ଅର୍ବାନ ହସ୍ପିଟାଲ ପକ୍ଷରୁ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର ଶିବିର

ଅସ୍ତରଙ୍ଗ: ଅର୍ବାନ ହସ୍ପିଟାଲ, ମଧୁପଟଣା କଟକ ତରଫରୁ ବୁଧବାର ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ଗ୍ରାମପଞ୍ଚଯାତ କାର୍ଯ୍ୟାଳୟ ପରି ସରରେ ଚକ୍ଷୁ ପରୀକ୍ଷା ଓ ଅସ୍ତ୍ରୋପଚାର  ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି l ଏହି ସିବିର କୁ ସରପଞ୍ଚ କ୍ଷୀରୋଦ କାଣ୍ଡି ଉଦଘାଟନ କରିଥିଲେ l ଏହି…

ବେଦାନ୍ତ ଆଲୁମିନିୟମ ସଚେତନତା ପଦକ୍ଷେପ ମାଧ୍ୟମରେ ବିଶ୍ୱ ମହୁମାଛି ଦିବସ ପାଳନ କରିଛି

ଆୟ ଏବଂ ଉତ୍ପାଦନ ବୃଦ୍ଧିକୁ ଲକ୍ଷ୍ୟ ରଖି ଏହାର ବେଦାମୃତ ପ୍ରକଳ୍ପ ଅଧୀନରେ 500 ରୁ ଅଧିକ ଚାଷୀ ଜୈବିକ ମହୁ ଚାଷରେ ନିୟୋଜିତ ଅଛନ୍ତି। ଝାରସୁଗୁଡ଼ା, ଓଡ଼ିଶା, 20 ମଇ 2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଏହାର ପ୍ରମୁଖ ସିଏସଆର କାର୍ଯ୍ୟକ୍ରମ, ବେଦାମୃତର…

ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ସମିତି ର ପ୍ରଥମ ସାଧାରଣ ବୈଠକ

ନବରଙ୍ଗପୁର ତା ୨୦.୫.୨୦୨୬: ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧକ୍ଷତାରେ ଭାରତ ସମ୍ବିଧାନ ଦ୍ୱାରା ପ୍ରଣୀତ ଧାରା ୨୭୫(୧) ଅନୁଯାୟୀ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ସମିତି ର ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମାନ୍ୟବର ବିଧାୟକ ଡ଼ାବୁ ଗାଁ…

ଜନଜାତୀୟ ଗରିମା ଉତ୍ସବ-୨୦୨୬ ଅନ୍ତର୍ଗତ ‘ଜନ ଭାଗିଦାରୀ ଅଭିଯାନ’ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

ବଲାଙ୍ଗିର (୧୮/୦୫) ଜନଜାତୀୟ ଗରିମା ଉତ୍ସବ-୨୦୨୬ ଅନ୍ତର୍ଗତ ‘ଜନ ଭାଗିଦାରୀ ଅଭିଯାନ’ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ ବେଲପଡାରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ଚଳିତ ମାସର ୧୮ ତାରିଖରୁ ଆରମ୍ଭହୋଇ ୨୫ ତାରିଖ ପର୍ଯ୍ୟନ୍ତ…

ଝାରସୁଗୁଡ଼ା ଜିଲ୍ଲା ପରିବେଶ ସମିତି ବୈଠକ; ପରିବେଶ ସୁରକ୍ଷା ଓ ବିକାଶମୂଳକ କାର୍ଯ୍ୟର ବ୍ୟାପକ ସମୀକ୍ଷା

ଝାରସୁଗୁଡ଼ା: ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରସ୍ଥ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଡିଟୋରିୟମ୍ ହଲ୍‌ଠାରେ ଜିଲ୍ଲା ପରିବେଶ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ପ୍ରଦୂଷଣ ନିୟନ୍ତ୍ରଣ,…

ବାସୁଦେବପୁରରେ ଉନ୍ନୟନ ଓ ଯୋଜନାମୂଳକ କାର୍ଯ୍ୟକ୍ରମର ସମୀକ୍ଷା

ବାସୁଦେବପୁର ବିଧାନସଭା ଉନ୍ନୟନ କମିଟି ବୈଠକରେ ଜିଲ୍ଲାର ବିକାଶ ଓ ସରକାରୀ ଯୋଜନା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକଂ ନିର୍ଦ୍ଦେଶ   ବାସୁଦେବପୁର, ୨୦/୦୫ :…

ଓଡ଼ିଶା ମେଟାଲିକ୍ସ ବିରୁଦ୍ଧରେ ଅଞ୍ଚଳବାସୀ ଙ୍କ ଯୁଦ୍ଧଦେହି ଡାକରା, ୨୪ ମଧ୍ୟରେ ପଦକ୍ଷେପ ନ ନେଲେ ରାଷ୍ଟ୍ରପତିଙ୍କୁ…

ଝାରସୁଗୁଡ଼ା, ୨୦/୫ : ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ମରାକୁଟାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍‌ ବିରୋଧରେ ବେଆଇନ ଜଳ ଶୋଷଣ, ନଦୀ ପ୍ରଦୂଷଣ ଓ ଜଙ୍ଗଲ ଜମି ଜବରଦଖଲ ଅଭିଯୋଗ ଉଠାଇ ମଙ୍ଗଳବାର ଶତାଧିକ ମହିଳା ଓ ଗ୍ରାମବାସୀ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ସ୍ମାରକପତ୍ର…

​ହାତରେ ପାରମ୍ପରିକ ଅସ୍ତ୍ର, ରାଜପଥରେ ଗର୍ଜିଲେ ଆନ୍ଦୋଳନକାରୀ ।

​ମାଲକାନଗିରି ଜିଲ୍ଲାର ୨ ସହରାଞ୍ଚଳ ଓ ୭ ବ୍ଲକର ଆଦିବାସୀଙ୍କ ଆରପାର୍ ଲଢ଼େଇ । ୧୭ ଦଫା ଦାବି ନେଇ ରାଜରାସ୍ତାରେ ଆଦିବାସି ନେତା ଘେନୁ ମୁଦୁଲି ଓ ଲଳିତ ମାଡ଼କାମୀ । ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ନିଜର ବିଭିନ୍ନ ନ୍ୟାଯ୍ୟ ଦାବି ଏବଂ ସମସ୍ୟାର ସ୍ଥାୟୀ ସମାଧାନ…

ଅଜଣା ଗାଡି ଧକ୍କାରେ କ୍ଷତବିକ୍ଷତ ହେଟାବାଘ :ଉଦ୍ଧାର କଲା ମାଲକାନାଗିରି ବନ ବିଭାଗ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ​ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗୋଟିଏ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଛି ହେଟାବାଘ । ଫୋନ୍ ଯୋଗେ ଖବର ପାଇବା ପରେ ବନ ବିଭାଗର ଆର.ଆର.ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ଉଦ୍ଧାର କରିଛନ୍ତି ।ସୂଚନା ଅନୁଯାୟୀ, ମାଲକାନାଗିରି…

ଜରାବଗା ଉଚ୍ଚ ବିଦ୍ୟାଳୟ ପରିସରରେ ‘ସମର୍ପଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ; ୧୭ ଜଣ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ…

କୁଚିଣ୍ଡା/ବାମରା, ୨୦।୫ : ବ୍ଲକ ଅନ୍ତର୍ଗତ ଜରାବଗା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ‘ସମର୍ପଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଚଳିତ ବର୍ଷ ଶିକ୍ଷା କ୍ଷେତ୍ରରେ ନିଜର ସେବା ସାଙ୍ଗ କରି ଅବସର ଗ୍ରହଣ କରିଥିବା ବାମରା ବ୍ଲକର ୧୭ ଜଣ ଶିକ୍ଷକ ସର୍ବଶ୍ରୀ ଲୋଚନ ମେହେର, ରାଜ…