Sign in
Sign in
Recover your password.
A password will be e-mailed to you.
ଓଡିଆଣୀ ବେଶରେ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ପୁରୀ (ଅନିମେଶ ପଟ୍ଟନାୟକ): ପବିତ୍ର ଅଁଳା ନବମୀରେ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପାଳ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ଠାରୁ ଚନ୍ଦନ ପୁଷ୍କରିଣୀ ପର୍ଯ୍ୟନ୍ତ ତିନି ଥାକିଆ ବ୍ଯାରିକେଡ ମଧ୍ଯରେ ଭକ୍ତ ଓ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ…
ଉର୍ଜାବାନ ଓଡ଼ିଶାରର ୩ୟ ସ୍ୱନକ୍ଷତ୍ର ପାଳିତ
ପୁରୀ (ଅନିମେଶ ପଟ୍ଟନାୟକ ): ଧର୍ମ ଓ ପୂଣ୍ୟ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ର ମାଟିରେ ପାଦ ଥାପିଥିବା ଅସହାୟ , ଦିବ୍ଯାଙ୍ଗ, ନିରୀହ, ଗରିବ ଲୋକଙ୍କୁ ଖରା, ବର୍ଷା, ଶୀତରେ ସବୁବେଳେ ସବୁ ସମୟରେ ପାଖରେ ଠିଆ ହୋଇ ସେମାନଙ୍କ ଦୁଃଖ ସୁଖରେ ସହଯୋଗ କରିବା ସହ ମୁହଁରେ ହସ ଫୁଟାଉଥବା…
ଵାରଗୁଡା ଗ୍ରାମର ନିଖୋଜ ଭଗବାନ ମାଝୀ ଙ୍କୁ ଉଦ୍ଧାର କଲେ ଗାଇସିଲେଟ ବିଡ଼ିଓ ।
ବିଜେପୁର :- ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାରଗୁଡା ଗ୍ରାମର ଭଗବାନ ମାଝୀ ପିତା ଶଙ୍କର ମାଝୀ କିଛି ଦିନ ହେଲା ନିଖୋଜ ଥିଲେ । ତାଙ୍କ ପରିବାର ଲୋକେ ଅନେକ ଦିନ ହେଲା ଖୋଜା ଖୋଜି କରୁଥିବା ବେଳେ ପତ୍ତା ମିଳିନଥିଲା ତେବେ ଅଚାନକ ଗୋଟିଏ ଖବର ଦେଖିବା ପରେ ପରିବାର…
79 ତମ ଫୁଟବଲ ଚାମ୍ପିୟନସିପ -2024 ଉଦଯାପିତ
କଟକ: ଆଜି OSAP 6th Battalion ପରିସରରେ 79 ତମ ଫୁଟବଲ ଚାମ୍ପିୟନସିପ -2024 ଉଦଯାପିତ ହୋଇଯାଇଛି । ADGP( Law & Order) ଶ୍ରୀ ସଞ୍ଜୟ କୁମାର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଖେଳାଳି ଓ ବିଜେତା ଦଳକୁ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଜିର ଫାଇନାଲ…
ବିସ୍ମୃତ ଖାଦ୍ୟକୁ ଲୋକାଭିମୁଖୀ କରିବାକୁ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗକୁ ପ୍ରାଧାନ୍ୟ
ଭୁବନେଶ୍ୱର, ୧୦ ନଭେମ୍ବର ୨୦୨୪ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଭୁନେଶ୍ୱରସ୍ଥିତ କନଭେନସନ୍ ସେଣ୍ଟର୍ଠାରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଉଦ୍ଘାଟିତ ହୋଇଯାଇଛି । ସମ୍ମିଳନୀ ଅବସରରେ ଶ୍ରୀ ଅନ୍ନର ବହୁଳ ବ୍ୟବହାର ଏବଂ ଏହାର ଗୁଣାତ୍ମକ ଦିଗ ବାବଦରେ…
’ମାଣବସା ଗୁରୁବାରରେ ମାଣ୍ଡିଆକୁ ଭୋଗ ଲାଗି କରିବା ପାଇଁ ମା’ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଶୃଙ୍ଖଳା ମଧ୍ୟରେ ପୋଷକତତ୍ତ୍ୱ ଓ ଭିଟାମିନରେ ଭରପୁର ମିଲେଟ ଜାତୀୟ ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବାକୁ ପଡିବ
ଦୁଇ ଦିନିଆ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ
ଓଡ଼ିଶାକୁ ମିଲେଟ ହବ୍ କରାଯିବ- ମୁଖ୍ୟମନ୍ତ୍ରୀ…
ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବୌଦ୍ଧ-ପୁରାଣକଟକ ରେଳ ସେକ୍ସନ ମହାପ୍ରବନ୍ଧକଙ୍କ ଦ୍ୱାରା ନିରୀକ୍ଷଣ |
ଭୁବନେଶ୍ୱର, 10 ନଭେମ୍ବର 2024:ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଶନିବାର ଦିନ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିବା ପାଇଁ ବୌଦ୍ଧ ଏବଂ ପୁରୁଣାକଟକ ମଧ୍ୟରେ ନୂତନ ଭାବେ ନିର୍ମିତ ରେଳ ଲାଇନର ନିରୀକ୍ଷଣ କରିଛନ୍ତି | ଏହି…
ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେବ ‘ଉଦ୍ଭବ’
• ୨୨ ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ
• ୪୭ ଟି ପ୍ରତିଯୋଗିତାରେ ଭାଗ ନେବେ ୧୩୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ
• ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସମ୍ଭ୍ରାନ୍ତ ସଂସ୍କୃତିର ପ୍ରଦର୍ଶନ
ଭୁବନେଶ୍ୱର, ୧୦ ନଭେମ୍ବର…
ବୈଜୟନ୍ତ ପଣ୍ଡାଙ୍କ ପ୍ରଥମ ବଡ ଶିକାର
ବିଜେପିରେ ଯୋଗଦେଲେ ହରସରଣ ସିଂହ ବାଲି
ନୂଆଦିଲ୍ଲୀ/ଭୁବନେଶ୍ବର, ୧୦|୧୧ - ଦିଲ୍ଲୀ ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ଵ ନେବା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ପ୍ରଥମ ବଡ଼ ସଫଳତା। କରିଛନ୍ତି ବଡ ରାଜନୈତିକ ଶିକାର |…
“ରାଜସ୍ୱ ମନ୍ତ୍ରୀଙ୍କ ମିଛ ପଦାରେ ପଡିଯାଇଛି”
ବିଜେଡି ସରକାର ନୁହଁ, ବିଜେପି ସରକାର ବେଦାନ୍ତକୁ ଦେଇଥିଲା ପାଉଁଶ ଡମ୍ପିଂ ଅନୁମତି:ଲେଖାଶ୍ରୀ
ବିଜେପି ସରକାର ଆସିଲା ଜୁନ ୧୨ ତାରିଖରେ
ବେଦାନ୍ତକୁ ପାଉଁଶ ଡମ୍ପିଂ ପାଇଁ ଅନୁମତି ଦିଆଗଲା ଜୁଲାଇ ୧୨ ତାରିଖରେ
ବେଦାନ୍ତ ପାଉଁଶ ଡମ୍ପିଂ ପାଇଁ ଅନୁମତି ପୂର୍ବ ସରକାର ନୁହେଁ,…