Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫:ନୂତନ ରାସନ୍ କାର୍ଡ ବିତରଣ
ନବରଙ୍ଗପୁର ତା୨୪.୪.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ : ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ନୂତନ ରାସନ୍ କାର୍ଡ ପ୍ରଦାନ,ଉତ୍ତମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ଏବଂ ଉତ୍ତମ ପୃଷ୍ଟି ପଞ୍ଚାୟତ କୁ ଅର୍ଥରାଶି ପ୍ରଦାନ ରେ ଅନୁଷ୍ଠିତ ହୋଇଯାଇଛି।…
ଭଗବାନଙ୍କ ଭରସାରେ ଖଲିକୋଟ
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ସମ୍ପ୍ରତି ଖଲ୍ଲିକୋଟ ସହର ବିଷୟରେ କହିବାକୁ ଲାଜ ଲାଗୁଛି ,ଏଠି ନେତା ମାଳମାଳ କାମ ଦୁର୍ବଳ | ଲାଗୁଛି ଭଗବାନଙ୍କ ଭରସାରେ ଖଲିକୋଟ | ସେପଟେ କହିଲେ କହିବେ କହିଲା ବୋଲି।ଦିନଥିଲା ରାଣୀ ସାହେଵାଙ୍କ ନାମରେ ପଦଯାତ୍ରା, ଜନସମ୍ପର୍କ, ଗାଁ ଗାଁ…
କାଶ୍ମୀର ଘାଟି ପହଲଗାମର ଘଟଣାକୁ ଦୃଢନିନ୍ଦା : ଯୋଡ଼ା ପୌରପାଳିକାରେ ମଶାଲ ଓ ମହମ ଶୋଭା ଯାତ୍ରା।
ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାରେ ଆଜି ସନ୍ଧ୍ୟାରେ କାଶ୍ମୀରର ପହଲଗାମ ପର୍ଯ୍ୟଟନ ସ୍ଥଳୀରେ ୨୨/୦୪/୨୦୨୫ ତାରିଖରେ ଆତଙ୍କବାଦୀ ମାନଙ୍କ ଦ୍ଵାରା ଧର୍ମପଚାରି ବାଛି ବାଛି ପର୍ଯ୍ୟଟକମାନଙ୍କୁ ଗୁଳି କରି ହତ୍ୟା ଘଟଣାକୁ ନେଇ ମଶାଲ ଓ ମହମ ଶୋଭାଯାତ୍ରା ବାହାରି ମୃତକ ବ୍ୟକ୍ତି…
ସିଙ୍ଗଲ୍ ୱିଣ୍ଡୋ କମିଟି ଦ୍ୱାରା 1191.47 କୋଟି ଟଙ୍କା ପୁଞ୍ଜିନିବେଶରେ ହେବାକୁ ଥିବା ଅକ୍ଷୟଶକ୍ତି ପ୍ରକଳ୍ପକୁ ନୀତିଗତ…
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି -2022 ଆଧାରରେ ଦଶମ ସିଙ୍ଗଲ୍ ୱିଣ୍ଡୋ କମିଟି(ଏସ୍.ଡ଼ବ୍ଳ୍ୟୁ.ସି)ର ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ 1191.47 କୋଟି ଟଙ୍କାର…
ବିକଶିତ ଭାରତ ୨୦୪୭, ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନକ୍ଳେଭରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ସମ୍ମାନରେ ସୋଆ ସମ୍ମାନିତ
ଭୁବନେଶ୍ୱର,ଏପ୍ରିଲ ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ଡ ଅଫ୍ ଏଜୁକେସନ୍’ ସମ୍ମାନରେ ସମ୍ମାନିତ କରାଯାଇଛି । ନ୍ୟୁଜ ଚ୍ୟାନେଲ୍ ଭାରତ ଟ୍ୱେଂଟି ଫୋର ପକ୍ଷରୁ ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ ବିକଶିତ ଭାରତ…
ମନ୍ତ୍ରୀ ନେତାଙ୍କ ଛତ୍ର ଛାୟାରେ ଖୋଲାମେଲା ବୁଲୁଛନ୍ତି ସମାଜସେବୀ ରୋଜାଲିନ ସାହୁ ହତ୍ୟା ଅଭିଯୁକ୍ତ !
ମୃତ ରୋଜାଲିନଙ୍କ ମାଙ୍କର କ୍ଷୋଭ
"ରାଷ୍ଟ୍ରପତିଙ୍କଠୁ ମନ୍ତ୍ରୀନେତାଙ୍କ ସହ ଉଠାଉଛି ଫୋଟୋ , ପୋଲିସ ମୋ ଝିଅର ହତ୍ୟାକାରିକୁ ଘଣ୍ଟ ଘୋଡାଉଛି "
କେନ୍ଦୁଝର,ଦିଲ୍ଲୀପ ସାହୁ-ତା୨୪/୪- କେନ୍ଦୁଝର ସହର ପୁରୁଣା ବଜାର ବଡଦାଣ୍ଡର ଝିଅ ଥିଲା ସମାଜସେବୀ ରୋଜାଲିନ ସାହୁ। ଛୋଟ ବେଳୁ ସମାଜସେବା ଲାଗି…
ତୀରନ୍ଦାଜୀ ପ୍ରଶିକ୍ଷଣ ପାଇଁ ପୂର୍ବତନ ଅଲିମ୍ପିଆନଙ୍କ ସହ ବେଦାନ୍ତର ସହଭାଗିତା
କଳାହାଣ୍ଡିର 80 ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ତାଲିମ
ଲାଞ୍ଜିଗଡ଼, ୨୪/୦୪/୨୦୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ତୃଣମୂଳ ସ୍ତରର କ୍ରୀଡ଼ାକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ…
ଗୁଣି ଗାରେଡି ସନ୍ଦେହରେ ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଢା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ହାଟପଦା ସାହିରେ ଗୁଣି ଗାରେଡି ସନ୍ଦେହରେ ସଂଘବଦ୍ଧ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।ରାୟଗଡା଼ ଜିଲ୍ଲା ପଦ୍ମପୁର ବ୍ଳକ ସଦର ମହକୁମା ହାଟ ପଦାରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା । ବିଳମ୍ବିତ…
ଗୁଣୁପୁର ସ୍ଥିତ ଥା୍ୟାରାମ୍ମା ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରୀ ସୁମିତ୍ରା ଆଇ.ଆର.ପି.ଏମ ଟପ୍ପର
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ସ୍ଥିତ ଥା୍ୟାରାମ୍ମା ସ୍ନାତକ ମହିଳା ମହାବିଦ୍ୟାଳୟ ଛାତ୍ରୀ ସୁମିତ୍ରା କୋଣ୍ଡାଗୋରି ଆଇ.ଆର.ପି.ଏମ ଟପ୍ପର ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା ଫଳ ୨0୨୫ ପ୍ରକାଶ ପାଇଥିବା ବେଳେ…
କେନ୍ଦୁଝରଗଡ଼ ନଗରପାଳିକା କାଉନସିଲ ବୈଠକ ବର୍ଜନ କଲେ ବିଜେଡି ପାରିଷଦ।
ପୁରୁଣା କାଉନସିଲ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ନଥିବାରୁ ବିରୋଧ।
ନିଜେ ସହରକୁ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ।
କେନ୍ଦୁଝର,ଦିଲ୍ଲୀପ ସାହୁ -ତା୨୪/୪- କାଲି କେନ୍ଦୁଝରଗଡ଼ ନଗରପାଳିକାରେ କାଉନସିଲ ବୈଠକ ଥିଲା ଏଥିଲାଗି ସବୁ ଆୟୋଜନ କରାଯାଇଥିଲା ହେଲେ…