Sign in
Sign in
Recover your password.
A password will be e-mailed to you.
ନେଟଙ୍ଗା ମଣ୍ଡଳର ସାଙ୍ଗଠନିକ ସାଧାରଣ ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜର ଏକ ସାଙ୍ଗଠନିକ ସାଧାରଣ ବୈଠକ ନେଟଙ୍ଗା ମଣ୍ଡଳ ସ୍ଥିତ ସମାଜ ଗୃହରେ ଆୟୋଜିତ ହୋଇଯାଇଅଛି l ମଣ୍ଡଳ ସଭାପତି ଦିବ୍ୟଲୋଚନ ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସଂଗଠନର କୁଳାଧିପତି ପ୍ରହଲ୍ଲାଦ ଲେଙ୍କା…
ସଂଗୀତ ଶିଳ୍ପୀ ସମାଜ ର ଶ୍ରଦ୍ଧାଂଜଳି ସଭା।
ରାଉରକେଲା,(ବସନ୍ତ କୁମାର ଜେନା): ସଂଗୀତ ଶିଳ୍ପୀ ସମାଜ ପ୍ରତିଷ୍ଠାନ ର ମୁଖ୍ୟ କର୍ଣ୍ଣଧାର, ସ୍ବର୍ଗତ ଗୁରୁ ବଂଶୀଧର ବାହାଲିଆ ଙ୍କର, ଅକାଳ ବିୟୋଗରେ, ଶିଳ୍ପୀ ସମାଜ ତରଫ ରୁ ସେକ୍ଟର ୨୦ ଶ୍ରୀ ଶ୍ରୀ ସୋମନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣ ରେ, ସଭାପତି ଶରତ ଧଳ ଙ୍କ ଅଧ୍ୟକ୍ଷତାରେ ଏକ…
ସ୍ବର୍ଗତ ବରିଷ୍ଠ ସାମ୍ବାଦିକ ନୀଳକଣ୍ଠ ଦାଶ ଙ୍କର ସ୍ମୃତି ସଭା ଅନୁଷ୍ଠିତ
ନବରଙ୍ଗପୁର/,ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ନନ୍ଦାହାଣ୍ଡି ଛକରେ ହାଲଚାଲ 66 ଆନୁକୁଲ୍ୟରେ ସ୍ବର୍ଗତ ସାମ୍ବାଦିକ ନୀଳକଣ୍ଠ ଦାଶ ସ୍ମୃତି ସଦନ କମିଟି ତରଫରୁ ସ୍ବର୍ଗତ ଦାଶଙ୍କର ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି । ସ୍ବର୍ଗତ ନୀଳକଣ୍ଠ ଦାଶ ଜଣେ ଉଚ୍ଚ…
ମାଁ ଶ୍ୟାମାକାଳୀ ମନ୍ଦିରରେ ଶ୍ୟାମାକାଳୀ ଙ୍କ ଜନ୍ମ ମହୋତ୍ସବ ପାଳିତ
https://youtu.be/e4ycVd9HiX4
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମାଁ ଶ୍ୟାମାକାଳୀ ମନ୍ଦିରରେ ମାଁ ଙ୍କ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି।ଏହି ମନ୍ଦିର ଦୀର୍ଘ ୨୮ ବର୍ଷ ହେଲା ହୋଇଛି। ମାଁ ଙ୍କ ଏହି ଜନ୍ମ ମହୋତ୍ସବ ଅକ୍ଟୋବର ୩୧ ତାରିଖରୁ ଆରମ୍ଭ…
୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଉଦଯାପିତ।
ପଦ୍ମପୁର: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୪୦ତମ ବାର୍ଷିକ କ୍ରୀଡ଼ା ସମାରୋହ ଆଜି ଉଦଯାପିତ ହୋଇଯାଇଛି। ଆଜି ପ୍ରାତଃ ପର୍ଯ୍ୟାୟରେ ଶ୍ରୀଯୁକ୍ତ ରମେଶ ଗୁର୍ଲା ଓ ଶ୍ରୀଯୁକ୍ତ ସୁରେନ୍ଦ୍ର ସାହୁ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଆଜିର କ୍ରୀଡ଼ାକୁ ଆରମ୍ଭ କରିଥିଲେ ଉଦ୍ଯାପନୀ ଉତ୍ସବରେ ପାଇକମାଳ…
ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳାକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ତଥା ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ପ୍ରଦର୍ଶନୀ ଆଜି (ରବିବାର) ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ…
ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟରେ ଠାରେ ଗଜପତି ଜିଲ୍ଲାସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଓଡିଶା…
ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଆଜି (ଶନିବାର) ଉଦଯାପିତ ହୋଇଯାଇଛି। ଆଜିର ଏହି ଉଦଯାପନ ସମାରୋହରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ମୁଖ୍ୟ…
ରାଜ୍ୟରେ ପ୍ରଥମ : ସ୍ଥାନୀୟ ମିଥକୁ ନେଇ ଗୋସିଙ୍ଗ ଦୈତ୍ୟ ଦରବାର
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ଓଡ଼ିଶାର ବିଭିନ୍ନ ସ୍ଥାନରେ କଂସ ଦରବାର, ଜଳନ୍ଧର ଦରବାର, ବିରାଟ ଦରବାର, ଅଶୋକ ଦରବାର ଆଦି ଆୟୋଜନ ହେଉଥିବା ବେଳେ ପ୍ରଥମଥର ପାଇଁ ସ୍ଥାନୀୟ ମିଥ୍ ବା ପୌରାଣିକ ଆଖ୍ୟାନ ଓ ଐତିହାସିକ ତଥ୍ୟକୁ ନେଇ 'ଗୋସିଙ୍ଗ ଦୈତ୍ୟ ଦରବାର' ଆୟୋଜନ…
ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ଖାଦ୍ୟ ମେଳା
ଜଗତସିଂହପୁର, ତା ୧୦.୧୧.୨୦୨୪/ସୁମନ୍ତ କୁମାର ଦାସ: ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଉପଲକ୍ଷେ ଶ୍ରୀ ଅନ୍ନ ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ସାଂସଦ, ଶ୍ରୀ ବିଭୁ ପ୍ରସାଦ ତରାଇ…