Sign in
Sign in
Recover your password.
A password will be e-mailed to you.
ବାହୁଡ଼ାରେ ସେବା ଦଳର ଉଲ୍ଲେଖନୀୟ ସେବା
ସମାନ ସମୟରେ ଶ୍ରୀ କ୍ଷେତ୍ର ପୁରୀ ଓ ପାରଳାଖେମୁଣ୍ଡିରେ ସେବା ଯୋଗାଇ ପ୍ରଶଂସା ସାଉଁଟିଲେ ସେବା ଦଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଉଲ୍ଲେଖନୀୟ ସେବା କାର୍ଯ୍ୟ କରି ଚର୍ଚ୍ଚାରେ ରହିଥିବା ନୀଳମଣି ମିଶ୍ରଙ୍କ ନେତୃତ୍ୱାଧୀନ!-->!-->!-->!-->!-->!-->!-->…
ଅବସର ପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ବେଣୁ ଗୋପାଳ ପାଢ଼ୀଙ୍କୁ ଉଚ୍ଚ୍ଵସିତ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ସ୍ଥିତ ଏସ. ଏସ. ଫଙ୍କସନ ହଲ୍ ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ରାଜପୁର , ଗୋଷାଣୀ ବ୍ଲକର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବେଣୁ ଗୋପାଳ ପାଢ଼ୀ ବିଗତ ମେ ୩୧, ୨୦୨୬ ରେ ଅବସର ଗ୍ରହଣ କରିବା ପରିପ୍ରେକ୍ଷୀରେ ଏକ!-->…
ଗୋଷାଣି ବ୍ଲକର ବି.ଡ଼ି.ଓ.ଙ୍କ ମାନବିକତା ପଦକ୍ଷେପକୁ ନେଇ ଚାରିଆଡୁ ପ୍ରଶଂସା
ଆଧାର କାର୍ଡ ଓ ପେନସନ ପାଇଲେ ୯୭ ବର୍ଷିୟ ବୃଦ୍ଧା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାନବିକତା ପଦକ୍ଷେପକୁ ନେଇ ଚାରିଆଡୁ ପ୍ରଶଂସା କରାଯାଉଛି। ବୟସର ଅପରାହ୍ନରେ ପହଞ୍ଚିଯାଇଥିବା ଜଣେ ବୃଦ୍ଧାଙ୍କ ଆଧାର!-->!-->!-->!-->!-->…
ଘର ବାହୁଡ଼ା
ନବ ଦିନ ଯାତ୍ରା କରିଲ ସାଆନ୍ତେଗୁଣ୍ଡିଚା ମନ୍ଦିରେ ରହିମାଉସୀ ମାଆର ସ୍ନେହ ଶରଧାରେରହିଗଲ ବାନ୍ଧି ହୋଇ ।।
ଦଶମୀରେ ଆଜି ବାହୁଡ଼ିବ ପ୍ରଭୁଆପଣା ଶିରୀ ମନ୍ଦିରରୁଷି ବସିଛନ୍ତି ଲକ୍ଷ୍ମୀ ସାଆନ୍ତାଣୀଫେରିବା ବାଟ ତୁମରଭାରିଯାକୁ ଛାଡ଼ି ଭାଇ ଭଉଣୀଙ୍କୁସଙ୍ଗତରେ ଥିଲ ନେଇପ୍ରାଣ ପ୍ରିୟା ଦୁଃଖ!-->!-->!-->…
ସେଞ୍ଚୁରିଅନ୍ ବିଶ୍ବ ବିଦ୍ୟାଳୟ, ପାରଳାଖେମୁଣ୍ଡି ରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦ୍ଘାଟିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସେଞ୍ଚୁରିଅନ୍ ବିଶ୍ବ ବିଦ୍ୟାଳୟ , ପାରଳାଖେମୁଣ୍ଡି ପରିସରରେ "ବିକଶିତ ଭାରତ-୨୦୪୭ ଲକ୍ଷ୍ୟରେ ଜଳବାୟୁ -ଅନୁକୂଳ କୃଷି ଉଦ୍ଭାବନ'' ଶୀର୍ଷକ ୯ମ ଜାତୀୟ ସମ୍ମିଳନୀ (NYC-CSISA 20 2026) ର ଉଦ୍ଘାଟନ ହୋଇଛି।ଅଲ୍ ଇଣ୍ଡିଆ ଆଗ୍ରିକଲଚରାଲ୍!-->…
ବିଦ୍ୟା ରତନ ଶର୍ମା ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ ର ପରିଚାଳନା ନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତ
ନୂଆଦିଲ୍ଲୀ - ଜୁଲାଇ ୨୬, ୨୦୨୬ – ବିଶିଷ୍ଟ ଶିଳ୍ପପତି ଶ୍ରୀଯୁକ୍ତ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ (ପୂର୍ବରୁ ଜିନ୍ଦଲ ଷ୍ଟିଲ୍ ଏଣ୍ଡ ପାୱାର ଲିମିଟେଡ୍ ଭାବରେ ପରିଚିତ) ଆଜି ଜୁଲାଇ ୨୪, ୨୦୨୬ରେ ଅନୁଷ୍ଠିତ ଏହାର ବୋର୍ଡ ଅଫ୍ ଡ଼ାଇରେକ୍ଟର୍ ବୈଠକ ପରେ ବହୁ!-->!-->!-->…
ବାହୁଡ଼ାଯାତ୍ରାରେ ପୁଣି ଏକ ମର୍ମନ୍ତୁଦ ଅଘଟଣ: ପ୍ରଶାସନର ଚରମ ବିଫଳତାକୁ ନେଇ ବିଜେଡିର କଡ଼ା ସମାଲୋଚନା
ବିଚାର ବିଭାଗୀୟ ତଦନ୍ତ ପରିସରଭୁକ୍ତ କରିବା ସହ ତୁରନ୍ତ କ୍ଷତିପୂରଣ ଦାବି
ଭୁବନେଶ୍ୱର, ୨୪/୦୭/୨୦୨୬: ବିଜୁ ଜନତା ଦଳର ଉପସଭାପତି ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ପୁରୀ ବାହୁଡ଼ାଯାତ୍ରା ସମୟରେ ପୁଣି ଥରେ ଘଟିଥିବା ମର୍ମନ୍ତୁଦ ଅଘଟଣରେ ଜଣେ ଶ୍ରଦ୍ଧାଳୁଙ୍କ!-->!-->!-->…
ଶରଣକୁଳରେ ବାହୁଡ଼ା ଯାତ୍ରା : ଅଧା ବାଟରେ ଅଟକିଲେ କାଳିଆ ଠାକୁର
ଓଡ଼ଗାଁ, ୨୪।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳସ୍ଥିତ ଲଡ଼ୁବାବାଙ୍କ ମନ୍ଦିର ବେଢ଼ାରେ ପୂଜା ପାଉଥିବା ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଛି। ନରେନ୍ଦ୍ରପୁର ଗୁଣ୍ଡିଚା ମନ୍ଦିରରେ ନଅ ଦିନ ଅବସ୍ଥାନ ପରେ!-->…
ଭଞ୍ଜନଗରରେ “ଟିଏମଏସଓ”ର ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ: ଉନ୍ମୋଚିତ ହେଲା ଲୋଗୋ ଓ ଟି-ଶାର୍ଟ
"ସାମ୍ବାଦିକଙ୍କ ସୁରକ୍ଷା ଓ ସାମାଜିକ ବିକାଶ ପାଇଁ ଆଗକୁ ଆସିଲା ‘ଟି.ଏମ. ଏସ. ଓ’।
ଭଞ୍ଜନଗର ଚକରା ବିଷୋୟୀ ଛକଠାରେ ନୂତନ କାର୍ଯ୍ୟାଳୟର ପୂଜନ ସହ ଲୋଗୋ ଓ ଟି-ଶାର୍ଟ ଉନ୍ମୋଚିତ।
ଗଞ୍ଜାମ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଏକତା ଏବଂ ଜନସେବା ପାଇଁ ଅଣ୍ଟା ଭିଡ଼ିଲା!-->!-->!-->!-->!-->!-->…
ପାରଳାଖେମୁଣ୍ଡି ଠାରେ ଶ୍ରୀଜିଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶୁକ୍ରବାର ଦିନ ଚତୁର୍ଦ୍ଧାମୂର୍ତ୍ତି ତଥା ଶ୍ରୀଜୀଉ ମାନଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି।ଏହି ଅବସରରେ ପୂର୍ବାହ୍ନରେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ତିନି!-->…