ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ବେଲଗୁଣ୍ଠା,୨୭/୦୭-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ ଦିଗି ଗ୍ରାମରେ ପୋଖରୀରେ ବୁଡ଼ିଯାଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବରଣ ଘଟଣା ସାରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଦିଗି ଗ୍ରାମର ଯୋଗୀନ୍ଦ୍ର ସେଠୀ(୫୯)। ଏନେଇ ଯୋଗୀନ୍ଦ୍ରଙ୍କ ଝିଅ ମନିଷା…

ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଖଇରା, ତା: ୨୭/୦୭/୨୦୨୬: ଆଜି ପୂର୍ବାହ୍ନ ଘ: ୧୦.୦୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାର ଖଇରା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳ  ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଖଇରା ପଞ୍ଚାୟତ ସମିତି ଅଧୀନସ୍ଥ ବିଭିନ୍ନ ଗ୍ରାମ…

ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

୧୫.୫୦ ଲକ୍ଷ ଟଙ୍କାର ବଜେଟ୍ ଅଟକଳ, ରୋଗୀଙ୍କ ପାଇଁ ପ୍ରେସ କ୍ଲବ ର ସହାୟତା ବେଲଗୁଣ୍ଠା:୨୭/୭--(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହରେ ରୋଗୀ କଲ୍ୟାଣ ସମିତି, ପରିଚାଳନା କମିଟି ଓ କାର୍ଯ୍ୟନିର୍ବାହୀ କମିଟିର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ…

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଚଳିତ ୮୦ ତମ ସ୍ୱାଧୀନତା ଦିବସ ଉତ୍ସବ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ୨୭ ଜୁଲାଇ ୨୦୨୬ ସୋମବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ସିକୁଆଁ ବ୍ୟାରେଜ କୁ କୌଣସି ଶକ୍ତି ଅଟକାଇ ପାରିବେ ନାହିଁ

ଲୋକ ଓ ଚାଷୀଙ୍କ ହିତ ପାଇଁ ବ୍ୟାରେଜ ନିଶ୍ଚୟ ହେବ - ନରସିଂହ ବଲାଙ୍ଗିର,୨୭/୭ - ସୋନଗଡ ନଦୀ ଉପରେ ପାଂଚ ବର୍ଷ ପୂର୍ବରୁ ସିକୁଆଁ ଠାରେ ଏ ଅଂଚଳର ଲୋକଙ୍କ ତଥା ଚାଷୀ ର ଜମିକୁ ପାଣି ଦେବା ପାଇଁ ଏକ ବ୍ୟାରେଜ ର ପରିକଳ୍ପନା କରାଯାଇଥିଲା । ବ୍ୟାରେଜ ନିର୍ମାଣ ପ୍ରସ୍ତୁତି ଚୁଡାନ୍ତ…

ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ

ବଲାଙ୍ଗିର: ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଯାଇଛି। ସ୍ନାତକସ୍ତରର ପ୍ରଥମ ବର୍ଷର କଳା ଏବଂ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କ ପ୍ରବେଶ ଉତ୍ସବ ଅଧ୍ୟକ୍ଷ ଡଃ ଅରବିନ୍ଦ କୁମାର ଓଝାଙ୍କ…

ଡାବୁଗାଁ ବ୍ଲକରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନବରଙ୍ଗପୁର, ତା. ୨୭.୦୭.୨୦୨୬: ଆଜି ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଡ଼. ମହେଶ୍ୱର ସ୍ୱାଇଁ ଏବଂ ଆରକ୍ଷୀ ଅଧୀକ୍ଷକ କାଶ୍ୟପ ପାର୍ଥ ଜଗଦୀଶଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ…

ରାଉରକେଲାରୁ ବିଶ୍ୱ ମଞ୍ଚକୁ Team One Crewର ସଫଳତା

ଥାଇଲ୍ୟାଣ୍ଡରେ ଭାରତ ପାଇଁ 1st Runner-Up, ଏବେ ଚୀନରେ ଆନ୍ତର୍ଜାତୀୟ ଚାମ୍ପିଅନଶିପ୍‌ରେ କରିବେ ପ୍ରତିନିଧିତ୍ୱ ରାଉରକେଲା,(ବସନ୍ତ କୁମାର ଜେନା, ଶାସକ ପ୍ରଶାସକ): କଠିନ ପରିଶ୍ରମ, ଦୃଢ଼ ସଙ୍କଳ୍ପ ଏବଂ ନୃତ୍ୟ ପ୍ରତି ଅକୁଣ୍ଠ ନିଷ୍ଠା ବଳରେ ରାଉରକେଲାର Team One Crew ଆଜି ଜାତୀୟ…

ପିଜିଟି ଶିକ୍ଷକଙ୍କ ଦିଗଦର୍ଶନ କର୍ମଶାଳାର ଷଷ୍ଠ ସଂସ୍କରଣ, ପ୍ରଶିକ୍ଷଣ ନେବେ ରାଜନୀତି ବିଜ୍ଞାନର ପିଜିଟି

ଭୁବନେଶ୍ୱର, ୨୭ ଜୁଲାଇ ୨୦୨୬: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ…

ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍. ଏଡ଼ ପାଠ୍ୟକ୍ରମରେ ଆଡ଼ମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି

୨୭ ଜୁଲାଇରୁ ୫ ଅଗଷ୍ଟ ପର୍ଯ୍ୟନ୍ତ ଚଏସ୍‌ ଲକିଙ୍ଗ କରିପାରିବେ ଛାତ୍ରଛାତ୍ରୀ ଅଗଷ୍ଟ ୧୧ ତାରିଖରେ ପ୍ରକାଶିତ ହେବ ପ୍ରଥମ ମେଧା ତାଲିକା, ୨୫ ଅଗଷ୍ଟରୁ ଆରମ୍ଭ ହେବ ପାଠପଢ଼ା ଭୁବନେଶ୍ୱର,୨୭ ଜୁଲାଇ,୨୦୨୬: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି.ଏଡ଼, ବି.ଏଚ.ଏଡ଼, ଏମ୍.…