ଭଞ୍ଜନଗର ପୌର ପରିଷଦ ଆନୁକୂଲ୍ୟରେ “ଆମ ଗଞ୍ଜାମ ସ୍ବଚ୍ଛ ଗଞ୍ଜାମ” କାର୍ଯ୍ୟକ୍ରମ ଅନୁଷ୍ଠିତ

ସଫେଇ ଅଭିଯାନରେ ସାମିଲ ହେଲେ ପ୍ରଶାସନ ଓ ଛାତ୍ରଛାତ୍ରୀ ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ  : ବିଶ୍ଵ ପରିବେଶ ଦିବସ ପାଳନ ଅବସରରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜୁନ୍ ମାସ ୪ ତାରିଖ ଗୁରୁବାର ଦିନ ଭଞ୍ଜନଗର ପୌରପରିଷଦ ଆନୁକୂଲ୍ୟରେ “ଆମ ଗଞ୍ଜାମ ସ୍ବଚ୍ଛ…

ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗଞ୍ଜାମ ଜିଲ୍ଲାର ଦଳିତ ଓ ଆଦିବାସୀମାନେ ବିଭିନ୍ନ କ୍ଷେତ୍ରରେ ଅବହେଳିତ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଦଳିତ ଓ ଆଦିବାସୀମାନଙ୍କ ଅଧିକାରୀ ପାଇଁ ସଂଗ୍ରାମ କରି ଆସୁଥିବା ବିଭିନ୍ନ ସଂଗଠନ ଯଥା ଏଆଇକେଏମ ଏସ୍ , ଓଡ଼ିଶା…

ବଡ଼ ଧରଣର ଜୁଆ ଆଡ୍ଡା ଉପରେ ସଦର ପୋଲିସ ର ଚଢାଉ।

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ସଦର ଥାନା ପୋଲିସ ରୋହିଗାଁ ରେ ଚଢ଼ାଉ କରି ସଫଳତା ପାଇଛନ୍ତି। ଯାହାକି ଉକ୍ତ ଗାଁ ରେ ଏକ ବଡ଼ ଧରଣର ଜୁଆ ଆଡ଼କୁ ଘେରାଉ କରି ପ୍ରାୟ ୨୦ ଜଣ ଜୁଆଡି କୁ କାବୁ କରି ନଗଦ ୫ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ଟଙ୍କା ୧୫ ଟି…

ଜୟଦେବ ଭବନ ଠାରେ ସଂଗୀତର ‘ଭିନ୍ନ ଋତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ

https://www.youtube.com/watch?v=impb4oO3J4U ଭୁବନେଶ୍ବର / ପାରଳାଖେମୁଣ୍ଡି : ବିଶିଷ୍ଟ ଓଡିଶୀ ସଂଗୀତଜ୍ଞ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଏବଂ ଦୂରଦର୍ଶନ ଓ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପଣ୍ଡିତ ରଘୁନାଥ ପାତ୍ରଙ୍କ…

ବିଜୁଳି ଉତ୍ପାଦନ ରାଜ୍ୟ କ୍ଷେତ୍ରରେ ଓପିଜିସି ପ୍ରଥମ

ଝାରସୁଗୁଡା: ଲଖନପୁର ବ୍ଲକ ବନହରପାଲି ସ୍ଥିତ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ଼ (ଓପିଜିସି) ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ନିଜର କ୍ରମାଗତ ଉନ୍ନ‌ତ ପ୍ରଦର୍ଶନର ର ଧାରା ଧାର ଜାରି ରଖୁଛି। ମଇ ମଇ ୨୦୨୬ ମଧ୍ୟରେ ଦେଶରେ ଥିବା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରଗୁଡ଼ିକ ମଧ୍ୟରେ…

କେନ୍ଦ୍ର କ୍ୟାବିନେଟର ୮୩୦୦ କୋଟି ଟଙ୍କା ବିନିମୟରେ ଉପକୁଳ ରାଜମାର୍ଗ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ପ୍ରସଙ୍ଗ

ରାଜ୍ୟର ଆର୍ଥିକ, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ର ଓ ଶିଳ୍ପାୟନକୁ ନୂତନ ଦିଗ ଆଣିଦେବ: ମନମୋହନ ସାମଲ  ଓଡିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି ଭୁବନେଶ୍ୱର, ତା.୦୩/୦୬ : ସାମୁହିକ ଓ…

ବିଜେପି ସର୍ବଦା ଜନଜାତି ସମାଜର ବିକାଶ ପାଇଁ ପ୍ରତିଶୃତିବଦ୍ଧ: ମନମୋହନ ସାମଲ

ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ  ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀ ବୈଠକରେ ଜନଜାତି କଲ୍ୟାଣ ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ ଭୂବନେଶ୍ୱର, ତା.୦୩/୦୬: ଆଜି…

କବିସୂର୍ଯ୍ୟନଗର ଥାନାରେ ହାଜତ ମୃତୁ୍ୟ ଘଟଣା: ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେଡି ପ୍ରତିନିଧିମଣ୍ଡଳୀ

ପୋଲିସ ବିରୋଧରେ କାହିଁକି ମାମଲା ରୁଜୁ ହେଉ ନାହିଁ? ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫ୍ଆଇଆର କୁଆଡେ ଗଲା ? ସୁଶାନ୍ତର ପରିବାରକୁ ସରକାରୀ ସହାୟତା ପାଇଁ ଦାବି ଭୁବନେଶ୍ୱର, ୦୩/୦୬/୨୦୨୬: କବିସୂର୍ଯ୍ୟନଗର ଥାନା ହାଜତରେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ଅକଥନୀୟ…

ନରସିଂହପୁରରେ ବିଶାଳ ବିକ୍ଷୋଭ: ବିଜେପିର ଜନବିରୋଧୀ ନୀତି ବିରୁଦ୍ଧରେ ରଣହୁଙ୍କାର

ଭୁବନେଶ୍ୱର, ୦୩/୦୬/୨୦୨୬: ରାଜ୍ୟରେ ବିଜେପି ସରକାରର ଜନବିରୋଧୀ ନୀତି ବିରୁଦ୍ଧରେ ଲୋକଙ୍କ ସ୍ୱରକୁ ଏକାଠି କରିବା ପାଇଁ ଆଜି କଟକର ନରସିଂହପୁର ଠାରେ ବିଜେଡିର ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ନରସିଂହପୁରର ଶ୍ରୀ ଜଗନ୍ନାଥ ମନ୍ଦିର ସନ୍ନିକଟରୁ ପ୍ରାୟ ୫୦୦୦ ମହିଳା,…

ପୌର ପରିଷଦର ର ସାଧାରଣ ବୈଠକ ରେ ଯୋଗଦେଲେ ବିଧାୟକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମାର ପାରଳାଖେମୁଣ୍ଡି ପୌର ପରିଷଦ ବୈଠକ ଗୃହ ରେ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀଙ୍କ ନେତୃତ୍ଵ ରେ ଅନୁଷ୍ଠିତ ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପାରଳା ବିଧାୟକ…