ବାସୁଦେବପୁର- ବାସୁଦେବପୁର ରେ ନଗର ମଣ୍ଡଳ ବିଜେପି ପକ୍ଷରୁ ବିଜେପି ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସର ରେ ବିଜେପି ପତାକା ଉଡ଼ାଇବା ସହ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି। ନଗର ମଣ୍ଡଳ ସଭାପତି ଆଶୁତୋଷ ସାମଲ ଙ୍କ ସଂଯୋଜନା ରେ ଡ ପ୍ରତାପ କୁମାର ନାୟକ, ମଧୁ ସୁଧନ ପାଢ଼ୀ, ଉମାକାନ୍ତ ଖୁଣ୍ଟିଆ,ଭଗବାନ ମହାନ୍ତି, ମଞ୍ଜୁଲତା ସାହୁ, କୃପାସିନ୍ଧୁ ବେଜ, ଙ୍କ ସହ ବହୁ ନଗର କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.