Sign in
Sign in
Recover your password.
A password will be e-mailed to you.
ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ – ୨୦୨୪ | LIVE
https://youtu.be/HgUu44PkTOU
ERSS ସହଯୋଗରେ ଉଦ୍ଧାର ହେଲେ ଗୁରୁତର ଆହତ ବ୍ୟକ୍ତି
ଭୁବନେଶ୍ୱର : ଓଡିଶା ପୋଲିସର ERSS ସହଯୋଗରେ ଜଣେ ଗୁରୁତର ଆହତ ବ୍ୟକ୍ତି ଉଦ୍ଧାର ହୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି | ସୂଚନାନୁଯାୟୀ, ଗଜପତି ଜିଲ୍ଲା ନାରିଙ୍ଗ ଛକ ନିକଟରେ ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ସହ ଗାଡି ଭିତରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଛଟପଟ ହେଉଥିଲେ ।…
ଝାଡଖଣ୍ଡରେ “କିଷାନ ସମ୍ମିଳନୀ”କୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ
ଚାଷୀଙ୍କ ମୁହଁରେ ହସ ଫୁଟାଇବା ଆମ ସରକାରର ପ୍ରତିବଦ୍ଧତା - ଧର୍ମେନ୍ଦ୍ର ପ୍ରଧାନ
• ବହଡାଗୋଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ• ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସହ ପଦ୍ମଫୁଲରେ ଭୋଟ୍ ଦେବା ପାଇଁ କଲେ ନିବେଦନ• ଝାଡଖଣ୍ଡରେ ବିଜେପି ସରକାର ଆସିଲେ…
ନୂଆଁ ତନରଡାରେ ଗୋଷ୍ଠାଷ୍ଟମୀ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଲଗୁଣ୍ଠା ବ୍ଳକ୍ ନୂଆଁ ତନରଡା ଗ୍ରାମରେ ଗୋଷ୍ଠାଷ୍ଟମୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି I ଗୋଷ୍ଠାଷ୍ଟମୀ ଗ୍ରାମର ଏକ ପାରମ୍ପରିକ ଉତ୍ସବ ହୋଇଥିବା ବେଳେ ଗ୍ରାମବାସୀ ଏହାକୁ ଅତି ଉତ୍ସାହର ସହିତ ପାଳନ କରିଛନ୍ତି…
ଗୋଵିନ୍ଦପୁର ଜ୍ଞାନ ବିକାଶ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଦ୍ଵାଦଶ ତମ ବାର୍ଷିକ ଉତ୍ସବ ।
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ସ୍ଥାନୀୟ ଗୋବିନ୍ଦପୁର ଜ୍ଞାନବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦ୍ଵାଦଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଅଵସରରେ କହିବାକୁ ଗଲେ ଏ ଅନୁଷ୍ଠାନ ଟି ଆରମ୍ଭ ହୋଇ ଥିଲା ୧୨୯ ଛାତ୍ର ଛାତ୍ରୀ ଙ୍କୁ ନେଇ | ବର୍ତ୍ତମାନ ଏବେ…
୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ
ଚିଲିକା:(ସେକ କୌସର ):ଆଜି ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ସ୍ଥିତ ଓଡ଼ିଆର୍ଟ ପରିସରରେ ୧୦ମ ଚିଲିକା ସେଲଡକ ଫୋଳ୍କ କାର୍ନିଭାଲ ଉଦଘାଟିତ ହୋଇଯାଇଛି। ଚଳିତ ୯ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ବ୍ୟାପି ମହୋତ୍ସବ ପାଳିତ ହେବାକୁ ଥିବା ବେଳେ ଆଜି ପାରମ୍ପରିକ ଭାବେ ଓଡ଼ିଶା ଆଇନ,…
ଜାତୀୟ ଆଇନ ସେବା ଦିବସ ପାଳିତ
ଜଗତସିଂହପୁର,ତା-୦୯.୧୧.୨୦୨୪/ସୁମନ୍ତ କୁମାର ଦାସ: ନାଉଗାଁ ବ୍ଲକ ଅନ୍ତର୍ଗତ ଗାରୋଇ ସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି । ଆଇନ ସେବା ପ୍ରାଧିକରଣର ସଚିବଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି…
ସୁରକ୍ଷା ବାଡ ତିଆରି ହେବ କେବେ?
ବିଜେପୁର :- ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ବୈରଖପାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ କିଓସ୍କ ବ୍ୟାଙ୍କ ପାଖରେ ଥିବା ଟ୍ରାନ୍ସଫର୍ମର ବିପଦ ସଂକୁଳ ଭାବରେ ରହିଛି l ନିୟମିତ ଭାବରେ ପ୍ରତ୍ୟେକ ଦିନ ବିଦ୍ୟାଳୟକୁ ଶହ ଶହ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ ଓ ସ୍ଥାନୀୟ ଅଞ୍ଚଳର…
ବିଜେପୁର ଅଞ୍ଚଳ ରେ ଚାଞ୍ଚଲ୍ୟ ୬ରୁ ଅଧିକ ସ୍କୁଲରୁ ଚାଉଳ ଓ ବିଭିନ୍ନ ସାମଗ୍ରୀ ଚୋରି
ବିଜେପୁର, ସୁଶାନ୍ତ ସାହୁ : ବିଜେପୁର ବ୍ଲକ ର ବିଭିନ୍ନ ସ୍କୁଲରେ ସିରିଜ ଚୋରି ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି l ୬ରୁ ଅଧିକ ସ୍କୁଲରୁ ଚାଉଳ ସମେତ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଅଭିଯୋଗ ଅନୁସାରେ ଗତ ୩ ତାରିଖ ରାତି ରେ କୁରକୁଟା ଉଚ୍ଚପ୍ରଥମିକ ସ୍କୁଲରେ ତାଲା…
ନୟାଗଡରେ ଅରୁଣଙ୍କ ହାଇ ଭୋଲ୍ଟେଜ ଜନସମ୍ପର୍କ ପଦଯାତ୍ରା
https://youtu.be/aznxbbp4SX0
ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୟାଗଡ଼ ବ୍ଲକ ଓ ପୈାର ପରିଷଦ ବିଜେଡି ଜନସମ୍ପର୍କ ପଦଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଟାଉନଥାନାଠାରୁ ପଦଯାତ୍ରା ଆରମ୍ଭ ହୋଇ ଶାଳଭଞ୍ଜ ତୋଟାଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ…