Sign in
Sign in
Recover your password.
A password will be e-mailed to you.
ଗୁଦେରପାଲି ସ୍କୁଲର ଶତବାର୍ଷିକୀ ସମାରୋହ ଉଦ୍ଯାପିତ
https://youtu.be/vnNk_hcOXyU
ଗାଈସିଲାଟ :-ଗାଈସିଲାଟ ବ୍ଲକ୍ ଅନ୍ତର୍ଗତ ଗୁଦେରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ବୁଧବାର ଉଦ୍ଯାପିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟାପକ ତୀର୍ଥବାସୀ ଦେବତାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି…
ଶିଶୁ କଳାକାରଙ୍କ ପାଦର ତାଳେ ତାଳେ ଦୁଲୁକିଲା ପାରବା ମଞ୍ଚ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ମଞ୍ଚରେ ଶତାଧିକ ଶିଶୁ କଳାକାର। ଏକୁ ଆରେକ ବଳି ଦମଦାର ପ୍ରଦର୍ଶନ। ଭରପୁର ଦର୍ଶକ, ବିଭୋର ସମସ୍ତେ। ଏଭଳି ଆଜି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶିଶୁ ବିଚିତ୍ରା ବିଳମ୍ବିତ ରାତିଯାଏଁ ପାରବା ମଞ୍ଚରେ ହଜାର ହଜାର ଦର୍ଶକଙ୍କୁ…
କଳାହାଣ୍ଡି ଉତ୍ସବ ସାରା ଦେଶରେ ସର୍ବୋତ୍ତମ ମହୋତ୍ସବର ମାନ୍ୟତା ପାଇବ
କଳାହାଣ୍ଡିର ସାହିତ୍ୟ, ସଂସ୍କୃତି ଓ ଇତିହାସ ସାରା ବିଶ୍ୱକୁ ବାଟ ଦେଖାଏ
କଳାହାଣ୍ଡି କେବଳ ଖଣି ନୁହେଁ ଖାଦ୍ୟଶସ୍ୟର ବି ଖାଦାନ
୨୦୩୬ରେ ସଂପୂର୍ଣ୍ଣ ବିକଶିତ ଜିଲ୍ଲା ହେବ କଳାହାଣ୍ଡି
ସମସ୍ତଙ୍କ ସହଭାଗିତା ଜିଲ୍ଲାକୁ ବିକାଶର ଶୀର୍ଷରେ ପହଞ୍ଚାଇବ…
୮୦ ବର୍ଷ ରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କ ବର୍ଦ୍ଧିତ ଭତ୍ତା ବିତରଣ ।
ଭବାନୀପାଟନା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ଆଜି ଜନସେବା ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ 80 ବର୍ଷ ରୁ ଉର୍ଦ୍ଧ ଏବଂ 80 ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀ ଙ୍କୁ ଭତ୍ତା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇ ଯାଇ ଅଛି | ଉକ୍ତ ସମାରୋହ ରେ ମୁଖ୍ୟ ଅତିଥି ଭାବେ…
ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଓ ଜନସେବା ଦିବସ
https://youtu.be/cdepWzKkJKw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗଜପତି ଦ୍ଵାରା ଆଜି ଜିଲ୍ଲା ସ୍ତରୀୟ ବର୍ଦ୍ଧିତ ଭତ୍ତା ବଣ୍ଟନ ସମାରୋହ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।…
କଳାହାଣ୍ଡି ଉତ୍ସବ ଅବସରରେ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା
ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଲା ମହିଳାଙ୍କ ବୈଶାଖୀ ନୃତ୍ୟ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) ୨୭ତମ କଳାହାଣ୍ଡି ଉତ୍ସବ ଅବସରରେ ମହିଳା ଉପ ସମିତି ଦ୍ୱାରା ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆରପିଏଫ ୬୪…
29 ତମ ସର୍ବ ଭାରତୀୟ ବୋରାସମ୍ବର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦ୍ଵିତୀୟ ଗ୍ରୁପ ର ପ୍ରଥମ ମ୍ୟାଚ ବରଗଡ ଓ ନାଗପୁର…
ପଦ୍ମପୁର :- ସ୍ଥାନୀୟ ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ୍ ର ପଞ୍ଚମ ଦିବସ ରେ ଦ୍ଵିତୀୟ ଗ୍ରୁପର ପ୍ରଥମ ମ୍ୟାଚ୍ ଆଜି ବ୍ଲୁ ଡାଇମଣ୍ଡ ବରଗଡ ଓ ରକେଟ ଇଣ୍ଟରନେସନାଲ ନାଗପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବରଗଡ ଦଳ ଟସ ଜିଣି ନାଗପୁର ଦଳକୁ ବ୍ୟାଟିଂ…
ଓସ୍ତିଆ ଆଶ୍ରମ ସ୍କୁଲ: ବିଷାକ୍ତ ଖାଦ୍ୟଖାଇ ୮ ଛାତ୍ର ଏବଂ ଜ୍ବରରେ ଜଣେ ଛାତ୍ରୀ ଅସୁସ୍ଥ,
ଡାକ୍ତରଙ୍କ ତ୍ୱରିତ ଚିକିତ୍ସା ଯୋଗୁଁ ନିୟନ୍ତ୍ରଣ ହେଲା ବାନ୍ତି
ଓଡ଼ଗାଁ,୧୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଓସ୍ତିଆ ମାଳରେ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଆଶ୍ରମ ସ୍କୁଲର ୮ ଜଣ ଛାତ୍ର ବିଷାକ୍ତ ଖାଦ୍ୟଖାଇ ହଠାତ୍ ଅସୁସ୍ଥ…
ନଡ଼ିଆ ଭାଙ୍ଗି ମଣ୍ଡି ଶୁଭାରମ୍ଭ କଲେ ବାଚସ୍ପତି
ପ୍ରଶାସକ ସମବାୟ ସମିତି ଓ ମିଲରଙ୍କ ମଧ୍ୟରେ ଚାଲିଛି ଟଣା ଓଟରା, କିଣା ଯାଇନାହିଁ ଏକ କିଲୋଗ୍ରାମ ଧାନ,
ଓଡ଼ଗାଁ,୧୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ଧାନ ବସ୍ତାଟିଏ ରଖି ନଡ଼ିଆ ଭାଙ୍ଗି ନାମକୁ ମାତ୍ର ମଣ୍ଡି ଶୁଭାରମ୍ଭ କାର୍ଯ୍ୟ ହେଉଛି। ହେଲେ ଧାନ ସଂଗ୍ରହକୁ…
ଜାତୀୟ ଗ୍ରାମୀଣ ମେଧାବୃତ୍ତି (NRTS)ରେ ପିଲାଙ୍କ କୃତିତ୍ୱ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ଶିକ୍ଷା ବର୍ଷ (୨o୨୪-୨୫)ର ଜାତୀୟ ଗ୍ରାମୀଣ ମେଧାବୃତ୍ତି ଫଳ ପ୍ରକାଶ ପାଇଛି | ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ର ଉତ୍ତୀର୍ଣ୍ଣ ୧୦ଜଣ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ସରକାରୀ ଉଚ୍ଚ ବିଦ୍ୟାଳୟ , ନାମନଗଡ଼ ର ନବମ ଶ୍ରେଣୀ ର ଶ୍ରୀ ଗଣେଶ ପାଇକ…