Sign in
Sign in
Recover your password.
A password will be e-mailed to you.
ଘୁମୁସର ବନଖଣ୍ଡରୁ ବାଲୁଖଣ୍ଡ ଅଭୟାରଣ୍ୟକୁ ଗଲେ ଚାରି କୃଷ୍ଣସାର ମୃଗ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କୃଷ୍ଣସାର ମୃଗ ପାଇଁ ପ୍ରସିଦ୍ଧି ଲାଭ କରିଛି ଗଞ୍ଜାମ ଜିଲ୍ଲାର ଉଭୟ ଦକ୍ଷିଣ ଏବଂ ଉତ୍ତର ଘୁମୁସର ବନଖଣ୍ଡ I ବର୍ତ୍ତମାନ ରାଜ୍ୟରେ ଅନ୍ୟାନ୍ୟ ଅଭୟାରଣ୍ୟରେ କୃଷ୍ଣସାର ମୃଗଙ୍କ ସଂଖ୍ୟା ବୃ୍ଦ୍ଧି ଉଦ୍ଦେଶ୍ୟରେ ଏହି ବନଖଣ୍ଡ ଗୁଡିକରୁ କୃଷ୍ଣସାର ମୃଗକୁ…
ସାଧାରଣତନ୍ତ୍ର ଦିବସ -୨୦୨୫ ପାଳନ ପରିପ୍ରେକ୍ଷୀରେ ପ୍ରତିଯୋଗିତା ଅନୁଷ୍ଠିତ ।
ପଦ୍ମପୁର(ଶିବାଶିଷ ପଟ୍ଟନାୟକ ) : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସ୍କୁଲ ଓ କଲେଜଗୁଡିକର ଛାତ୍ର,ଛାତ୍ରୀ ମାନଙ୍କୁ ନେଇ କରି ପ୍ରତିଯୋଗିତାମାନ ଆୟୋଜନ କରାଯାଇଛି । ୪ ଓ ୫ଶ୍ରେଣୀ ରୁ ୬ ଷ୍ଠ ରୁ ୮ମ ଓଡିଆ ବକ୍ତୃତା ଆରମ୍ଭ ଓ ୯ ଓ ୧୦ ଶ୍ରେଣୀ , ଉଚ୍ଚ ମାଧ୍ୟମିକସ୍ତର,+୩(ସ୍ନାତକ)ସ୍ତରରେ ତର୍କ…
ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ୧୮୩ତମ ଜୟନ୍ତୀ ପାଳିତ
ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଉତ୍ସବ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାହିତ୍ୟିକ…
୮୦ ବର୍ଷରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ବିତରଣ ।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ) ରାଜ୍ୟ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପ୍ରଶାସନ ଦ୍ୱାରା ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ୮୦ ବର୍ଷରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ…
ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ପରାମର୍ଶ ଶିବିର ।
୨୫୪ ଜଣ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଲେ ତାଲିମ ପ୍ରଦାନକାରୀ ସଂସ୍ଥା
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ)ଜିଲ୍ଲା ପ୍ରସାଶନ ଓ ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟ ର ମିଳିତ ଆନୁକୁଲ୍ୟରେ ସୁବର୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ପରିସରରେ ବିଡ଼ିଓ ଡୁଙ୍ଗୁରିପାଲି…
୨୦ ତମ ପାତାଳୀ ମହୋତ୍ସବ ନେଇ ପ୍ରଶାସନିକ ସମନ୍ଵୟ କମିଟି ବୈଠକ
ଜାନୁୟାରୀ ୩୦ ରୁ ଫେବୃୟାରୀ ୦୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ପାତାଳି ମହୋତ୍ସବ
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ)ଜଗତର ନାଥ ଜଗନ୍ନାଥଙ୍କ ଅନନ୍ୟ ଲିଲାକ୍ଷେତ୍ର ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର। ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏହି…
ରାଜସ୍ଵ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଝାରୀ ଙ୍କ ସମୀକ୍ଷା ବୈଠକ
ଭବାନୀପାଟଣା : ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା, ୧୬.୦୧.୨୦୨୫ : ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ରାଜସ୍ଵ ଓ ବିପର୍ଯୟ ପରିଚାଳନା ସୁରେଶ ପୁଝାରୀ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳ,କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ…
ମୋଦୀଙ୍କ ଜନ୍ମସ୍ଥାନ ବଡନଗରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉଦଘାଟିତ
ପ୍ରଧାନମନ୍ତ୍ରୀଙ୍କ ଜୀବନ ଯାତ୍ରା ବିଶ୍ୱର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନର ବିଷୟ ହେବ - ଅମିତ ଶାହ
ପ୍ରଧାନମନ୍ତ୍ରୀ ପାଠ ପଢିଥିବା ‘ପ୍ରେରଣା ସ୍କୁଲ’ ଶିକ୍ଷା ଓ ମୂଲ୍ୟବୋଧର ଅନନ୍ୟ କେନ୍ଦ୍ର - ଧର୍ମେନ୍ଦ୍ର ପ୍ରଧାନ
• ବଡନଗର ଠାରେ ଅତ୍ୟାଧୁନିକ ପ୍ରତ୍ନତାତ୍ତ୍ୱିକ ଅନୁଭୂତି ସଂଗ୍ରହାଳୟ,…
ବେଲଗୁଣ୍ଠା ବଣିକ ସଂଘ କର୍ମକର୍ତ୍ତା ଚୟନ; କାଏମ୍ ରହିଲେ ପୂର୍ବତନ କର୍ମକର୍ତ୍ତା ମଣ୍ଡଳୀ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବଣିକ ସଂଘର 2025/26 ବର୍ଷ ପାଇଁ ନୁତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସର୍ବସମ୍ମତି କ୍ରମେ ଗତ ବର୍ଷର କର୍ମକର୍ତ୍ତା ମଣ୍ଡଳୀଙ୍କୁ କାଏମ୍ ରଖାଯାଇଛି I ଏହି ଅବସରରେ ସଭାପତି ରୂପେ ସନତ୍ କୁମାର…
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଡ଼ଃ ସଂଯୁକ୍ତା ପଣ୍ଡାଙ୍କ ସଭାପତିତ୍ୱରେ ଛାତ୍ରୀ ମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ସମ୍ପାଦକ ବିପିନ…