“ଚଳିତ ବଜେଟ ଧନୀ ପାଇଁ ଏହି ବଜେଟ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ”

0 2

ବିଜେପୁର : “କେନ୍ଦ୍ର ସରକାର ୨୦୧୬ ମସିହାରେ କୃଷକର ଆୟ ଦୁଇଗୁଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆୟ ପରିବର୍ତ୍ତେ ଖର୍ଚ୍ଚ ଦୁଇଗୁଣ ହେଉଛି। ଖର୍ଚ୍ଚ ବହୁଳ ରାସାୟନିକ ଚାଷ କାରଣରୁ ଉତ୍ପାଦନ ବୃଦ୍ଧିହୋଇଛି ସତ, କିନ୍ତୁ କୃଷକଙ୍କ ଆର୍ଥିକ ଅଭିବୃଦ୍ଧି ସେହି ତୁଳନାରେ ହୋଇପାରିନାହିଁ। ଏଥର କେନ୍ଦ୍ର ବଜେଟରେ ପୁଣି କୃଷକ ଶ୍ରେଣୀ ନିରାଶ ହୋଇଛି। ନାଁ ସରକାରୀ ସବ୍ ସିଡି ବୃଦ୍ଧି ହୋଇଛି ନାଁ ଫସଲର ମୂଲ୍ୟ ବୃଦ୍ଧିର ସଂକେତ ଅଛି । ତେଣୁ ମୋ ମତରେ ଧନୀ ପାଇଁ ଏହି ବଜେଟ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ I”

ଶ୍ରୀ ରମେଶ ମହାପାତ୍ର,
ଉପଦେଷ୍ଟା
ସଂଯୁକ୍ତ କୃଷକ ସଙ୍ଗଠନ, ବରଗଡ ଜ଼ିଲ୍ଲା

Leave A Reply

Your email address will not be published.