Sign in
Sign in
Recover your password.
A password will be e-mailed to you.
ଆଗାମୀ 7 ଦିନରେ ଶିକ୍ଷାମନ୍ତ୍ରୀ ଇସ୍ତଫା ନଦେଲେ, ଓଡିଶା ବନ୍ଦ : ଭକ୍ତ
ଜେନ ଜୀଙ୍କ ଆନ୍ଦୋଳନ ପରେ ବିଜେପିର କାଉଣ୍ଟଡାଉନ ଆରମ୍ଭ
ଓଡିଶା ଜେନ ଜୀ ଆନ୍ଦୋଳନକୁ କଂଗ୍ରେସ ସବୁ ପ୍ରକାର ସମର୍ଥନ ଓ ସହାୟତା ଦେବ
ଭୁବନେଶ୍ୱର; ତା 26.7 ରିଖ ଆଜି ସାମ୍ବାଦିକ ମାନଙ୍କୁ ବିବୃତ୍ତି ଦେଇ ଓପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ ରୋକଠୋକ କହିଛନ୍ତି!-->!-->!-->!-->!-->!-->!-->!-->!-->!-->!-->…
ବିବେକ ସେନା ତରଫରୁ କାର୍ଗିଲ ବିଜୟ ଦିବସ ପାଳିତ
ଭବାନୀପାଟଣା,:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )୨୬/୦୭/୨୦୨୬ ରିଖ: ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ବିବେକ କନଫରେନ୍ସ ହଲ ଠାରେ କାର୍ଗିଲ ବିଜୟ ଦିବସ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛ|ସେବୀ ସଂଗଠନ ବିବେକ ସେନା ତରଫରୁ ପାଳିତ ହୋଇଯାଇଛି | କାର୍ଗିଲ ବିଜୟ ଦିବସ ହେଉଛି ଭାରତୀୟ ସେନାର!-->…
ପଶ୍ନପତ୍ର ଲିକ୍ ପ୍ରସଙ୍ଗରେ “ନୈତିକତା” ନାମରେ ରାଜନୀତି ବନ୍ଦ କରୁ କଂଗ୍ରେସ, ବିଜେଡି: ବିରଂଚି
ଭୁବନେଶ୍ୱର, ତା.୨୬/୦୭: କଂଗ୍ରେସ ବର୍ତମାନ ଲୋକଙ୍କ ସହିତ ନାହିଁ। ତାଙ୍କ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏବେ ଦେଶର ଯୁବବର୍ଗଙ୍କୁ ଢ଼ାଲ କରି ନିଜର ରାଜନୈତିକ ରୋଟି ସେକିବା ପାଇଁ କଂଗ୍ରେସ ପ୍ରଳାପ କରୁଛି। ୧୯୯୫ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ କଂଗ୍ରେସ ସରକାରରେ ଥିଲା।!-->…
ଦୁର୍ଘଟଣାରେ ଆହତ ଗାଈର ମୃତ୍ୟୁ, ଗୋସେବକ ସଂସ୍ଥା ପକ୍ଷରୁ ଅନ୍ତିମ ସଂସ୍କାର,
କୋଲାବିରା : କୋଲାବିରା ଗ୍ରାମରେ କିଛି ଦିନ ପୂର୍ବେ ଏକ ରାସ୍ତା ଦୁର୍ଘଟଣାରେ ଗୋଟିଏ ଗାଈ ଆହତ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ରବିବାର ଭୋରରୁ ଗାଈ ର ମୃତ୍ୟୁ ହୋଇଯାଇଥିଲା l ମୃତ ଗାଈ ର ମାଲିକ କେହି ନ ବାହାରିବାରୁ କୋଲାବିରା ଗୋ ସେବକ ସଂଘ ପକ୍ଷରୁ ଗାଈର ଅନ୍ତିମ ସଂସ୍କାର!-->…
“ବିଦ୍ୟା ବିହାର ଏକ ଅନୁଷ୍ଠାନ ନୁହେଁ, ଏହା ସ୍ୱପ୍ନର ଜନ୍ମଭୂମି, ସଫଳତାର ସୋପାନ ଓ ସ୍ମୃତିର ଅମର ଠିକଣା:…
ବେଲଗୁଣ୍ଠା -୨୬.୦୭-(ଶିବରାମ ଚୌଧୁରୀ )-, ରବିବାର, ଗଞ୍ଜାମ ଜିଲ୍ଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ଏକ ବର୍ଣ୍ଣାଢ୍ୟ ପରିବେଶରେ ପାଳିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ!-->!-->!-->…
ନିଜ ଘର ସମ୍ମୁଖରେ ବାପା ମାଆଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ କଲେ ପୁଅ
ବେଲଗୁଣ୍ଠା,୨୬/୦୭-(ଶିବରାମ ଚୌଧୁରୀ )-, ଆଜି କାଲି ସନ୍ତାନ ମାନେ ନିଜ ବାପା ମାଆଙ୍କ ସେବା କରିବାକୁ ପଛଘୁଞ୍ଚା ଦେଇ ବୃଦ୍ଧାଶ୍ରମରେ ଛାଡ଼ି ଦେବାକୁ ପଛାଉ ନଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖାଦେଇଛି ବେଲଗୁଣ୍ଠା ସହରର ରଘୁନାଥ ବିହାରରେ। ପୁଅଟିଏ ନିଜ ବାପାଙ୍କ ନାମରେ ଏକ କଲୋନୀ!-->!-->!-->…
ଅବସରପ୍ରାପ୍ତ ଶିକ୍ଷକଙ୍କ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ବେଲଗୁଣ୍ଠା,୨୬/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଖାରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ଜୁନ୍ ମାସରେ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ସମୀର କୁମାର ଜେନାଙ୍କ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କ୍ଷେତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ପାଲକଷଣ୍ଢା ରୋଡ୍ ରେ!-->!-->!-->…
ଭଞ୍ଜନଗର ଓକିଲ ସଂଘ ତରଫରୁ ଆୟୁର୍ବେଦିକ ସ୍ବାସ୍ଥ୍ୟ ପରୀକ୍ଷଣ ସଚେତନତା ଏବଂ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ବେଲଗୁଣ୍ଠା,୨୬/୦୭, -(ଶିବରାମ ଚୌଧୁରୀ )-କାର୍ଗିଲ୍ ବିଜୟ ଦିବସ ଅବସରରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଭଞ୍ଜନଗର ଓକିଲ ସଂଘ ସୌଜନ୍ୟରେ ଆୟୁର୍ବେଦିକ ମାଗଣା ସ୍ବାସ୍ଥ୍ୟ ପରୀକ୍ଷଣ ଓ ସଚେତନତା ଶିବିର ଏବଂ ସ୍ଵେଚ୍ଛାକୃତ!-->!-->!-->…
ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ ବାସୁଦେବପୁର ତରଫରୁ କାରଗିଲ ଦିବସ ପାଳନ
ବାସୁଦେବପୁର - ଅବସରପ୍ରାପ୍ତ ସୈନିକ କଲ୍ୟାଣ ସଙ୍ଘ, ବାସୁଦେବପୁର ତରଫରୁ ରାଣୀ କୈଳାସ ଶିଖର କଲ୍ୟାଣ ମଣ୍ଡପ, ତେନ୍ତୁଳିଆ, ବାସୁଦେବପୁର ଠାରେ ୨୮ତମ କାରଗିଲ ଦିବସ ପାଳନ ହୋଇ ଯାଇଛି।ମୁଖ୍ୟ ଅତିଥି ଭାବେ ମାନ୍ୟବର ବାସୁଦେବପୁର ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ,ମୁଖ୍ୟ ବକ୍ତା -!-->…
ଆପୋଲୋ ହସ୍ପିଟାଲ୍ସ ରାଉରକେଲା ପକ୍ଷରୁ ନିଶୁଳ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ସଫଳତାର ସହ ଆୟୋଜିତ
ରାଉରକେଲା,(ବସନ୍ତ କୁମାର ଜେନା): ଆପୋଲୋ ହସ୍ପିଟାଲ୍ସ ରାଉରକେଲା ପକ୍ଷରୁ ଉମିଦ୍ ଟ୍ରଷ୍ଟର ସହଯୋଗରେ ସେକ୍ଟର-୧୫ ଜାମା ମସଜିଦ ସମ୍ମୁଖ ପଡ଼ିଆରେ ରବିବାର ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରାଯାଇଥିଲା। ସକାଳ ୯ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଶିବିରରେ ୧୫୦ରୁ!-->!-->!-->…