Sign in
Sign in
Recover your password.
A password will be e-mailed to you.
ସାମ୍ବାଦିକଙ୍କ ପିତୃ ବିୟୋଗ
ଝାରସୁଗୁଡ଼ା, ଝାରସୁଗୁଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନସ କୁମାର ମିଶ୍ର ଙ୍କ ପିତା ଅବସରପ୍ରାପ୍ତ ପଞ୍ଚାୟତ ସମ୍ପାଦକ କୃଷ୍ଣ ପ୍ରସାଦ ମିଶ୍ର(୮୦) ଙ୍କ ଶନିବାର ସକାଳୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି l ସେ କୌଣସି ଏକ ଜଟିଳ ରୋଗରେ…
ଡକାୟତି ଯୋଜନା ପଣ୍ଡ: ପୋଲିସ ଏନକାଉଣ୍ଟରରେ ଜୟ ଚୌହାନ ଆହତ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ପୋଲିସ ଏକ ବଡ଼ ସଫଳତା ହାସଲ କରି ରେଙ୍ଗାଲି ଥାନା ଅଞ୍ଚଳରେ ସକ୍ରିୟ ଥିବା ଏକ ସଶସ୍ତ୍ର ଡକାୟତି ଗ୍ୟାଙ୍ଗର ଯୋଜନାକୁ ପଣ୍ଡ କରିବା ସହ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି। ଏହି ଅପରେସନ ସମୟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହୋଇଥିବା ଗୁଳି…
ଆରମ୍ଭ ହେଲା ‘ଏସଆଇଆର’: ଭଞ୍ଜନଗରରେ ବ୍ୟାପକ ଭୋଟର ସଚେତନତା ରାଲି ଓ ସଭା ଅନୁଷ୍ଠିତ
୨୮ ଜୁନ୍ ପର୍ଯ୍ୟନ୍ତ ଘରକୁ ଘର ବୁଲିବେ ବିଏଲଓ; ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ
ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ 'ସ୍ବତନ୍ତ୍ର ସଘନ ସଂଶୋଧନ' (SIR) ଓଡ଼ିଶା ୨୦୨୬…
ମାଆ ରାମାୟଣମ୍ମା ଯାତ୍ରାରେ ପ୍ଲାଷ୍ଟିକ ରହିତ ଯାତ୍ରାର ବାର୍ତ୍ତା ବାଣ୍ଟିଲେ ସ୍ବେଚ୍ଛାସେବୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସବୁବେଳେ ସବୁ ସ୍ଥାନରେ ସମାଜସେବା କରି ପ୍ରଶଂସା ସାଉଁଟୁଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ସ୍ବେଚ୍ଛାସେବୀମାନେ ଛତ୍ରପୁର ଅଧିଷ୍ଠାତ୍ରୀ ମାଆ ରାମାୟଣମ୍ମାଙ୍କ ଯାତ୍ରାରେ ବିଗତ ତିନିଦିନ ଧରି ବିଭିନ୍ନପ୍ରକାର ପଣା ବାଣ୍ଟି…
ଜିଲ୍ଲା ବିଜେଡି କୁ ବଡ଼ ଝଟକା : ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଜିଲ୍ଲାପରିଷଦଙ୍କ ସମେତ ଶତାଧିକ କର୍ମୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଉ କିଛି ମାସ ପରେ ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ତା ପୂର୍ବରୁ ତୃଣମୂଳ ସ୍ତରରେ ଗଜପତି ବିଜେଡିକୁ ଏକ ବଡ଼ ଶକ୍ତ ଝଟକା ଲାଗିଛି। ଜିଲ୍ଲାର କାଶୀନଗର ବ୍ଲକ ସମେତ ଗୋଷାଣୀ ଓ ଗୁମ୍ମା ବ୍ଲକ ଅଞ୍ଚଳର ସରପଞ୍ଚ ,…
ଟାଉନ ଥାନା ପୋଲିସ ପକ୍ଷରୁ ଚଢ଼ାଉ,୧୪ ସାଇକେଲ ଜବତ ଓ ଅଭିଯୁକ୍ତ ଗିରଫ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ରେଶମ ନଗରୀ ବ୍ରହ୍ମପୁର ସହରରେ ସାଇକେଲ ଚୋରି ବଢୁଥିବା ଖବର ପାଇ ପୋଲିସ ଅନୁସନ୍ଧାନ ଚଳାଇ ଖଲିକୋଟ ବିଶ୍ଵବିଦ୍ୟାଳୟ ନିକଟରେ ବୁଲୁଥିବା ଜଣେ ଯୁବକ କୁ ଥାନା କୁ ଆଣି ଜେରା କରିବା ପରେ ତାଠାରୁ ପୋଲିସ ୧୪ ଟି ଚୋରି ସାଇକେଲ ଜବତ କରି ଅଭିଯୁକ୍ତ…
ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଦୃତ ଗତିରେ ବଢି ଚାଲିଛି ଅପରାଧୀ ମାନଙ୍କର କାର୍ଯ୍ୟକଳାପ
ବ୍ରହ୍ମପୁର ପୋଲିସ ଜିଲ୍ଲା ରେ ଅପରାଧୀ ମାନଙ୍କର କାର୍ଯ୍ୟକଳାପ ଦୃତ ଗତିରେ ବଢି ଚାଲିଛି, ଯାହାକି ପୋଲିସ ର ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏନ୍କାଉଣ୍ଟର ପଦକ୍ଷେପ କୁ ମଧ୍ୟ ଅପରାଧୀ ମାନେ ଖାତିରି କରିନାହାନ୍ତି।ଯାହାର ପ୍ରମାଣ ଗତକାଲି ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ନିକଟସ୍ଥ…
ବଜାର ବ୍ରାଞ୍ଚ ପୋଷ୍ଟ ଅଫିସ୍ ଉଦଘାଟନ କଲେ ମାନ୍ୟବର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ
ନବରଙ୍ଗପୁର ତା ୩୦.୫.୨୦୨୬:ନବରଙ୍ଗପୁର ଜିଲ୍ଲାର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଆଜି ନୂତନ ଭାବେ ପ୍ରତିଷ୍ଠିତ ବଜାର ବ୍ରାଞ୍ଚ ପୋଷ୍ଟ ଅଫିସ୍ ମାନ୍ୟବର ବିଧାୟକ,ନବରଙ୍ଗପୁର ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି।ଏହି ଉତ୍ସବରେ ଉପସ୍ଥିତ…
‘ସମଗ୍ର ଶିକ୍ଷା ଅଭିଯାନ’ର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ
• ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ଖର୍ଚ୍ଚ ଉପରେ କଲେ ସମୀକ୍ଷା• ‘ସମଗ୍ର ଶିକ୍ଷା ୩.୦’ କୁ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ଫଳାଫଳ-ଭିତ୍ତିକ କରିବା ଉପରେ…
ଦେବଗଡ଼ ଜିଲ୍ଲାରେ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ସମୟରେ ଫିଲ୍ଡ ଷ୍ଟାଫ ଙ୍କୁ ଆକ୍ରମଣ ଏବଂ ବେଆଇନ ଭାବେ ଅଟକ ରଖିବା…
ଲକ୍ଷ ଲକ୍ଷ ଉପଭୋକ୍ତା ଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅତ୍ୟଧିକ ଗରମ ଏବଂ କାଳବୈଶାଖୀ ଝଡ଼ ସତ୍ତ୍ୱେ କାର୍ଯ୍ୟ କରୁଥିବା ସ୍ଥାନୀୟ ଗ୍ରାଉଣ୍ଡ ଷ୍ଟାଫ୍ ହେଉଛନ୍ତି ପ୍ରକୃତ ହିରୋ
ଏହି ଘଟଣାରେ ରିଆମାଳ ଥାନାରେ ଏକ ଏଫ୍ଆଇଆର୍ ଦାୟର କରାଯାଇଛି ଏବଂ ଏଥିରେ…