ରାମ ନବମୀ ରେ ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ।

0 2

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କରଞ୍ଜଆଡ଼ିଆ ଠାରେ ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ପବିତ୍ର ରାମ ନବମୀ ଉପଲକ୍ଷେ ପୂଜା ପାଠ ସହ ପ୍ରସାଦ ବଣ୍ଟନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ପ୍ରଭୁ ହନୁମାନ ଙ୍କ ମନ୍ଦିର ରେ ରମାକାନ୍ତ ସେବା ଫାଉଣ୍ଡେସନ ର ଅଧ୍ୟକ୍ଷ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ ଙ୍କ ସହ ସଦସ୍ୟ ମାନେ ଉପସ୍ଥିତ ରହି ପୂଜା ପାଠ କରିଥିଲେ। ପରେ ଗ୍ରାମ ରେ ଶୋଭାଯାତ୍ରା ସହ ପ୍ରସାଦ ବଣ୍ଟନ କାର୍ଯ୍ୟ କ୍ରମ କରିଥିଲେ।

Leave A Reply

Your email address will not be published.