Sign in
Sign in
Recover your password.
A password will be e-mailed to you.
ବିଭାଗ ବଣ୍ଟନ ପରେ ନୂତନ ଭାବେ ଦାୟିତ୍ଵ ନେଇଥିବା ମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଶୁଭେଛା
ଓଡ଼ିଆ ଅସ୍ମିତାକୁ ସାଥିରେ ଧରି ବିକାଶ ପ୍ରକ୍ରିୟାକୁ ଆଗେଇ ନେବାକୁ ପରାମର୍ଶ
ଭୁବନେଶ୍ୱର: ମନ୍ତ୍ରୀ ମାନଙ୍କ ବିଭାଗ ବଣ୍ଟନ ପରେ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ମନ୍ତ୍ରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଶା ର ବିକାଶ ଏବଂ ଓଡ଼ିଶା ବାସୀ…
ରଜ ମହୋତ୍ସବରେ ଦୁଲୁକୁଛି ବୁଢୀମା ତୋଟା
ପୁରୀ (ଅନିମେଶ ପଟ୍ଟନାୟକ): ପୁରୀ ମାର୍କଣ୍ଡେଶ୍ଵର ସାହି ସ୍ଥିତ ପାଣ୍ଡଜାଗା ପକ୍ଷରୁ ୧୦ତମ ରଜ ମହୋତ୍ସବ ବୁଢୀମା ତୋଟାରେ ପହିଲି ରଜରେ କମ୍ପୁଛି । ମୁଖ୍ଯ ଅତିଥି ଭାବେ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ଆନୁଷ୍ଠାନିକ ପୂର୍ବକ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ…
ରଥଖଳା: ନୃସିଂହ ବିରାଳ ଖୋଦେଇ କାର୍ଯ୍ଯରେ ନିମଗ୍ନ ରୂପକାର ସେବକ
ପୁରୀ (ଅନିମେଶପଟ୍ଟନାୟକ): ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବୀ ସୁଭଦ୍ରା ବଡ ଠାକୁର ବଳଭଦ୍ରଙ୍କ ରଥଯାତ୍ରା ପାଇଁ ରଜା ନଅର ସମ୍ମୁଖ ରଥଖଳାରେ ରଥ ନିର୍ମାଣ ଆଗେଇ ଚାଲିଛି । ରଥଖଳାରେ ରୂପକାର ସେବକମାନେ ନୃସିଂହ ଚତୁର୍ଦ୍ଦଶୀ ଠାରୁ ନୃସିଂହ ବିରାଳ ଖୋଦେଇ କାର୍ଯ୍ଯ ଆରମ୍ଭ କରିଥିଲେ । ଏହି ଖୋଦେଇ…
କେନ୍ଦୁପାଟଣା ନଟରା ଠାରେ ସଂସ୍କୃତି, ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ ମହାସମାରୋହରେ ରଜ ମହୋତ୍ସବ ପାଳିତ l
(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ ଅଧିନ କେନ୍ଦୁପାଟଣା ପଞ୍ଚାୟତ ନଟରା ଗ୍ରାମରେ ଥିବା ଫ୍ରେଣ୍ଡସ ୟୁନିୟନ ଆନୁକୂଲ୍ୟରେ ଧୁମଧାମରେ ରଜ ମହୋତ୍ସବ ପାଳିତ ହେଉଛି l ପହିଲି ରଜ ଠାରୁ ଆରମ୍ଭ ହୋଇ ଶେଷ ରଜ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ବିଭିନ୍ନ ପ୍ରକାର ପିଠାପଣା,…
ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକଵ୍ୟକ୍ତ
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ ସ୍ବର୍ଗତ ଭଣ୍ଡାରେ…
ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ବିଧାୟକ ଗୌରୀ ମାଝୀ ଙ୍କୁ ଡାବୁଗାଁ ବ୍ଲକ ବିଜେପି ତରଫରୁ…
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୫/୦୬/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ବ୍ଲକ ବିଜେପି ତରଫରୁ ନବ ନିଯୁକ୍ତ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ବିଜେପି ବିଧାୟକ ଗୌରୀ ମାଝୀ ଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ଡାବୁଗାଁ କୃଷି କାର୍ଯ୍ୟାଳୟ…
ଘୁମୁସର ଲେଖିକା ସଂସଦର ରଜ ଉତ୍ସବ ୨୦୨୪
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଉତ୍କଳୀୟ ପରମ୍ପରା, ସଂସ୍କୃତି, ଭାବଧାରା, ଧରିତ୍ରୀ ମା’ଙ୍କୁ ନେଇ ରହିଥିବା ବିଶ୍ୱାସର ପ୍ରତିଫଳନ ସ୍ୱରୂପ ରଜ ପର୍ବର ଗୁରୁତ୍ୱ ଯଥେଷ୍ଟ ଅଧିକ । ଅତ୍ୟାଧୁନିକ ଇନ୍ଦ୍ରଜାଲ ମଧ୍ୟରେ ଛନ୍ଦି ହୋଇଯାଇ ମଣିଷ ଅନେକ କିଛି ପରିବର୍ତ୍ତନକୁ ଆପଣେଇଥିଲେ ମଧ୍ୟ ଆଜି ବି…
ସମ୍ବାଦ ସାହିତ୍ୟ ଘର ର ଦ୍ୱାଦଶ ବାର୍ଷିକୋତ୍ସବ ଏବଂ ରଜୋତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ପାରଳାଖେମୁଣ୍ଡି ସମ୍ବାଦ ସାହିତ୍ୟ ଘର ର ଦ୍ୱାଦଶ ବାର୍ଷିକୋତ୍ସବ ଏବଂ ରଜୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି…
ରଜ ସଂକ୍ରାନ୍ତି ଅବସରରେ ପାରଳାଖେମୁଣ୍ଡି ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ଐତିହ ମହେନ୍ଦ୍ରଗିରି ତୀର୍ଥସ୍ଥଳୀ ଭ୍ରାମ୍ୟମାଣ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଐତିହ ସମ୍ପର୍ଣ୍ଣ ପ୍ରକୃତି ନିୟନ୍ତ୍ରଣକାରୀ ମହେନ୍ଦ୍ରଗିରି ଠାରେ ଲକ୍ଷ୍ମୀ ବାବାଙ୍କ ନିମନ୍ତ୍ରଣ କ୍ରମେ ରଜ ସଂକ୍ରାନ୍ତି ଅବସରରେ ପାରଳାଖେମୁଣ୍ଡି ବାଲ ମୁକୁନ୍ଦ କେନ୍ଦ୍ର ତରଫରୁ ମହେନ୍ଦ୍ରଗିରି ତୀର୍ଥସ୍ଥଳୀ ଭ୍ରାମ୍ୟମାଣ କରି ଅଖିଳ ଭାରତୀୟ…
ପ୍ରଫେସର୍ ନାରାୟଣ ପୃଷେଠ୍ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନଷ୍ଠିତ ।
ପଦ୍ମପୁର:- ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ ପରିସରରେ ଆଗାମୀ ସାହିତ୍ଯ ସଂସଦର ପ୍ରତିଷ୍ଠାତା ଦିବଙ୍ଗତ ପ୍ରଫେସର୍ ନାରାୟଣ ପୃଷେଠ୍ଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳନ କରିବା ସକାଶେ ସଂସଦ ଆନୁକୂଲ୍ଯରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଭାପତିତ୍ବ କରିଥିଲେ ଡ. ପ୍ରମୋଦ…