ଆଇଟିଇଆରରେ ୧୦ ଦିନିଆ ଏନ୍ସିସି ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ୱର, ଅଗଷ୍ଟ ୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଆୟୋଜିତ ଏନସିସିର ୧୦ ଦିନିଆ ସମ୍ମିଳିତ ବାର୍ଷିକ ପ୍ରଶିକ୍ଷଣ ଶିବିର (କମ୍ବାଇନ୍ଡ ଆନୁଆଲ୍ ଟ୍ରେନିଂ କ୍ୟାଂପ–କ୍ୟାଟ୍କ) ଶନିବାର…

ଗଜପତିରେ ଜିଲ୍ଲାସ୍ତରୀୟ “ତେଜାସ” ଉଦ୍ୟୋଗୀ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡି:ପି:ଆଇ:ଆଇ:ଟି) ଷ୍ଟାର୍ଟଅପ୍ ଓଡ଼ିଶା ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ "ତେଜାସ” (ଟ୍ରାନ୍ସଫର୍ମ ଏଣ୍ଟରପ୍ରେନିୟୁରିଆଲ ଜର୍ଣିସ ଏକ୍ରସ ଷ୍ଟେଟ୍ ଏଣ୍ଡ…

ଏ. ଵି. ସି. ଡି. ର ନୂଆଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ଗଙ୍ଗାଧର ମେହେର କଲ୍ୟାଣ ମଣ୍ଡପ ଠାରେ ଚଳିତ ବର୍ଷ ନୂଆଖାଇ ଦିନ ପଦ୍ମପୁର ରେ ପାଳିତ ହେବାକୁଯାଉଥିବା ୨୮ତମ ବୁଢ଼ାସମ୍ବର ନୂଆଖାଇ ଭେଟଘାଟ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏବିସିଡ଼ି ର ସଭାପତି ଶ୍ରୀ ଅନିଲ ବେହେରା ଙ୍କ ଅଧ୍ୟକ୍ଷତା…

ମହେନ୍ଦ୍ରଗିରି(ପୌର) ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୨୬-୨୭ ଶିକ୍ଷାବର୍ଷର ପ୍ରଥମ ଶିକ୍ଷକ ଓ ଅଭିଭାବକ ବୈଠକ ସ୍ଥାନୀୟ ମହେନ୍ଦ୍ରଗିରି(ପୌର)ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ…

ଜଗତସିଂହପୁର ଜିଲ୍ଲା ରେ ସ୍ୱତନ୍ତ୍ର ସଘନ ସଂଶୋଧନ -୨୦୨୬: ଦାବି ଓ ଆପତ୍ତି ଦାଖଲ ଅବଧି ୧୯ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି।

ଜଗତସିଂହପୁର, ୪ ଅଗଷ୍ଟ ୨୦୨୬: ଓଡ଼ିଶାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଅଧୀନରେ ଚିଠା ଭୋଟର ତାଲିକା ଉପରେ ଦାବି ଓ ଆପତ୍ତି ଦାଖଲ ପାଇଁ ସମୟସୀମାକୁ ଭାରତ ନିର୍ବାଚନ ଆୟୋଗ ୧୯ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଆଧିକାରିକ ବିଜ୍ଞପ୍ତି…

ଆସାମ ବନ୍ୟା ପୀଡ଼ିତଙ୍କ ପାଇଁ ମାଆ ମେଡିକେୟାର ପକ୍ଷରୁ ୬୫ ହଜାର ଟଙ୍କାର ଔଷଧ ଦାନ

ବେଲପାହାଡ଼, ୪/୮: ଆସାମରେ ସୃଷ୍ଟି ହୋଇଥିବା ଭୟାବହ ବନ୍ୟାରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଝାରସୁଗୁଡ଼ା ଜିଲ୍ଲାର ଗୁମାଡେରାସ୍ଥିତ ମାଆ ମେଡିକେୟାର ପକ୍ଷରୁ ଏକ ମାନବିକ ପଦକ୍ଷେପ ନିଆଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କ ଚିକିତ୍ସା ସହାୟତା ନିମନ୍ତେ ମାଆ ମେଡିକେୟାର ପକ୍ଷରୁ ପ୍ରାୟ…

ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠା ୧୨ ଓ ୧୩ ନମ୍ବର ୱାର୍ଡ଼ ବାସୀଙ୍କୁ ମିଳିଲା ଶୁଦ୍ଧ ପାନୀୟ ଜଳ

ବେଲଗୁଣ୍ଠା:୪/୮--(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଏନ.ଏ.ସି. ଅନ୍ତର୍ଗତ ୧୨ ଏବଂ ୧୩ ନମ୍ବର ୱାର୍ଡ ଭଗବତପାଟଣା ଓ ଧନିଜାପଲ୍ଲୀରେ ଗତ କିଛି ଦିନ ହେବ ପାନୀୟ ଜଳ ଯୋଗାଣ ଗୋଳିଆ ପାଣି ଆସୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏନେଇ କିଛି ସ୍ଥାନୀୟ ବାସିନ୍ଦା ଏକ…

ଦିବଂଗତ ଏସବିଆଇ ଗ୍ରାହକଙ୍କ ପରିବାରଙ୍କୁ ଜମାରାଶି ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବଜାର ଷ୍ଟେଟବ୍ୟାଂକ ଅଫ ଇଣ୍ଡିଆ ଶାଖା ତରଫରୁ ଗ୍ରାହକ ଭାରତୀ ପାସ୍ପୁରେଡ୍ଡୀଙ୍କ ବିୟୋଗ ପରେ ତାଙ୍କର ପରିବାରବର୍ଗଙ୍କୁ ସେ କରିଥିବା ଏସବିଆଇ ଜୀବନବୀମା ପଲିସି ଜମାରାଶିର ୧୫ ଲକ୍ଷ ଟଂକା ପ୍ରଦାନ କରାଯାଇଛି।ଏହି ଅବସରରେ ଶାଖା…

ଭାରତୀୟ ଜନତା ପାର୍ଟି ପକ୍ଷରୁ ମଣ୍ଡଳ ବୈଠକ ଓ ତ୍ରିରଙ୍ଗା ଯାତ୍ରା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ କାଶୀନଗର ବ୍ଲକ ସୀତାପୁର ମଣ୍ଡଳ ଅନ୍ତର୍ଗତ ରାଣିପେଣ୍ଠା ଗ୍ରାମ ଠାରେ ମାସିକ ମଣ୍ଡଳ ବୈଠକ ଓ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାଂଗଠନିକ ଆଲୋଚନା କରିବା ସହ ଏସ.ଆଇ.ଆର୍…

ବେଆଇନ ବାଲି ଚାଲାଣ: ୪ ଟି ହାଇୱ୍ବା ଓ ୨ ଟି ଟ୍ରାକ୍ଟରକୁ ଜବତ କଲା ମାଇନିଙ୍ଗ ବିଭାଗ।

ବସ୍ତା ୪/୮: :ବସ୍ତା - ବାଲିଆପାଳରେ ବେଆଇନ ବାଲି ଚାଲାଣ ବିରୋଧରେ ମାଇନିଂ ବିଭାଗର ବଡ଼ ଧରଣର ଚଢ଼ାଉ। ୪ଟି ବାଲି ବୋଝେଇ ହାଇୱା ସହ ୨ଟି ଟ୍ରାକ୍ଟରକୁ ଜବତ କରିଛି ମାଇନିଂ ବିଭାଗ। ପଶ୍ଚିମବଙ୍ଗକୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ସୂଚନା ପାଇବା ପରେ ଏହି ଚଢ଼ାଉ କରା ଯାଇଥିଲା। ଏହି…