେଇ ଆସନ୍ତା ଜୁଲାଇ ୧୦ ତାରିଖରୁ କୋଲାବିରା ବ୍ଲକର ସମସ୍ତ ଯୋଗାଣ ସହାୟକ ସାମୂହିକ ଛୁଟିରେ ଯିବାକୁ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କୋଲାବିରା ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସୋମବାର ଏକ…

ଝାରସୁଗୁଡ଼ା ଡିଏଭିରେ ବନ ମହୋତ୍ସବ ସପ୍ତାହ ପାଳିତ

ପରିବେଶ ସୁରକ୍ଷା ସହିତ ବୃକ୍ଷରୋପଣ ପାଇଁ ଛାତ୍ରଛାତ୍ରୀଙ୍କ ଆହ୍ୱାନ ଝାରସୁଗୁଡ଼ା:୦୭ ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ବନ ମହୋତ୍ସବ ସପ୍ତାହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

କୋଲାବିରା ହାଇସ୍କୁଲରେ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ,

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ସ୍ଥିତ ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲରେ ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଝାରସୁଗୁଡ଼ା ସହଯୋଗ ରେ "ସବୁଜୟନା-୨୬" ଅନୁଷ୍ଠିତ ହୋଇଯାଇଛି l ଏ ଅବସରରେ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ବୃକ୍ଷ ରୋପଣ ସହ ପରିବେଶ ସଂରକ୍ଷଣ ଉପରେ ଏକ ସଚେତନତା…

ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବଲାଙ୍ଗିର (୦୬/୦୭): ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗୀର ସଦରମହକୁମା ସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ରର ବୈଠକ ଗୃହରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ଯୋଗଦେଇ ଜନସାଧାରଣଙ୍କ ସମସ୍ୟା…