ସୁନ୍ଦରଗଡ଼ (ହୋରଚାନ୍ଦ ଦେଉରିଆ) ସୁନ୍ଦରଗଡରେ ପୁଣି ଫୁଟିଲା ଗୁଳି | ସୁନ୍ଦରଗଡ଼ ସଦର ଥାନା କରମଡିହିରେ ଯୁବକଙ୍କ ଉପରକୁ ଗୁଳି ମାଡ ହୋଇଛି | କଳା ସ୍କର୍ପିଓ ରେ ଆସି ୫ ରାଉଣ୍ଡ ଗୁଳି କରିଥିବା ବେଲେ ଯୁବକଙ୍କ ପାଦରେ ବାଜିଛି ଗୁଳି | ଘଟଣା ସ୍ଥଳରୁ ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଥିବା ବେଲେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି | ଆହତ ଯୁବକ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସା ଲୟରେ ଭର୍ତ୍ତି ହୋଇଛନ୍ତି | କିଏ ଓ କାହିଁକି ଗୁଳି କରିଛି , ତାହାର କାରଣ ଏଯାବତ ଜଣାପଡିନାହିଁ |
Sign in
Sign in
Recover your password.
A password will be e-mailed to you.