ଫ୍ୟୁଚର ପ୍ଲସ ଏଜୁକେଶନ ର ଶିକ୍ଷା ମହୋତ୍ସବ

ରାଉରକେଲା,(ବସନ୍ତ କୁମାର ଜେନା): ଫ୍ୟୁଚର ପ୍ଲସ୍ ଏଜୁକେସନ୍ ଏକ ୟୁଜି ଶିକ୍ଷା ମହୋତ୍ସବ ଆୟୋଜନ କରିଛି ଏବଂ ସାରା ଭାରତରେ ଶ୍ରେଷ୍ଠ ୨୦ ଟି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରୁଛନ୍ତି। ଫ୍ୟୁଚର ପ୍ଲସ୍ ଏଜୁକେସନ୍ ଇଭେଣ୍ଟରେ ରାଉରକେଲାରେ ଛାତ୍ର ଏବଂ ଅଭିଭାବକଙ୍କ ପ୍ରବଳ…

ଏନଏଲସି ଇଣ୍ଡିଆ ତାଲାବିରାର ଦ୍ୱିତୀୟ ଏବଂ ତୃତୀୟ ଓସିପି ୭୦ ତମ ଉଦଯାପନୀ ଦିବସ ପାଳିତ

ସମ୍ବଲପୁର,(ଲିପନ ନାଏକ/ଅଜୟ କୁମାର ବାଘ ): ତାଲାବିରା ଓପେନ କାଷ୍ଟ ପ୍ରୋଜେକ୍ଟ ନ୍ୟାସ୍ତ୍ରାଣ ଭାରତ ସରକାରୀ କମ୍ପାନୀ ଏନ ଏଲ ସି ଇଣ୍ଡିଆ ଲିମିଟେଡ଼ କମ୍ପାନୀ ର ୭୦ ତମ ଉଦଯାପନୀ ଦିନ ଅୟୀତିହାସିକ ଘଟଣାକୁ ସ୍ମରଣ କରି ୨୦ ମଇ ୧୯୫୭ ତାରିଖ ଯେତେବେଳେ ଏନ ଏଲ ସି ର ଖଣିଜ କାର୍ଯ୍ୟକଳାପ ଆରମ୍ଭ…

ଆସନ୍ତା ୩୦ ତାରିଖରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହେବ

ଭୁବନେଶ୍ୱର, ୨୧ ମେ, ୨୦୨୬: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା ଶନିବାର, ୩୦ ତାରିଖ , ୨୦୨୬ ଅପରାହ୍ନ ୩:୦୦ ଟାରେ ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କ୍ୟାମ୍ପ କୋର୍ଟ (Special Appellate Camp Court) ଆୟୋଜିତ ହେବାନେଇ ଏକ…

ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ଘରେ ନାତୁଣୀର ବିବାହ ଉତ୍ସବ; ପଶ୍ଚିମ ଓଡ଼ିଶା କନ୍ୟାକୁ କାଲିଫର୍ଣ୍ଣିଆ ବର

? ନାତୁଣୀ ହାତରେ ସାତଫେରା କରାଇଲେ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ ? ପଦ୍ମଶ୍ରୀ ହରିପାଲଙ୍କ ନାତୁଣୀ ଜ୍ଜ୍ୟଇଁ ହେଉଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ବାସିନ୍ଦା ସମ୍ବଲପୁର/କୁଚିଣ୍ଡା ୨୧।୫ : ବିଶ୍ୱପ୍ରସିଦ୍ଧ ସମ୍ବଲପୁରୀ ଗୀତ 'ରଙ୍ଗବତୀ'ର ଗାୟକ ତଥା ପଦ୍ମଶ୍ରୀ ଡ. ଜିତେନ୍ଦ୍ର…

ଗଞ୍ଜାମ ଜିଲ୍ଲା ସ୍ବାବଲମ୍ବୀ କାରିଗର ଏବଂ ପମ୍ପ୍ ଚାଳକ ସଂଘ ତରଫରୁ ବିଧାୟକଙ୍କୁ ସ୍ମାରକ ପତ୍ର

ବେଲଗୁଣ୍ଠା,୨୧/୦୫,(ଶିବରାମ ଚୌଧୁରୀ )-ବିଭିନ୍ନ ଦାବି ନେଇ ଗଞ୍ଜାମ ଜିଲ୍ଲା ସ୍ବାବଲମ୍ବୀ କାରିଗର ଏବଂ ପମ୍ପ୍ ଚାଳକ ସଂଘ ତରଫରୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସ୍ବାବଲମ୍ବୀ କାରିଗର ଏବଂ ପମ୍ପ ଚାଳକମାନଙ୍କ ସୂଚନା ପ୍ରକାରେ ସେମାନେ ଗ୍ରାମ୍ୟ ଜଳ…

ଔଷଧ ଦୋକାନ ବନ୍ଦ; ଲୋକେ ହଇରାଣ

କୁଚିଣ୍ଡା, (ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ତିନୋଟି ବ୍ଲକରେ ବୁଧବାର ଦିନ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଯଥା - କୁଚିଣ୍ଡା, ଜମନକିରା, ବାମରା ଠାରେ ସମ୍ବଲପୁର ଔଷଧ ବିକ୍ରେତା ସଂଘ ଡାକରାରେ ଅନଲାଇନ୍ ଔଷଧ ବିକ୍ରି ଉପରେ ରୋକ୍ ଲଗାଇବା ଦାବିରେ କୁଚିଣ୍ଡା,…

“ରାହୁଲ ଗାନ୍ଧୀଙ୍କ ବୟାନ ଗଣତାନ୍ତ୍ରିକ ମର୍ଯ୍ୟାଦା ଓ ଜନମତର ଖୋଲା ଅପମାନ”

 ସାଲେପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତ୍ରୀ ବିଜୟାଲକ୍ଷ୍ମୀ ଦାଶଙ୍କ ଦୃଢ଼ ନିନ୍ଦା ସାଲେପୁର: ଲୋକସଭାର ବିରୋଧୀ ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ସାମ୍ପ୍ରତିକ ବକ୍ତବ୍ୟକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ…

ସୋଆ ପ୍ରେସରେ ପ୍ରତିଷ୍ଠାତା ସଭାପତିଙ୍କ ଦ୍ୱାରା ଅତ୍ୟାଧୁନିକ ୪- କଲର ଅଫ୍ସେଟ ପ୍ରେସ୍ ଉଦ୍ଘାଟିତ

ଭୁବନେଶ୍ୱର, ମେ ୨୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ମୁଖ୍ୟ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରେସ୍ରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ୪-କଲର ୨୯ ଇଂଚ ସିଟ୍ଫେଡ୍ ଅଫ୍ସେଟ ପ୍ରେସ୍ ‘କୋମୋରି ଏନ୍ଥ୍ରୋନ୍ ଜି-୨୯’କୁ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ବୁଧବାର…

ମାରଣାନ୍ତକ ଆକ୍ରମଣ ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ।

ବ୍ରହ୍ମପୁର : ଗତ ସୋମବାର ରାତିରେ ଟାଉନ ଥାନା ଅର୍ନ୍ତଗତ ଗିରି ରୋଡ୍ ରାସ୍ତାରେ ଘଟିଥିବା ମାରଣାନ୍ତକ ଆକ୍ରମଣ ମାମଲାରେ ଦୁଇ ରାଜ୍ ମାଲହୋତ୍ରା ଓ ରିଙ୍କୁ ସାମଲ ନାମକ ଦୁଇ ଜଣ ଯୁବକ କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଉକ୍ତ ଦିନ ରାତି ୯ ଟା ବେଳେ ଦୁଇ ଜଣ ଯୁବକ ଓ ଯୁବତୀ…

ଗୋଲଗାଁ ସେବା ସମବାୟ ସମିତି: ପଦୋନ୍ନତି ପାଇଁ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅସ୍ଥାୟୀ ସଭାପତିଙ୍କ ଦ୍ବାରା ସ୍ବତନ୍ତ୍ର…

ଏହା ଆଇନ ସମ୍ମତ ନୁହେଁ,ଉପନିବନ୍ଧକ ସମବାୟ ସମିତି ସମୂହ ଓଡ଼ଗାଁ ୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ଗୋଲଗାଁ ସେବା ସମବାୟ ସମିତିରେ  ପଦୋନ୍ନତି ପାଇଁ ଦୁଇ ଲକ୍ଷ ଟଙ୍କା ନଦେବାରୁ ଅସ୍ଥାୟୀ ସଭାପତିଙ୍କ ଦ୍ବାରା ସ୍ବତନ୍ତ୍ର ବୈଠକଡାକି  ପିଅନଙ୍କୁ  ନିଲମ୍ବିତ କରାଯାଇଥବା ଅଭିଯୋଗ ହୋଇଛି |…