କେନ୍ଦୁପାଟଣା ଠାରେ ମାଆମାନଙ୍କ ଦ୍ବାରା ନିଆରା ଢଙ୍ଗରେ ପଞ୍ଚାୟତ ସ୍ତରୀୟ ରଜ ମହୋତ୍ସବ ପାଳିତ l

 (ନିଶ୍ଚିନ୍ତକୋଇଲି- ଶାସକ ପ୍ରଶାସକ) : ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ପଞ୍ଚାୟତ ସ୍ତରୀୟ ରଜ ମହୋତ୍ସବ ରାମମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ରଜ ମହୋତ୍ସବ କମିଟିର ସଭାପତି ମୋନିକା ଚାନ୍ଦ ଓ ସମ୍ପାଦକ କନକଲତା ଭୂୟାଁଙ୍କ ସଂଯୋଜନାରେ ବିଭିନ୍ନ ପ୍ରକାର ରଜ ଦୋଳି ଲଗାଯିବା ସହିତ…

ପୌର ପାଳିକା ପକ୍ଷ ରୁ ଦିନିକିଆ ରଜ ମହୋତ୍ସବ ପାଳନ।

ବାସୁଦେବପୁର - ପୌର ପରିଷଦ ବାସୁଦେବପୁର ପକ୍ଷରୁ ବିଗତ ଦୁଇ ବର୍ଷ ପରି ଚଳିତ ବର୍ଷ ମଧ୍ୟ ତୃତୀୟ ରଜ ମହୋତ୍ସବ ପାଳନ କରାଯାଇଛି। ରଜ ସଂକ୍ରାନ୍ତି ରେ ଅନୁଷ୍ଟିତ ଏହି ମହୋତ୍ସବ ରେ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଓ ପୌର ଅଧିକାରୀ ସମୀର ରଞ୍ଜନ ଦାସ ଙ୍କ ସଂଯୋଜନା ରେ ଅନୁଷ୍ଟିତ ହୋଇ ଯାଇଛି।…

ଦୁବାଇରେ ଓଡିଆ ଯୁବକଙ୍କ ମୃତ୍ୟୁ;ମରଶରୀର ଆଣିବା ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର, ୧୬।୦୬- ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁବାଇରେ ଫସିଥିବା ମୃତ ଓଡିଆ ଯୁବକ ରଜତ କୁମାର ଜେନାଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର : ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସୂଚନାଯୋଗ୍ୟଯେ ନୂତନ ସରକାରରେ ମୁଖ୍ୟମନ୍ତ୍ରୀ ନିଜେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିଜ ହାତରେ ରଖିଛନ୍ତି |

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବିଭାଗର ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ଭୁବନେଶ୍ବରରେ ନବନିଯୁକ୍ତ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ।      ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ପୁଷ୍ପଗୁଚ୍ଛ ଦେଇ ବିଭାଗୀୟ…

ଲୋକଙ୍କ ମୁଖ୍ଯମନ୍ତ୍ରୀ, ଲୋକଙ୍କ ସରକାର

ଦୁର୍ଘଟଣା ରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ନିଜ ହାତରେ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ ଗତ ୫ ଦିନ ମଧ୍ୟରେ ପ୍ରାୟ ଏକ ଲକ୍ଷ ଲୋକ ଭେଟିଲେଣି ଲୋକଙ୍କ ସମସ୍ୟା ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ,ବିଶ୍ବାସ, ଭରସା ଓ ଖୁସିରେ ଫେରୁଛନ୍ତି ସମସ୍ତେ…

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀଙ୍କୁ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସୌଜନ୍ୟ ମୂଳକ ସାକ୍ଷାତ

ଭୁବନେଶ୍ବର ୧୬ /୬ :- ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଆଜି ରାଜ୍ୟ ଅତିଥି ଭବନରେ ନବନିଯୁକ୍ତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ପ୍ରମୁଖ…

ସମ୍ବଲପୁରରେ ବିଭିନ୍ନ ଦେବାଳୟ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁରରେ ଥିବା ମନ୍ଦିର ଗୁଡିକ ପୁରାତନ ସଭ୍ୟତାର ବଡ ପ୍ରୟୋଗଶାଳା – ଧର୍ମେନ୍ଦ୍ର ପ୍ରଧାନ • ସମ୍ବଲପୁର ମାନେଶ୍ଵର ସ୍ଥିତ ଶିବ ମନ୍ଦିର, ବ୍ରୁକ୍ସହିଲ୍ ସ୍ଥିତ ହନୁମାନ ମନ୍ଦିର, ଦାନୀପାଲିରେ ମା' ରଣେଶ୍ୱର ରାମଚଣ୍ଡୀ ମନ୍ଦିର, ନନ୍ଦପଡା ବାଲୁଙ୍କେଶ୍ଵର ମନ୍ଦିରରେ ଦର୍ଶନ କଲେ •…

ଭଦ୍ରକ ନାବାଳକ ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶଦେଲେ ମୁଖ୍ୟମନ୍ତ୍ରୀ

ସାମାଜିକ ଗଣ ମାଧ୍ୟମରୁ ପାଇଲେ ସୂଚନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଭୁବନେଶ୍ୱର,: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଜିଲ୍ଲାର ବାବୁଲି ବାରିକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ଭଦ୍ରକ…

ପିଏନଭି ଫାଉଣ୍ଡେସନ ପକ୍ଷରୁ ‘ଉଦ୍ୟମୀ ଓଡ଼ିଆ-ମେଡ ଇନ ଓଡ଼ିଶା’ କାର୍ଯ୍ୟକ୍ରମ

କଟକ: ପିଏନଭି ଫାଉଣ୍ଡେସନ ପକ୍ଷରୁ ସାରା ଓଡ଼ିଶାରେ ବେଶ୍ ଉତ୍ସାହର ସହ ପାଳିତ ହେଉଥିବା ପର୍ବ ରଜ ମହୋତ୍ସବ ଅବସରରେ କଟକ କ୍ଲବ୍ ଆନେକ୍ସ-୧ ଠାରେ ‘ଉଦ୍ୟମୀ ଓଡ଼ିଆ-ମେଡ ଇନ ଓଡ଼ିଶା' ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । 'ଉଦ୍ୟମୀ ଓଡ଼ିଆ - ମେଡ୍ ଇନ୍ ଓଡ଼ିଶା ଓଡ଼ିଶାର ଉଦ୍ୟୋଗୀ ଏବଂ…