ଲୁନିଝୋଳl ମା କନ୍ଧୁଣିଦେଵୀ ଡିପୋରୁ ବିପୁଳ ପରିମାଣର ପଟା ଓ କାଠ ଜବତ,

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ରୁ ଜଗନ୍ନାଥ ପ୍ରସାଦ ଯିବା ରାସ୍ତାରେ ଲୁଣିଝୋଳା ପୋଖରୀ ନିକଟରେ ଥିବା ମା କାନ୍ଧୁଣିଦେଵି ଫର୍ନିଚର ଏଣ୍ଡ ୱାର୍କସପ୍ ଡିପୋରୁ ଶନିବାର ବନବିଭାଗ ବିପୁଳ ପରିମାଣର ବିଭିନ୍ନ ପ୍ରକାର କାଠ, ପଟା, ନିର୍ମିତ ଓ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ଥିବା…

ଜିଲ୍ଲା ସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମହୋତ୍ସବ ‘ମହକ’ ଓ ‘ଉତ୍ସାହ ‘ ଉଦଯାପିତ

ଜଗତସିଂହପୁର,ତା-୦୯.୧୧.୨୦୨୪/ସୁମନ୍ତକୁମାରଦାସ: "କଠିନ ପରିଶ୍ରମ ହିଁ ସଫଳତା ର ଚାବିକାଠି", ମୁଖ୍ୟ ଅତିଥି ଙ୍କ ର ଏପରି ଅଭିଳାଷୀ ଆହ୍ବାନ ସହିତ ଆଜି ଜିଲ୍ଲା ସ୍ତରୀୟ ଶିଶୁ ଯତ୍ନ ଅନୁଷ୍ଠାନ ର ପ୍ରତିଭା ଅନ୍ଵେଷଣ ଶିଶୁ ଉତ୍ସବ 'ମହକ 'ଓ 'ଉତ୍ସାହ ' ର ଉଦଯାପନ ସମାରୋହ ଜଗତସିଂହପୁର ଶିଶୁ…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ କୋ-ୟୁନିଟ ତରଫରୁ ବୃକ୍ଷରୋପଣ

ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )--:ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଏନ ଏସ ଏସ କୋ ୟୁନିଟ ତରଫରୁ ବେଲଗୁଣ୍ଠା ନିକଟସ୍ଥ ତନରଡ଼ା ଗୋଶାଳା ଆଶ୍ରମ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଶିବିରରେ ଉଦଯାପନୀ ଉତ୍ସବ ଇତିହାସ ବିଭାଗର ମୁଖ୍ୟ ଅଶୋକ କୁମାର ସ୍ୱାଇଁଙ୍କ ସଭାପତିତ୍ୱ…

ପୂଜା ମଣ୍ତପ ବୁଲି ମା ଙ୍କ ଦର୍ଶନ କଲେ ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକ।

   ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଧୁମ୍ ଧାମରେ ମା କାଳୀ ଙ୍କ ପୂଜା ପାଳନ କରାଯାଇଛି। ଚାରି ପୂଜା କମିଟି ପକ୍ଷରୁ ମା ଙ୍କ ପୂଜା ପାଳନ ପୂଜା ମଣ୍ଡପ ରେ ଅନୁଷ୍ଟିତ ହୋଇଛି। ବିଭିନ୍ନ ସ୍ଥାନ ରୁ ହଜାର ହଜାର ଭକ୍ତ ମାନଙ୍କ ଗହଳ ଚହଳ ଲାଗି ରହିଛି। ଏହି ଅବସର ରେ ଭଦ୍ରକ ପୂର୍ବତନ…

ଟିଟିଲାଗଡ ରେ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ…

 ଟିଟିଲାଗଡ଼/ଘନ ନାଗ : ଟିଟିଲାଗଡ଼ ବ୍ଲକ୍ ଅନ୍ତର୍ଗତ ଗୁଲୁମି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ତାରିଖ ୦୮/୧୧/୨୦୨୪ ଶୁକ୍ରବାର ଦିନ ବ୍ଲକ୍ ସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନ୍ତର୍ଗତ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ଉଦଘାଟନୀ…

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଗାୟତ୍ରୀ ପରିବାର ତରଫରୁ ଆଲୋଚନା ଚକ୍ର

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ କବିସୂର୍ଯ୍ୟନଗରର ଗାୟତ୍ରୀ ପରିବାର ତରଫରୁ "ଭାରତୀୟ ସଂସ୍କୃତି ଏକ ମହାନ ସଂସ୍କୃତି" ବିଷୟରେ ଏକ ଆଲୋଚନା ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଭି…

୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦ୍ଘାଟିତ।

ପଦ୍ମପୁର: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରର ୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଆର୍.ବି ହାଇ ସ୍କୁଲ୍ ପଡ଼ିଆରେ ଉଦ୍ଘାଟିତ ହୋଇଯାଇଛି। ଶିକ୍ଷା ବିକାଶ ସମିତି, ବିଦ୍ବତ ପରିଷଦର ସଭାପତି ଶ୍ରୀଯୁକ୍ତ ଡ଼.ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ଜ୍ବଳନ ପୂର୍ବକ…

ଏଡ଼ସ ସଚେତନତା ଶିବିର ଅନୁଷ୍ଠିତ

ବାସୁଦେବପୁର - ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ତାରିଣୀ ଛକ ନିକଟରେ ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ଅନ୍ୟକୁଲ୍ୟ ରେ ନିଖିଲ ଉତ୍କଳ ହରିଜନ ଆଦିବାସୀ ସେବା ସଂଘ ପକ୍ଷରୁ ଏଡ଼ସ ସଚେତନତା ଶିବିର କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ତିନି ଦିନ ବ୍ୟାପୀ ଏହି…

ଦୁବାଇରେ ମୋଦି@୨୦ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ

ଭୁବନେଶ୍ୱର, (୦୯/୧୧): ପୂର୍ବ ଭାରତର ଅଗ୍ରଣୀ କଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର, ଦୁବାଇ ଓଡ଼ିଆ ସମାଜ ଏବଂ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଆର୍ଟ ସେଣ୍ଟର ଠାରେ ମୋଦି@୨୦ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ…

କ୍ୟୁଏସ୍ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୫ରେ ସମ୍ମାନଜନକ ସ୍ଥାନରେ ସୋଆ

ଭୁବନେଶ୍ୱର , ୯/୧୧: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌-୨୦୨୫ (ଅଂଚଳ ଭିତିକ) ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦକ୍ଷିଣ ଏସିଆ ଏବଂ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଂରେ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଦକ୍ଷିଣ ଏସିଆ ନିମନ୍ତେ ଏସିଆ ୟୁନିଭର୍ସିଟି…