ବିଭିନ୍ନ ସମସ୍ୟାକୁ ନେଇ ବିଧାୟକ ଙ୍କୁ ସାକ୍ଷାତ କଲେ ଦଳୀୟ କର୍ମୀ।

ପଦ୍ମପୁର :- ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଗ୍ରାମପଞ୍ଚାୟତ ବିଭିନ୍ନ ସମସ୍ୟା ଦିଗରେ ଦିର୍ଘ ବର୍ଷ ଧରି ଗତି କରି ଚାଲିଛି। ଆଜି ସକାଳ ୯ଘଣ୍ଟା ସମୟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଆସି ନବ ନିର୍ବାଚିତ ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସନତ କୁମାର…

ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।

(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଓଡ଼ିଶା ର ରାଜନୈତିକ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଦେଖାଯିବା ଭିତରେ , ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ର ଟାଣୁଆ ନେତା ଙ୍କୁ ପରାସ୍ତ କରି ଗୋକୁଳାନନ୍ଦ ମଲ୍ଲିକ ବିଜୟୀ ହୋଇ ଥିବା ବେଳେ ଏବେ ନବନିର୍ବାଚିତ ବିଧାୟକଙ୍କୁ ମିଳିଛି…

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ସମ୍ବଲପୁର– ଧର୍ମେନ୍ଦ୍ର ପ୍ରଧାନ • ମା’ଙ୍କ ଆଶିଷ ଓ ଜନଆଶୀର୍ବାଦ କାରଣରୁ ବିଜୟୀ ହୋଇଛି• ମୁଁ ସମ୍ବଲପୁରବାସୀଙ୍କ ପାଖରେ ଚିର ଋଣୀ ହୋଇ ରହିବି • ସମ୍ବଲପୁରକୁ ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଗୁଣ୍ଡୁଚି ମୂଷାର ଦାୟିତ୍ୱ ନେବି• ଝାରସୁଗୁଡା ଓ…

ଟିମ ମୋହନ : କାହାକୁ ମିଳିଲା କେଉଁ ବିଭାଗ

ମୁଖ୍ୟମନ୍ତ୍ରୀ ରଖିଲେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ସହ ସୂଚନା ଓ ଲୋକସମ୍ପର୍କ, ଅର୍ଥ, ଜଳ ସମ୍ପଦ ଉପମୁଖ୍ୟ କେଭି ସିଂଦେଓଙ୍କ ହାତରେ କୃଷି-କୃଷକ ସଶକ୍ତିକରଣ ଓ ଶକ୍ତି ବିଭାଗ ଉପମୁଖ୍ୟ ପ୍ରଭାତୀ ପରିଡାଙ୍କୁ ମିଳିଲା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ…

ଭୁବନେଶ୍ୱର ବିକାଶ ପାଇଁ ବିଏମସି କାର୍ଯ୍ୟାଳୟରେ ବୈଠକ

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ଭୁବନେଶ୍ୱର ବିଭିନ୍ନ ମୁଖ୍ୟ ଏବଂ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ସହରର ବିକାଶ ନେଇ ବିଭିନ୍ନ ପ୍ରସଙ୍ଗ ଉପରେ ସକାରାତ୍ମକ ଆଲୋଚନା ହେଲା ଲ ଆଗାମୀ…

ଭାରତରେ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣ ପାଇଁ ଆଇଆଇଟି ଭୁବନେଶ୍ୱର ସହିତ ସହଯୋଗ କରିବ…

ଭୁବନେଶ୍ୱର, ୧୫ ଜୁନ୍ ୨୦୨୪: କମ୍ପାଉଣ୍ଡ୍ ସେମିକଣ୍ଡକ୍ଟର କ୍ଷେତ୍ରରେ ଅନୁସନ୍ଧାନରେ ସହଯୋଗ କରିବାକୁ ସିକ୍ସେମ ପ୍ରାଇଭେଟ ଲିମିଟେଡ୍ ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ଏକ ମେମୋରେଣ୍ଡମ ଅଫ୍ ଆଗ୍ରିମେଣ୍ଟ ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତିନାମାର ଅଂଶ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋରାପୁଟ ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସହିତ ଆଲୋଚନା କଲେ ଜିଲ୍ଲା ପ୍ରଶାସନ

ସମସ୍ୟାର ସମାଧାନ ହେଲା, କୋରାପୁଟରେ ସ୍ଵାଭାବିକ ହେଲା ବସ ଚଳାଚଳ ସାଧାରଣ ଯାତ୍ରୀଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ପ୍ରଶାସନ, ଜିଲ୍ଲାର ବସ ମାଲିକ…

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଗଣଙ୍କ ସୌଜନ୍ୟମୂଳକ ସାକ୍ଷାତ

ଲୋକଙ୍କ ପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଗଣ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଢଙ୍ଗୀଙ୍କ…

କବିସମ୍ରାଟ ମିଡ଼ିଆକ୍ଳବ୍ ପକ୍ଷରୁ ନୂତନ ବିଧାୟକ ଙ୍କୁ ଭବ୍ୟ ଶୁଭେଚ୍ଛା

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗର ସହରର ପ୍ରଥମ ପଞ୍ଜିକୃତ ସାମ୍ବାଦିକ ସଂଘ " କବିସମ୍ରାଟ ମିଡ଼ିଆକ୍ଳବ୍" ତରଫରୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟି ଦଳରୁ ନୂତନ ବିଧାୟକ ଭାବେ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ଆଜି  ଭଞ୍ଜନଗରସ୍ଥ ଫରେଷ୍ଟ୍ ଡ଼ାକ…

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ ମୁକାବିଲା ଓ ପରିଚାଳନା କମିଟି ବୈଠକ

ନବରଙ୍ଗପୁର ୧୫.୦୬.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ:  ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ନବରଙ୍ଗପୁର ସାଂସଦ ବଳଭଦ୍ର…