Sign in
Sign in
Recover your password.
A password will be e-mailed to you.
ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଓ ପ୍ରତିଷ୍ଠାତାଙ୍କ ଶ୍ରାଦ୍ଧ ଦିବସ ପାଳନ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ତୃପ୍ତି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ଓ ପ୍ରତିଷ୍ଠାତା ବାଇଧର ପାଢ଼ୀ ଙ୍କ ଶ୍ରାଦ୍ଧ ଦିବସ ପାଳନ ହୋଇ ଯାଇଛି। ଏହି ଅବସର ରେ ଅନୁଷ୍ଟିତ ସଭା କାର୍ଯ୍ୟ କ୍ରମ ରେ ସଭାପତି ଅଧ୍ୟକ୍ଷା ସ୍ନିଗଧା ମହାନ୍ତି…
ଜାନୁଆରୀ ୨୦ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା
ଭୁବନେଶ୍ୱର ତା-୧୭.୦୧.୨୦୨୫ :ଆଗାମୀ ଜାନୁଆରୀ ୨୦ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ।ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ୟୁନିଟ-୫,ଭୁବନେଶ୍ୱରସ୍ଥିତ…
ବରଗଡ ରୋଡ୍-ନୂଆପଡା ରୋଡ୍ ନୂତନ ରେଳ ଲାଇନ ପ୍ରକଳ୍ପ : ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗ ବିସ୍ତାର ପାଇଁ ଜମି ଅଧିଗ୍ରହଣର…
* ଏହି ପ୍ରକଳ୍ପକୁ ଏକ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଭାବରେ ଘୋଷଣା କରାଯାଇଛି।
* ପାଞ୍ଚଟି ଗ୍ରାମ ସହିତ ଜଡିତ ବରଗଡ ତହସିଲର ବରଗଡ ଏବଂ ସାମସାରା ମଧ୍ୟରେ ପ୍ରଥମ ବ୍ଲକ ସେକ୍ସନ ପାଇଁ ରେଳ ଜମି ଅଧିଗ୍ରହଣ ପ୍ରସ୍ତାବ ଦାଖଲ କରିଛି ରେଳବାଇ ।
* ଜିଲ୍ଲା ଅଧିକାରୀମାନେ ପାଞ୍ଚଟି…
ସୋଆରେ ଗବେଷଣା ପ୍ରଣାଳୀ ଉପରେ ଆୟୋଜିତ ଦଶ ଦିନିଆ କର୍ମଶାଳା ଉଦଯାପିତ
ଭୁବନେଶ୍ୱର, ଜାନୁଆରୀ ୧୬: ଯୁବ ଗବେଷକ ମାନଙ୍କୁ ଗବେଷଣା ପ୍ରଣାଳୀ ବିଷୟରେ ଶିକ୍ଷିତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ୧୦-ଦିନିଆ କର୍ମଶାଳା ବୁଧବାର ଉଦଯାପିତ ହୋଇଯାଇଛି ।ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍ଏସ୍ଆର) ଦ୍ୱାରା…
ଦିବ୍ୟଜୀବନ ସଂଘ ତରଫରୁ ଶ୍ରୀରାମଚରିତ୍ର ମାନସ ଓ ନବାହ୍ନ ପାରାୟଣ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାପିତ ଅଂଚଳ ରଙ୍ଗଣୀପାଟଣା ସ୍ଥିତ ଦିବ୍ୟଜୀବନ ସଂଘ ତରଫରୁ ନଅ ଦିନ ବ୍ୟପୀ ଶ୍ରୀରାମ ଚରିତ୍ର ମାନସ ଓ ନବାହ୍ନ ପାରାୟଣ ଉଦଯାପିତ ହୋଇଯାଇଛି l ବ୍ୟାସ ରୂପେ ବରିଷ୍ଠ ପ୍ରବଚିକା ତଥା ଉକ୍ତଳ ମୀରା କମଳ କୁମାରୀ ପାଣିଗ୍ରାହୀ ଯୋଗ ଦେଇ…
ବରଗଡ଼ ଜିଲ୍ଲା ସାଇନିଂ ଷ୍ଟାର ତାଲିମ୍ କାର୍ଯ୍ୟକ୍ରମ ଉଦଘାଟିତ
ବରଗଡ଼ :- ଆଗାମୀ ଦଶମ ବୋର୍ଡ ପରୀକ୍ଷାରେ ବରଗଡ଼ ଜିଲ୍ଲାର A1 ଆଶାୟୀ ସାଇନିଂ ଷ୍ଟାର ଛାତ୍ର ଛାତ୍ରୀମାନଙ୍କର ଦ୍ଵିତୀୟ ପର୍ଯ୍ୟାୟ ତାଲିମ୍ କାର୍ଯ୍ୟକ୍ରମ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି । ଏହି ତାଲିମ୍ କାର୍ଯ୍ୟକ୍ରମର ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରୁ 140 ରୁ…
୨୭ତମ ବୁଢାରଜା କପ ବାଲିପଟା ଉଦଯାପିତ
ସୋହେଲା :-ସୋହେଲା ବ୍ଲକ ବାଲିପଟା ଠାରେ ପ୍ରତିବର୍ଷ ପରି ନବବର୍ଷ ୨୦୨୫ରେ ଦୀର୍ଘ ପାଞ୍ଚଦିନ ଧରି ୨୭ତମ ବୁଢାରଜା କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା l ଏଥିରେ କୁଚିପାଲି ଦଳ ତାଳିଉଡ଼ାର ଦଳ ଫାଇନାଲ କୁ ଯାଇଥିବା ବେଳେ କୁଚିପାଲି ଦଳ ଚମ୍ପିୟାନ ହୋଇଥିଲେ l ତିନିହଜାର ରୁ ଅଧିକ…
ମହରାପଦର ରେ ପକ୍ଷୀ ଗଣନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ
ଖପ୍ରାଖୋଲ ୧୬/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଉଚ୍ଚ ବିଦ୍ୟାଳୟ ଠାରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ପକ୍ଷୀ ଗଣନା ସମ୍ପର୍କିତ ସଚେତନା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନବକିଶୋର ନନ୍ଦ ଙ୍କ ଅଧକ୍ଷାତା ରେ…
ଥଣ୍ଡାରେ ଅସ୍ତବ୍ୟସ୍ତ ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରି, ବିଭିନ୍ନ ଅଞ୍ଚକରେ ତୁଷାର ପାତ..
ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ):ଓଡ଼ିଶାର ଡାର୍ଜିଲିଙ୍ଗ ଘୁ. ଉଦୟଗିରିରେ ପ୍ରଥମ ତୁଷାର ପାତ ହୋଇଛି l ରାଜ୍ଯର ଶୀତଳତମ ସହର ଘୁ.ଉଦୟଗିରି ପ୍ରଥମ ତୁଷାରପାତ ହେବା ଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ । ଯାହାରି ଫଳରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି । ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୭.୨…
ମଙ୍ଗଳପୁର ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ବନ ବିହାର କାର୍ଯ୍ୟକ୍ରମ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ସ୍ଥାନୀୟ ସ୍ବାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଶିଶୁ ଭାଇ ଭଉଣୀ ମାନଙ୍କୁ ନେଇ ନିକଟସ୍ଥ କୁମାରଶୁଣି ପିଠ ଠାରେ ବନ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ପ୍ରାୟ 100 ଜଣ ଛାତ୍ର ଛାତ୍ରୀ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରଥମେ ମା କୁମାର…