ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ

ଭୁବନେଶ୍ୱର, ଜୁନ୍ ୩: ତମାଖୁ ସେବନର ଭୟାବହତା ଓ ଅପକାରିତା ଏବଂ ତମାଖୁ ମୁକ୍ତ ଜୀବନ ସଂପର୍କରେ ସଚେତନତା ବାଂଟିବା ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନସେସ୍ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ବୁଧବାର ଏକ…

ଟିପିସିଓଡିଏଲ ର ସିଇଓ ଭାବେ ଦାୟିତ୍ୱ ନେଲେ ଗଜାନନ ଏସ. କାଲେ

ଭୁବନେଶ୍ୱର, ଜୁନ୍ ୨, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଶ୍ରୀ ଗଜାନନ ଏସ. କାଲେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ସହିତ ସେ ଟାଟା ପାୱାରର…

ଏଏମ୍/ଏନଏସ୍ ଇଣ୍ଡିଆ ଦକ୍ଷ ଏକାଡେମୀ ଛାତ୍ରଙ୍କ ଓଡ଼ିଶା ସିଭିଲ୍ ସର୍ଭିସେସ୍‌ରେ ୪୯ ତମ ସ୍ଥାନ ହାସଲ

ଭୁବନେଶ୍ୱର, ଜୁନ ୦୨, ୨୦୨୬: ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପଗଡ଼ରେ ଅବସ୍ଥିତ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ) ଦକ୍ଷ ଏକାଡେମୀର ଛାତ୍ର ରଶ୍ମି ରଞ୍ଜନ ବାରିକ ଓପିଏସସି (ଓଡ଼ିଶା ଲୋକସେବା ଆୟୋଗ ) ଦ୍ୱାରା ପରିଚାଳିତ ସମ୍ମାନଜନକ ଓଡ଼ିଶା ସିଭିଲ୍ ସର୍ଭିସେସ୍…

ଆଦିତ୍ୟ ଆଲୁମିନା ପ୍ରକଳ୍ପକୁ ସ୍ଥାନୀୟ ଲୋକଙ୍କ ଦୃଢ଼ ସମର୍ଥନ,ବାହ୍ୟ ହସ୍ତକ୍ଷେପକୁ ନେଇ ଚିନ୍ତା ଉତ୍କଟ

 କାଶୀପୁର: ରାୟଗଡ଼ା ଜିଲ୍ଲା କଂସାରିଗୁଡ଼ା ଠାରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପ୍ ପକ୍ଷରୁ ନିର୍ମାଣାଧୀନ ଆଦିତ୍ୟ ଆଲୁମିନା ରିଫାଇନେରୀ ପ୍ରକଳ୍ପର କାର୍ଯ୍ୟ ନିରନ୍ତର ଭାବେ ଅଗ୍ରଗତି କରୁଅଛି। ସମ୍ପ୍ରତି ନିର୍ମାଣ କାର୍ଯ୍ୟ ସହିତ କମ୍ପାନୀ ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା,…

ଓଡ଼ିଶା ସଚିବାଳୟ ଲେଖକ ପରିଷଦର ମେ ମାସର ସାରସ୍ୱତ ଆସର ଅନୁଷ୍ଠିତ ।

ଭୁବନେଶ୍ୱର - ତା ୩୦ .୦୫। ଓଡ଼ିଶା ସଚିବାଳୟ ଲେଖକ ପରିଷଦର  ମେ ମାସର ସ୍ୱାରସ୍ବତ ଆସର ଖାରବେଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ  ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ରଶ୍ମିରେଖା ମିଶ୍ର। ସଂଯୋଜନା କରିଥିଲେ ବିଜନବାଳା  ପାଟଯୋଷି । ସୁନନ୍ଦା ମିଶ୍ର, ରଶ୍ମିତା…

ନାବାଳିକା ନିଖୋଜ ମାମଲାକୁ ନେଇ ଗଣ୍ଡଗୋଳ;ଅଭିଯୋଗକାରିଣୀ ଆହତ, ଜଣେ ଗିରଫ

ଓଡ଼ଗାଁ, ୩୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ନନ୍ଦିଘୋର ପଞ୍ଚାୟତର ଯାତ୍ରାବରପାଟଣା ଗ୍ରାମରେ ଜଣେ ନାବାଳିକା ନିଖୋଜ ମାମଲାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ ଅଭିଯୋଗକାରିଣୀ ସୁଶାନ୍ତି ବାରିକ ଆହତ…

ଓଡଗାଁ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ…

ଓଡଗାଁ, ୩୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡଗାଁ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଓ ଲୋ-ଭୋଲ୍ଟେଜ୍ ସମସ୍ୟା ପ୍ରତିବାଦରେ ଆଜି ଓଡଗାଁସ୍ଥିତ ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଓଡଗାଁ ବ୍ଲକ କଂଗ୍ରେସ…

ଯୁବୋଦୟ ଭିକ୍ଟର ୨୦୨୬: +୨ବିଜ୍ଞାନରେ ୯୦ ପ୍ରତିଶତ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ଲକ୍ଷ୍ୟପ୍ରାପ୍ତି ପାଇଁ ଲଗାତାର ଉଦ୍ୟମ ଜରୁରୀ ବଲାଙ୍ଗୀର: ଛାତ୍ର ଛାତ୍ରୀମାନେ ଗୋଟିଏ ସଫଳତାରେ କେବଳ ଉତଫୁଲ୍ଲିତ ହୋଇ ରହିଯିବା ଉଚିତନୁହେଁ। ସେମାନେ ନିଜର ଲକ୍ଷ୍ୟ ପଥରେ ଆଗକୁ ବଢିବାପାଇଁ ଲଗାତାର ଉଦ୍ୟମ ଜାରିରଖିବା ଦରକାର। କାରଣ ସଫଳତା ଲଗାତାର ଉଦ୍ୟମ ଦ୍ୱାରା ହିଁ ମିଳିଥାଏ।ଯୁବୋଦୟ…

କାଳବୈଶାଖୀରେ ଗଛ ପଡ଼ି ଭାଙ୍ଗିଲା ସ୍କୁଲ୍ ପାଚେରୀ ; ରାସ୍ତା ଅବରୋଧ

ବେଲଗୁଣ୍ଠା,୩୦/୦୫, -(ଶିବରାମ ଚୌଧୁରୀ )-ଆଜି ସନ୍ଧ୍ୟା ସାତଟା ତିରିଶି ସମୟରେ ହଠାତ କାଳବୈଶାଖୀ ବର୍ଷା ହେବା ଫଳରେ ବେଲଗୁଣ୍ଠା ସହର ବାଙ୍କୀ ବଜାର ସ୍ଥିତ ପଟେଲ୍ ରୋଡ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଏକ ଶାଗୁଆନ ଗଛ ମୂଳରୁ ଉପାଡି ଯାଇ ବିଦ୍ୟାଳୟର ପାଚେରୀ କାନ୍ଥ ଉପରେ ପଡ଼ିବା ଫଳରେ…

ସିଙ୍ଗରଖଡ଼କ ଗ୍ରାମରେ କାଳବୈଶାଖୀର ତାଣ୍ଡବ, ୯ ପରିବାର ସର୍ବସ୍ୱ ହରାଇ ଦୁର୍ଦ୍ଦଶାରେ

  କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନୁଷଗାଁ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗରଖଡ଼କ ଗ୍ରାମରେ କାଳବୈଶାଖୀ ଝଡ଼ ଏବଂ ପ୍ରବଳ ବର୍ଷା ଯୋଗୁଁ ୯ଟି ପରିବାରର ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘର ଭାଙ୍ଗି ଯିବା ସହିତ ବର୍ଷ ବର୍ଷ ଧରି ସଞ୍ଚୟ କରି ରଖିଥିବା ଧାନ,…