Sign in
Sign in
Recover your password.
A password will be e-mailed to you.
ଭାରତୀୟ ନୌସେନାରେ ନୂତନ ରୂପେ ସାମିଲ ଆଇଏନ୍ଏସ୍ ମାଲଭାନକୁ ଦୃଢ଼ତା ପ୍ରଦାନ କରୁଛି ଏଏମ୍/ଏନ୍ଏସ୍ ଇଣ୍ଡିଆର ଇସ୍ପାତ
ଭୁବନେଶ୍ୱର,୦୫ ଅଗଷ୍ଟ ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ଆଇଏନ୍ଏସ୍ ମାଲଭାନ ନିର୍ମାଣ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ଇସ୍ପାତର ଶତ ପ୍ରତିଶତ ଯୋଗାଇ ଦିଆଯାଇଛି। ଏହା ଭାରତୀୟ ନୌସେନାର ଆଧୁନିକ ତଥା ସ୍ୱଦେଶୀ ନିର୍ମିତ ଆଣ୍ଟି-ସବମେରିନ୍ ୱାରଫେୟାର!-->…
ଉଦେ୍ଦଶ୍ୟମୂଳକ ଭାବେ ନବୀନଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାକୁ ମିଥ୍ୟା ଖବର ପରିବେଷଣ କରୁଛି ଓଡିଶା ରିପୋର୍ଟର :…
ଭୁବନେଶ୍ୱର, ୦୫/୦୮/୨୦୨୬: ବିଜୁ ଜନତା ଦଳର ସଭାପତି ତଥା ବିରୋଧୀ ଦଳର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମ୍ପର୍କିତ ଏକ ଖବର ଓଡିଶା ରିପୋର୍ଟରରେ ପ୍ରକାଶିତ ହେବା ପରେ ବିଜୁ ଜନତା ଦଳ ଏହାକୁ ଦୃଢ଼ ଖଣ୍ଡନ କରିଛି । ଏହି ଖବର ସତ୍ୟ ଉପରେ ଆଧାରିତ ନୁହେଁ ଓ ଉଦେଶ୍ୟ ପ୍ରଣୋଦିତ ଭାବେ ନବୀନ!-->…
ଓଡ଼ିଶାବାସୀଙ୍କ ଜୀବନ ସହ ଖେଳିବାକୁ ଚେଷ୍ଟା କରୁଛନ୍ତି ଡବଲ ଇଞ୍ଜିନ ସରକାର: ବିଜେଡି
ରାଜ୍ୟରେ ଘରୋଇ ନୁ୍ୟକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ପ୍ରସ୍ତାବ ପ୍ରସଙ୍ଗ
ଲୋକଙ୍କ ସରକାର ବୋଲାଉଥିବା ବିଜେପି ରାଜ୍ୟବାସୀଙ୍କ ପାଇଁ କାଳ ସାଜିଛି
ନୁ୍ୟକ୍ଲିୟର ପାୱାର ପ୍ଲାଣ୍ଟ ସ୍ଥାପନ ହେଲେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ବିପଦ
ଡବଲ ଇଞ୍ଜିନ ସରକାର ଏବେ ଘରୋଇ!-->!-->!-->!-->!-->!-->!-->!-->…
ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପୁନଃ ପ୍ରତିଷ୍ଠା ଲାଗି ରାଜରାସ୍ତାରେ ଛାତ୍ରଛାତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର
ଯଥାଶୀଘ୍ର ତାହା ପୂରଣ ନହେଲେ ବ୍ୟାପକ ଆନ୍ଦୋଳନ ଲାଗି ଚେତାବନୀ।
କେନ୍ଦୁଝର,ତା ୫/୮- କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଧରଣୀଧର କଲେଜ ସମସ୍ୟା ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ହେଲେ ଜିଲ୍ଲାର ଏହି!-->!-->!-->!-->!-->…
ବନ୍ୟା ପୀଡିତଙ୍କୁ ରିଲିଫରୁ କ୍ଷତିପୂରଣ ସବୁ କ୍ଷେତ୍ରରେ ସରକାର ବିଫଳ: ଓଜେସି
‘ଚାଷୀଙ୍କ କ୍ଷତିପୂରଣ ବଢ଼ାଅ, ଋଣ ଛାଡ଼ କର’ ଓଜେସି କୃଷକ ମୋର୍ଚ୍ଚାର ୯ ଦଫା ଦାବି
ଭୁବନେଶ୍ୱର, (୦୪.୦୮.୨୦୨୬): ରାଜ୍ୟରେ ବନ୍ୟା ପରିଚାଳନା, ରିଲିଫ ବଣ୍ଟନ, କ୍ଷୟକ୍ଷତି ଆକଳନ ଓ କ୍ଷତିପୂରଣ ଘୋଷଣାରେ ଘୋର ଅବ୍ୟବସ୍ଥା ପ୍ରସଙ୍ଗରେ ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟରେ!-->!-->!-->!-->!-->…
କ୍ଲଷ୍ଟର୍ ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଦୋନୁରୁ ଗ୍ରାମ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର୍ ସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ ହୋଇଯାଇଛି।ଉକ୍ତ ଉତ୍ସବ ରେ ସରକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଏନ.!-->!-->!-->!-->!-->…
ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଲଖମରା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଓମ୍ ପ୍ରକାଶ ଅଗ୍ରୱାଲ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ମଞ୍ଚାସୀନ ଅତିଥି ବୃନ୍ଦ ଙ୍କ ପରିଚୟ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦିଲ୍ଲୀପ!-->!-->!-->…
ଅଞ୍ଚଳ ମହାବିଦ୍ୟାଳୟରେ “ନବ ସୃଜନ ଓ ନୂତନ ଉଦ୍ୟମ” ପ୍ରତିଯୋଗିତା ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : - ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମେଳନ କକ୍ଷରେ ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ ସଭାପତିତ୍ୱ ଏବଂ ଡ. ସରୋଜ କୁମାର ନାଏକଙ୍କ ସୁଚାରୁ ପରିଚାଳନାରେ "ନବ ସୃଜନ ଓ ନୂତନ ଉଦ୍ୟମ" ପ୍ରତିଯୋଗିତା ଅତ୍ୟନ୍ତ ଆନନ୍ଦଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି!-->!-->!-->…
ଅଞ୍ଚଳ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କ ସଭାପତିତ୍ୱରେ ତଥା ଶକ୍ତିଶ୍ରୀ ସଶକ୍ତୀକରଣ ପ୍ରକୋଷ୍ଠ ଆନୁକୂଲ୍ୟରେ ଛଅ ଦିନିଆ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ଘାଟିତ ହୋଇଯାଇଛି । ଆୟୋଜିତ!-->!-->!-->…
ଭାରତ ବିକାଶ ପରିଷଦ ର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଭାରତ ବିକାଶ ପରିଷଦ ପଦ୍ମପୁର ଶାଖା ର ମହିଳା ସହାଭାଗିତା ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହଭlଗୀତା ସଚିବ ଶ୍ରୀମତୀ ସୁଶୀଳା ଯୋଶୀ ଙ୍କ ତତ୍ୱାବଧାନ ରେ ସୋଢା ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ସି ଆର ସିସି!-->!-->!-->…