Sign in
Sign in
Recover your password.
A password will be e-mailed to you.
ବେଆଇନ ଭାବେ ନିର୍ମାଣାଧୀନ ବିଲ୍ଡିଂରେ ନୋଟିସ ଲଗାଇଲା ଆରଏମସି
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା ମହାନଗର ନିଗମ ତରଫରୁ ପାନପୋଷ ସ୍ଥିତ କାଳି ମନ୍ଦିର ନିକଟରେ ବେଆଇନ୍ ଭାବେ ନିର୍ମାଣାଧୀନ ଏକ ବିଲ୍ଡିଂରେ ନୋଟିସ ଲଗାଯାଇଛି । ଆଜି ଆରଏମସିର ପ୍ଲାନିଂ ଓ ଏନଫୋର୍ସମେଣ୍ଟ ଟିମ୍ ଉକ୍ତ ବିଲ୍ଡିଂ ନିକଟରେ ପହଂଚି ଏହି ନୋଟିସ ଲଗାଇଛନ୍ତି।
ସୂଚନାଯୋଗ୍ୟ…
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ
https://youtu.be/CgEZFY2zEYI
ପାରଳାଖେମୁଣ୍ଡି / ବାଳାକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆଜି (ଶୁକ୍ରବାର) ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଉଦଘାଟିତ ହୋଇଯାଇଛି। ଆଜିର ଏହି ଉଦଘାଟନ ସମାରୋହରେ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ , ମନ୍ତ୍ରୀ…
ନୂଆଗାଁ ବ୍ଲକ୍ ରେ ବିଜେଡିର ବିଶାଳ ଜନ ସଂପର୍କ ପଦଯାତ୍ରା
ନୂଆଗାଁ: ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଦରମହକୁମାରେ ବିଜେଡିର ବିଶାଳ ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ବ୍ଳକର ୨୨ଟି ପଞ୍ଚାୟତରୁ ଶହ ଶହ ଲୋକ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ। ଏହି ପଦଯାତ୍ରାରେ ନୟାଗଡ ଜିଲ୍ଲାର…
ବିଦାୟ ନେଲେ ମାଆ ଶ୍ୟାମାକାଳୀ ; ବାଜା ବାଣରେ ଦୁଲୁକିଲା ଗୋବରା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ମାଆ ଶ୍ୟାମାକାଳୀଙ୍କୁ ଭାବ ବିହ୍ୱଳ ବିଦାୟ ଦେଇଛନ୍ତି ଗୋବରା ବାସୀ I ଗୋବରା ଶ୍ରୀ କପିଳେଶ୍ଵର ଯୁବକ ସଂଘ ଦ୍ୱାରା ଆୟୋଜିତ ମାଆ ଶ୍ୟାମାକାଳୀ ପୂଜାର ଆଜି ବିସର୍ଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବାଜା ବାଣରେ ଗୋବରା ପ୍ରକମ୍ପିତ ହୋଇଛି I ଛତ୍ରପୁରର ରଣପା…
ରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୪ ପାଇଁ ମନୋନୀତ ହେଲେ ଛାତ୍ର ଅର୍ଜୁନ ଗଣ୍ଡ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୮/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦ୍ଵିତୀୟ ବର୍ଷ ଛାତ୍ର ଅର୍ଜୁନ ଗଣ୍ଡ ଜୋନ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ କଳା ଉତ୍ସବ ୨୦୨୪ ପାଇଁ ମନୋନୀତ…
ଗୋଚାଲାଣ ହେଉଥିବା ବେଳେ ପୋଲିସ୍ ର ଚଢ଼ାଉ;
ଟ୍ରକ୍ ସହ 23 ଗାଈ ଉଦ୍ଧାର ; ସୋରଡ଼ା ଗୋଶାଳାରେ ଗାଈଙ୍କୁ ଥଇଥାନ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଅପରାହ୍ଣ ଚାରି ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଉଢୁରା ଗ୍ରାମରୁ ଏକ ଟ୍ରକ୍ ଆନ୍ଧ୍ର ପ୍ରଦେଶ ଯାଉଥିବାର ଖବର ପୋଲିସ୍ ପାଖରେ ପହଞ୍ଚିଥିଲା I ଏହି ଗାଡ଼ିରେ ଗୋଚାଲାଣ ହେଉଥିବା…
ଲୋକ ମହୋତ୍ସବ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୦୮/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଚଳିତ ମାସ ୨୦ ତାରିଖ ରେ ନନ୍ଦାହାଣ୍ଡି ବ୍ଲକ ର ଧଣ୍ଡରା ଶୈବ ପୀଠ…
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ସୁରଭି ଅନୁଷ୍ଠିତ.
ନବରଙ୍ଗପୁର, ୮/୧୧/୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ଜିଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଜିଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ…
ମଣ୍ଡେଇ ମହୋତ୍ସବ ପାଳନ -୨୦୨୪ ଉପଲକ୍ଷେ ଭୂମି ପୂଜନ
ନବରଂଗପୁର ତା ୮.୧୧.୨୦୨୪.ଅଶୋକ ସାହୁ, ଶାସକ ପ୍ରଶାସକ,ଆସନ୍ତା ଡ଼ିସେମ୍ବର ୬ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମଣ୍ଡେଇ ମହୋତ୍ସବ ପାଳନ ଉପଲକ୍ଷେ ଆଜି ମଣ୍ଡେଇ ପଡିଆ ହୀର୍ଲି ଠାରେ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସକାଳ ୯.୦୦ ଘ ସମୟରେ ଅତିରିକ୍ତ ଜିଲ୍ଲାପାଳ…
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ଙ୍କ ନବରଙ୍ଗପୁର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ ଅବସରରେ ଆଜି କ୍ଷେତ୍ର…
ନବରଙ୍ଗପୁର,୭/୧୧/୨୦୨୪-ଅଶୋକ ସାହୁ, ଶାସକ ପ୍ରଶାସକ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ର ମନ୍ତ୍ରୀ ସାବିତ୍ରୀ ଠାକୁର ନବରଙ୍ଗପୁର ଦୁଇ ଦିନିଆ ଜିଲା ଗସ୍ତରେ ଆସି ଆଜି ପାପଡ଼ାହାଣ୍ଡି ବ୍ଲକ ର ଅଙ୍ଗନବାଡ଼ି କେନ୍ଦ୍ର, ମୈଦଲପୂର୍ ସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ,ନବରଙ୍ଗପୁର…