ଜାତି ଭିତ୍ତିକ ଜନଗଣନା ପାଇଁ ଦାବୀ ରଖିଲା ବିଜେଡି

 ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଅନ ୱେଲ୍ଫେୟାର ଅଫ ଓବିସିର ଅଧ୍ୟକ୍ଷଙ୍କୁ ଭେଟିଲା ବିଜେଡି ଟିମ  ଓଡ଼ିଶାର ଏସ୍ଇବିସି ତାଲିକାକୁ ଦେଶର ଓବିସି ତାଲିକାରେ ସାମିଲ ପାଇଁ ଦାବୀ  ଓବିସିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜାତିଭିତ୍ତିକ ଜନଗଣନା ଜରୁରୀ ଭୁବନେଶ୍ୱର,…

ସୀମାନ୍ତ ସାରିଆପୁଲ୍ଲୀ ନିକଟସ୍ଥ ସୀତା ପାହାଡ ଉପରେ ବିରାଟ ମକର ମେଳା : ହଜାର ହଜାର ଭକ୍ତଙ୍କ ସମାବେଶ

https://youtu.be/Mry6InCxQa4 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଓଡିଶା ଆନ୍ଧ୍ର ସୀମାନ୍ତରେ ଥିବା ଗାରାବନ୍ଧ ଥାନା ଅନ୍ତର୍ଗତ ସାରିଆପୁଲ୍ଲୀ ନିକଟସ୍ଥ ପୁରାଣପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରିର ପାଦଦେଶରେ ରହିଛି ପବିତ୍ର ସୀତା ପାହାଡ । ଏହି ସୀତା…

ଜାତୀୟ ଯୁବ ଦିବସ ପାଳିତ

ପଦ୍ମପୁର :_ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଲବ ଆନୁକୁଲ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵ ଅଭିଭାଷଣରେ ସ୍ଵାମୀ ବିବେକାନନ୍ଦଙ୍କ ପାଶ୍ଚାତ୍ୟ ଦେଶରେ ଭାରତୀୟ ଧର୍ମର ପ୍ରଚାର ଏବଂ ତାଙ୍କ…

29 ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କପ ଟୁର୍ଣ୍ଣାମେଣ୍ଟ — ଗ୍ରୁପ ବି ର ଦ୍ଵିତୀୟ ମ୍ୟାଚ ବରଗଡ ଓ ଭୁବନେଶ୍ୱର…

ପଦ୍ମପୁର :- ସ୍ଥାନୀୟ ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଷଷ୍ଠ ଦିବସର ଦ୍ଵିତୀୟ ଗ୍ରୁପର ଦ୍ଵିତୀୟ ମ୍ୟାଚରେ ଆଜି ବ୍ଲୁ ଡାଇମଣ୍ଡ ବରଗଡ ଓ ବାପୁଜୀ କ୍ରିକେଟ କ୍ଲବ ଭୁବନେଶ୍ୱର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ବାପୁଜୀ କ୍ରିକେଟ ଦଳ ଟସ ଜିଣି…

ଶହୀଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

 ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ମକର ମେଳା ଉପଲକ୍ଷେ ମନ୍ଦାରୀ ଭଜନା ମୁନି ପ୍ରାଙ୍ଗଣ ରେ ମକର ସଂକ୍ରାନ୍ତି ଉପଲକ୍ଷେ  ମକର ମହୋତ୍ସବ ଅନୁଷ୍ଠିତ ହୋଇଛି।ବିଭିନ୍ନ କାର୍ଯ୍ୟକ୍ରମ ସହ ଶହୀଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ…

କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅବସରରେ ସଂପାନ ” ୭୫ ବର୍ଷରେ କଳାହାଣ୍ଡି

ଉନ୍ମୋଚିତ ହେଲା ଡା. ନିହାରେନ୍ଦ୍ର ପଣ୍ଡାଙ୍କ "ସପ୍ତତୀର୍ଥ କଳାହାଣ୍ଡି" ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ଶିକ୍ଷା, ସ୍ୱାସ୍ଥ୍ୟର ଉନ୍ନତି ସହିତ କଳା, ସାହିତ୍ୟ, ସଂସ୍କୃତି ଓ ଇତିହାସର ପୁନରାବଲୋକନ ଦ୍ୱାରା ଏ ଜିଲ୍ଲା ଆହୁରି ସମୃଦ୍ଧ ହେବ। ସାମୁହିକ ଉଦ୍ୟମ ଦ୍ୱାରା…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ରାଲି

 ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ସଡକ ସୁରକ୍ଷା…

୨୭ତମ କଳାହାଣ୍ଡି ଉତ୍ସବ-ଘୁମୁରା: ବେଦାନ୍ତ ଲାଞ୍ଜିଗଡ଼ ଷ୍ଟଲରେ ବିକାଶ ମୂଳକ କାର୍ଯ୍ୟକ୍ରମ ପ୍ରଦର୍ଶିତ

କଳାହାଣ୍ଡି, ୧୬/୦୧/୨୦୨୫ : ଚାରି ଦିନ ଧରି ଚାଲିଥିବା ୨୭ତମ କଳାହାଣ୍ଡି ଉତ୍ସବ- ଘୁମୁରା ୨୦୨୫ ପାଳନ ଅବସରରେ ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ଏହାର ଷ୍ଟଲରେ କମ୍ପାନି ଏହି ଅଞ୍ଚଳରେ ଚଳାଇଥିବା ପରିବର୍ତନଶୀଳ ଗୋଷ୍ଠୀ ବିକାଶ…

ଲିଟିଲ୍ ଷ୍ଟାର ଏବଂ ପ୍ଲେ ସ୍କୁଲ ରେ ପାଳିତ ହେଲା ପ୍ରଥମ ବାର୍ଷିକ ଉତ୍ସବ ।

ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ଲିଟିଲ୍ ଷ୍ଟାର ଏବଂ ପ୍ଲେ ଓ ଆର୍ଟ ଏବଂ ଡେନ୍ସ ସ୍କୁଲ ରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ବାର୍ଷିକ ଉତ୍ସବ । ସ୍କୁଲର ପ୍ରତିଷ୍ଠାତା କାଶୀନାଥ ଭଦ୍ର ଏବଂ ମାଳତୀ ଭଦ୍ର ଉପସ୍ଥିତ ଥିବା ବେଳେ କାଶୀନାଥ ଭଦ୍ରଙ୍କ…

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଵୟାଳିଶତମ ବାର୍ଷିକୋତ୍ସବ ।

(ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) : ସ୍ଥାନୀୟ ଖଲ୍ଲିକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ମହାଆଡମ୍ବରରେ ବାର୍ଷିକୋତ୍ସବ ପାଳିତ ହୋଇ ଯାଇଅଛି।ଏଅଵସରରେ ସକାଳ ୬ , ଘଣ୍ଟା ରୁ ୬.୩୦ ପବିତ୍ର ସମାଧି ସାନ୍ନିଧ୍ୟରେ ସମୂହ ଧ୍ୟାନ । ୧୦.୦୦ଘଣ୍ଟାରେ ଭାରତର ଆଧ୍ୟାତ୍ମିକ…