Sign in
Sign in
Recover your password.
A password will be e-mailed to you.
ସମ ହସ୍ପିଟାଲ୍ କ୍ୟାମ୍ପସ୍-୨ ଫୁଲନଖରା ପକ୍ଷରୁ ‘ଡାଇଗ୍ନୋଷ୍ଟିକ୍ ଅଟୋମେସିନ ଏବଂ ଆଂଟିମାଇକ୍ରୋବିଆଲ୍ ଷ୍ଟେୱାର୍ଡସିପ୍’…
ଭୁବନେଶ୍ୱର, ମେ ୨୧: ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ ଫୁଲନଖରା ଅଧିନସ୍ଥ ମାଇକ୍ରୋବାୟୋଲୋଜି ବିଭାଗ ପକ୍ଷରୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ‘ଡାଇଗ୍ନୋଷ୍ଟିକ୍ ଅଟୋମେସିନ ଏବଂ ଆଂଟି ମାଇକ୍ରୋବିଆଲ୍…
ବେଦାନ୍ତ ଆଲୁମିନିୟମର ସ୍ୱାସ୍ଥ୍ୟସେବା ଦ୍ୱାରା କଳାହାଣ୍ଡି ଏବଂ ରାୟଗଡ଼ାରେ ୬୫,୦୦୦ ରୁ ଅଧିକ ଲୋକ ଉପକୃତ ହୋଇଛନ୍ତି
ଭୁବନେଶ୍ୱର, ୨୧ ମଇ ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର ମୋବାଇଲ୍ ହେଲ୍ଥ ୟୁନିଟ୍ (ଏମଏଚୟୁ) ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଗ୍ରାମୀଣ ସ୍ୱାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିଛି, ଯାହାର ଲକ୍ଷ୍ୟ ହେଉଛି ଅନୁନ୍ନତ ଅଂଚଳଗୁଡ଼ିକରେ ପ୍ରାଥମିକ…
କାଶୀନଗରର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଦାରଖ କଲେ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଏନ୍ଏସି କାର୍ଯ୍ୟଳୟ ସଭାଗୃହରେ ଆଜି ( ଗୁରୁବାର) ଏନ୍ଏସି ପକ୍ଷରୁ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଏମ୍ ସୁଧାରାଣୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପାରଳା ଯୁବ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ…
କୋରୁକୋଣ୍ଡା ବ୍ଲକରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସମୀକ୍ଷା କଲେ ମାଲକାନଗିରି…
ଗ୍ରାମୀଣ ଅର୍ଥନୀତିର ସୁଦୃଢ଼ୀକରଣ ଉପରେ ପ୍ରଶାସନିକ ଗୁରୁତ୍ୱ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ଜିଲ୍ଲାର ତୃଣମୂଳ ସ୍ତରର ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଏବଂ ଗ୍ରାମୀଣ ଚାଷୀଙ୍କ ସାମାଜିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ମାଲକାନଗିରି…
ଭରତୀୟ ଷ୍ଟେଟ ବ୍ୟାଙ୍କ ମାଲକାନଗିରି ମୁଖ୍ୟଶାଖା ତରଫରୁ ମୃତ୍ୟୁ ଜନିତ ବୀମା ରାଶି ପ୍ରଦାନ ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟଶାଖା ତରଫରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ଜିଲ୍ଲାପାଳ ମାଲକାନଗିରି ପ୍ରଥମେଶ ଅରବିନ୍ଦ ରାଜସିର୍କେ ଙ୍କ ଦ୍ଵାରା ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପୋଲିସ ସାଲାରୀ ପ୍ୟାକେଜ କରିଥିବା…
ବହୁ ଚର୍ଚ୍ଚିତ ହରି ପୁର ମର୍ଡ଼ର ଆସାମୀ ଓ 6ଜଣ ଖଣି ମାଫିଆ ଗିରଫ. !
ଖଇରା: ଗତ ୧୦/୦୫/୨୬ରିଖରେ ହରିପୁର ଛାତ ଘଟଣା ର ମୁଖ୍ୟ ଆସାମୀ ମାନସ ଜେନା ଗତକାଲି ଖଇରା ଥାନା ଅଧିକାରୀ ଜନ ପଟ୍ଟନାୟକ ଓ ତାଙ୍କ ଟିମ ଗିରଫ କରିଛି। କାରଣ କିଛି ଦିନ ତାଳେ ଖଇରା ବ୍ଲକ ହରିପୁର ଗାଁ ରେ ଛାତ ସେଣ୍ଟରିଙ୍ଗ କେନ୍ଦ୍ର କରି ସୁରେନ୍ଦ୍ର ସେଠି ଓ ପାଖ ପଡୋଶୀ ମାନସ ଯେନା ଙ୍କ…
ପୋଖରୀରୁ ଯୁବକର ମୃତ ଦେହ ଉଦ୍ଧାର
ବସ୍ତା ୨୧/୫:ବେଲଗାଁ ନିକଟ ରେଳ ଲାଇନ କଡ଼ ପୋଖରୀରୁ ଯୁବକର ଗଳିତ ମୃତ ଦେହ ଉଦ୍ଧାର।ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ସନ୍ତୋଷପୁର ଗ୍ରାମର ସାମ ମୁର୍ମୁ, ଗତକାଲି ଅପରାହ୍ଣରୁ ଘରୁ ବାହାରି ଯାଇ ଥିଲେ।ହେଲେ ସାମ ମୂର୍ମୁ ସନ୍ଧ୍ୟା ପର୍ଯ୍ଯନ୍ତ ଘରକୁ ନ ଫେରିବାରୁ…
ରାଜ୍ୟରେ ମହିଳା ସୁରକ୍ଷା ନେଇ ବିଜେଡିର ଚିନ୍ତା, ଆଇନ ଶୃଙ୍ଖଳା ଭାଙ୍ଗିପଡ଼ିଥିବା ଅଭିଯୋଗ
" ବର୍ତ୍ତମାନ ଝାରସୁଗୁଡା ଜିଲ୍ଲା ସହ ସମଗ୍ର ରାଜ୍ୟରେ ହତ୍ୟା, ଗୁଳିକାଣ୍ଡ ଓ ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା ବଢ଼ିଚାଲିଛି। ବିଶେଷକରି ଗତ ମଇ ୧୭ ତାରିଖରେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ନାବାଳିକାଙ୍କୁ ବଳାତ୍କାର ଘଟଣା ସୁରକ୍ଷା ବ୍ୟବସ୍ଥାର ନଗ୍ନ ଚିତ୍ର "
ଝାରସୁଗୁଡା,…
୧୨ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା: ୩ ଅଭିଯୁକ୍ତ ଗିରଫ
ଝାରସୁଗୁଡା ବିମାନବନ୍ଦର ଥାନା ପୋଲିସର ତତ୍ପରତା, ପକ୍ସୋ ଆଇନରେ ମାମଲା
ଝାରସୁଗୁଡା, ୨୧ ମଇ: ଝାରସୁଗୁଡା ଜିଲ୍ଲାରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଝାରସୁଗୁଡା ବିମାନବନ୍ଦର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଛି। ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବେ ବୁରୋମାଲ…
ରେଇନିକ୍ତିମାଲ ଗାଧୁଆ ବନ୍ଧରୁ କେହି ଦୁର୍ବୁର୍ତ୍ତ ହିଡ଼ ଭାଙ୍ଗି ପାଣି ଛାଡିଦେଲେ; ଲୋକେ ଗାଧୋଇବା ପାଣି ପାଇଁ ହାହାକାର
କୁଚିଣ୍ଡା, ୨୧।୫ (ଅଜୟ କୁମାର ବାଘ ) ଚଳିତ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଧରାପୃଷ୍ଟ ଅତ୍ୟନ୍ତ ଉତ୍ତପ୍ତ ରହୁଥିବା ବେଳେ ମନୁଷ୍ୟ ଠୁ ଧରି ଜୀବଜନ୍ତୁ, ପକ୍ଷୀ ସମସ୍ତେ ଗ୍ରୀଷ୍ମ ଯୋଗୁଁ ଅତିଷ୍ଟ l ଜଳ ଟୋପାଏ ପାଇଁ ସମସ୍ତେ ନାଁନା ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ କେତେକ ସ୍ଥାନରେ ରାଜା ଶାସନ…