ନିଜ ମୁଖ୍ୟମନ୍ତ୍ରୀତ୍ଵର ପଚିଶିତମ ମାସରେ ୧୯ତମ ଅଭିଯୋଗ ଶୁଣାଣି

"୧୮ ପାଳି ସୁଦ୍ଧା ୯୬ ପ୍ରତିଶତ ସମାଧାନ, ଜିଲ୍ଲାସ୍ତରରେ ୮୯ ପ୍ରତିଶତର ଅଭିଯୋଗର ସମାଧାନ" ମୁଖ୍ୟମନ୍ତ୍ରୀଙ୍କ ସହିତ ୬ଜଣ ମନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶାସନ ସଚିବ ଓ ପଦାଧିକାରୀ ଲୋକଙ୍କ ଅଭିଯୋଗ ଶୁଣିଲେ ୧୨ ଜଣ ରୋଗୀଙ୍କ ପାଇଁ ୬.୧୫ ଲକ୍ଷ ଟଙ୍କା ତୁରନ୍ତ ମଞ୍ଜୁର…

କେବଳ ଆଇନ ପ୍ରଣୟନ ଯଥେଷ୍ଟ ନୁହେଁ, ଆଇନର ପ୍ରଭାବଶାଳୀ କାର୍ଯ୍ୟକାରିତା ଆବଶ୍ୟକ: ବିଜେଡି

ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ସଂସଦରେ ଅଣାଯାଇଥିବା ଆଇନ ପ୍ରସଙ୍ଗ  ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ, ଅଣାଯାଇଥିବା ଆଇନ କେବଳ କାଗଜରେ ରହିଯିବ ଓଡ଼ିଶାରେ ବିଜେପି ସରକାରଙ୍କ ଦ୍ୱାରା ହୋଇଥିବା ସଂଶୋଧନ ସଫଳ କାର୍ଯ୍ୟକାରୀ ହୋଇପାରି ନାହିଁ ରାଜ୍ୟରେ ପାଠ୍ୟ ପୁସ୍ତକରେ…

ରାଜବୋଡ଼ାସମ୍ବରରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

୪୬ଟି ଅଭିଯୋଗର ଶୁଣାଣି, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ରାଜବୋଡ଼ାସମ୍ବର୍ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ…

ରାମନାଗୁଡା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସୋମବାର ଦିନ ରାମନାଗୁଡା ପଞ୍ଚାୟତ ସମିତି ସଭାଗୃହରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକାରୀ…

ସିଂହଦ୍ୱାରରେ ପ୍ରେମ ଓ ପରମ୍ପରାର ଦୃଶ୍ୟ: ରସଗୋଲାରେ ମାନ ଭଞ୍ଜନ

ପୁରୀ, ୨୭/୦୭: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ଆଜି ପରିସମାପ୍ତି ଘଟିବ। ଅପରାହ୍ନ ୪ଟାରୁ ଆରମ୍ଭ ହେବ ପବିତ୍ର ନୀଳାଦ୍ରି ବିଜେ ନୀତି। ଗୋଟି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ବିଜେ କରି ରତ୍ନସିଂହାସନରେ ବିରାଜମାନ ହେବେ। ତେବେ ଏହି ଦିନର…

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଶ୍ରଦ୍ଧା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ କରାଯାଇଥିବା କଳା ଝଲକ 2.0 ସ୍କୁଲ ସ୍ତରୀୟ ପ୍ରତିଯୋଗିତା, ହିଲ ପାଟଣା ସ୍ଥିତ ଜ୍ଞାନ ବିକାଶ କିଡ୍ସ ଏକାଡେମୀ ପରିସରରେ ଆୟୋଜନ ହୋଇଛି। ଏଥିରେ ଚିତ୍ରାଙ୍କନ, ହସ୍ତାକ୍ଷର, କ୍ୟୁଟ ବେବି, ଫେନସି ଡ୍ରେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି…

ପୁଲିସ ସହ ଗୁଳି ବିନିମୟରେ ଅଭିଯୁକ୍ତ ଆହତ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ; ଜଣେ ଫେରାର

ମହିଳାଙ୍କୁ ଗୁଳି କରିବା ଉଦ୍ୟମ ମାମଲାରେ ଚଢ଼ାଉ ବେଳେ ପୁଲିସ ଏନକାଉଣ୍ଟର ଝାରସୁଗୁଡା, : ମହିଳାଙ୍କୁ ଗୁଳି କରିବା ଉଦ୍ୟମ ମାମଲାରେ ଅଭିଯୁକ୍ତ ଜଣେ ୨୦ ବର୍ଷୀୟ ଯୁବକ ପୁଲିସ ସହ ଗୁଳି ବିନିମୟ ବେଳେ ଆହତ ହୋଇଥିବାବେଳେ ତାଙ୍କର ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।…

କୃମି ରୋଗ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

ବ୍ରହ୍ମପୁର: ବ୍ରହ୍ମପୁର ସହର ହରି ହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ କୃମି ରୋଗ ସଚେତନl ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ପିଲାମାନେ ବାହାରେ ଝାଡ଼ା ଫେରିଲେ, ତଳୁ ଗୋଟାଇ…

ଯୁବକ କୁ ମାରଣାନ୍ତକ ଆକ୍ରମଣ

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ଥାନା ମୁଖ୍ୟ ରାସ୍ତା କାଳୀ ମନ୍ଦିର ଛକ ଏକ ମୋଟରସାଇକେଲ ଗେରେଜ୍ ନିକଟରେ ବଣ୍ଟି ବାରିକ ନାମକ ଜଣେ ଯୁବକ କୁ ୩ ଜଣ ଯୁବକ ମାରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁରୁତର ଆହତ ବଣ୍ଟି…

ରଥଯାତ୍ରା ପାଳନ ଉପଲକ୍ଷେ ତୃତୀୟ ସନ୍ଧ୍ୟାରେ ରାଧା କୃଷ୍ଣ ପ୍ରେମ ଲୀଳା ଉପରେ ଆଧାରିତ ଲୋକନୃତ୍ୟ ପରିବେଷଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରଥଯାତ୍ରା ପାଳନ ଉପଲକ୍ଷେ ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ୫ଦିନ ଧରି ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ର ତୃତୀୟ ସନ୍ଧ୍ୟାରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଭିନ୍ନଳା ଗ୍ରାମର ଶ୍ରୀ ଗୌର ଭକ୍ତ…