ରଜ ଉତ୍ସବରେ ଉତ୍କଳ ବାଳାଶ୍ରମରେ ପହଞ୍ଚିଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଉତ୍କଳ ବାଳାଶ୍ରମ , ଶାଖା-ଗଜପତିରେ ଅଚାନକ ପହଞ୍ଚିବା ସହ ରଜ ଉତ୍ସବରେ ଚାଲିଥିବା ଶିଶୁ କନ୍ୟାଙ୍କ ବିଭିନ୍ନ କାର୍ଯ୍ୟକ୍ରମ କୁ ବୁଲି ଦେଖିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ପ୍ରଧାନ ରଜ…

ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପଶ୍ଚିମ ବଙ୍ଗର ନୂଆ ଜଲ୍ ପାଇଗୁଡ଼ି ଠାରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିବା ସହିତ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କ…

ରଜ ଉପଲକ୍ଷେ କବାଡି ପ୍ରତିଯୋଗିତା ଅନୁଷ୍ଠିତ।

 ବାସୁଦେବପୁର - ରଜ ପର୍ବ ପାଳନ ବାସୁଦେବପୁର ରେ ବହୁ ସ୍ଥାନ ରେ ପାଳନ ହୋଇ ଯାଇଛି। ବିଭିନ୍ନ ସ୍ଥାନ ରେ ବିଭିନ୍ନ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ଏଗାର ନମ୍ୱର୍ ୱାର୍ଡ ରେ ସ୍ଥାନୀୟ ରଜ ପଦା ଠାରେ ଜୟ ଜଗନ୍ନାଥ କ୍ଳବ୍ ପକ୍ଷ ରୁ ଦୁଇ ଦିନ ଧରି…

ମଣିଷପଣିଆ ଦେଖାଇଲେ ବିଧାୟକ ପ୍ରଦ୍ୟୁମ୍ନ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) : ଭଞ୍ଜନଗର ଅଞ୍ଚଳରେ ଘଟିଚାଲିଛି ଗୋଟିଏ ପରେ ଗୋଟିଏ ଯାନ ବାହନ ଦୁର୍ଘଟଣା। ସକାଳ, ସଂଧ୍ୟା,ମଧ୍ୟ ରାତ୍ର କେତେବେଳେ ଦୁର୍ଘଟଣା ଖବର ଆସି ପହଞ୍ଚି ଯାଏ ତାର କୌଣସି ଠିକ୍ ନଥାଏ। ଭଞ୍ଜନଗର ଚିକିତ୍ସାଳୟ ର କର୍ମକର୍ତ୍ତା ଏବଂ ଡାକ୍ତର ମାନେ ଯେତିକି ତତ୍ପର…

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ନବ ନିର୍ବାଚିତ ବିଧାୟକ ଭାଦବ ହାଁସଦା ।

ସାରସକଣାରୁ ଶ୍ରୀ ଦିପୁ ମହାପାତ୍ର ।: ଚଳିତ ନିର୍ବାଚନ ରେ ବିଜୟ ହାସଲ କରିଥିବା ସାରସକଣା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଶ୍ରୀ ଭାଦବ ହାଁସଦା ପ୍ରଥମ କରି ନିର୍ବାଚନ ମଣ୍ଡଳୀର ସାରସକଣା ବ୍ଳକ୍ ରେ ଥିବା ବିଭିନ୍ନ ଗ୍ରାମ ଗୁଡିକରେ ରଜ ପର୍ବ ଉପଲକ୍ଷେ ବିଭିନ୍ନ ସ୍ଥାନରେ ହେଉଥିବା…

ରାୟଗଡ଼ା ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ବୈଠକ

ରାୟଗଡ଼ା: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱର୍କରସ ଆସୋସିଏସନ୍ ର ରାୟଗଡ଼ା ବ୍ଳକ ଶାଖା ର ଏକ ବୈଠକ ସ୍ଥାନୀୟ ଠକରବାପା ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ବ୍ଳକ ସଭାନେତ୍ରୀ ଅମ୍ବିକା ନୀଳଗିରିଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୂଖ୍ୟ…

ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କେରଳର ଏକ ଦମ୍ପତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ରବିବାର ଦିନ ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୩ ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ କୋଲ୍ଲମ , କେରଳର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ପିତୃମାତୃ…

ଜିଲ୍ଲାର ବିଭିନ୍ନ ସ୍ଥାନରେ ରଜ ଉତ୍ସବ ପାଳିତ

https://youtu.be/0sTY6vxsjw0  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଜ ପର୍ବ ପାଇଁ ସମଗ୍ର ପାରଳାଖେମୁଣ୍ଡି ସହର ଓ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇ ଉଠିଛି। ତିନିଦିନ ଧରି ଏହି ରଜ ପର୍ବ ଅତି ଧୁମ୍ ଧାମରେ ପାଳିତ ହୋଇ ଆସିଥିବା ବେଳେ ଏଥିରେ ଛୋଟ ଝିଅ ମାନଙ୍କ ଠାରୁ…

ବେଦାନ୍ତ ଆଲୁମିନିୟମ ଝାରସୁଗୁଡା଼ର ଜିଲ୍ଲା ଜେଲକୁ ଅତ୍ୟାବଶ୍ୟକ କୁଲିଂ ସାମଗ୍ରୀ ପ୍ରଦାନ କଲା

ଝାରସୁଗୁଡ଼ା, ଓଡ଼ିଶା, ୧୫ ଜୁନ ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉଦ୍ୟୋଗ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ାର ଜିଲ୍ଲା ଜେଲକୁ କୁଲିଂ ସାମଗ୍ରୀ ଯୋଗାଇ ଦେଇଛି । ଏହି ସଂପତିରେ ୧୫ଟି ଏଆର କୁଲର, ୫୦ଟି ସିଲିଂ ଫ୍ୟାନ ଓ ୱାଟର କୁଲର ଅନ୍ତର୍ଭୁକ୍ତ । ଏହି ଅଂଚଳରେ ତାପମାତ୍ରା ବୃଦ୍ଧିକୁ ଆଖିଆଗରେ…

ସମ୍ବଲପୁର ଜିଲ୍ଲା ପ୍ରଶାସନ ସହ ବୈଠକ ପରେ କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ସମ୍ବଲପୁରର ସାମଗ୍ରିକ ବିକାଶ କରିବା ପାଇଁ ପ୍ରସ୍ତୁତ ହେବ ଦୀର୍ଘମିଆଦୀ ମାଷ୍ଟର ପ୍ଲାନ୍ – ଧର୍ମେନ୍ଦ୍ର ପ୍ରଧାନ • ସଡ଼କପଥ କାର୍ଯ୍ୟକୁ ତ୍ୱରାନ୍ୱିତ ସହ ଲୋକଙ୍କ ଜୀବନଶୈଳୀକୁ ସହଜ କରିବା ପାଇଁ ଦୀର୍ଘମିଆଦି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ଅଧିକାରୀକୁ ଦେଲେ ପରାମର୍ଶ…