Sign in
Sign in
Recover your password.
A password will be e-mailed to you.
ଲାଠୋର ମାଟିର ପୁଅ ଆତଙ୍କବାଦି ହାମଲାରେ ପ୍ରାଣ ହରାଇଲେ
ରାୟପୁର ରେ ବସବାସ କରୁଥିଲେ
ଖପ୍ରାଖୋଲ ତା ୨୪/୪(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ପଞ୍ଚାୟତ ଲଠୋର ମାଟିର ପୁଅ ଦିନେଶ ଅଗ୍ରୱାଲ(୪୫) ମଙ୍ଗଳବାର କାଶ୍ମୀର ରେ ଆତଙ୍କବାଦି ହାମଲା ରେ ପ୍ରାଣ ହରାଇଛନ୍ତି l ଘଟଣା ଲାଠୋର ରେ ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା…
ସୋଆରେ ଲେଖା ସମ୍ପାଦନା ଉପରେ ୫-ଦିନିଆ କର୍ମଶାଳା ଆରମ୍ଭ
ଭୁବନେଶ୍ୱର, ଏପ୍ରିଲ ୨୩ : ପୁରାତନ ଓଡ଼ିଆ ପୋଥିଗୁଡ଼ିକର ଲେଖା ସମ୍ପାଦନା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଠାରେ ବୁଧବାର ଏକ ୫-ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ଏହି କର୍ମଶାଳାରେ ଲେଖା ସମ୍ପାଦନାରେ ଦକ୍ଷତା ବୃଦ୍ଧି ପାଇଁ ୧୫ ଜଣ ଗବେଷକଙ୍କୁ ତାଲିମ ଦିଆଯିବ…
ଟ୍ରେନରୁ ଖସି ପଡ଼ି ଯୁବକ ମୃତ
ସୁବର୍ଣ୍ଣପୁର,ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଳି ସହଲା ଫାଟକ ନିକଟରେ ଜଣେ ବ୍ୟକ୍ତି ଟ୍ରେନରୁ ଖସି ପଡ଼ି ଯୁବକ ଜଣକ ମୃତ୍ୟୁ l ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଝାରଖଣ୍ଡ ରାଜ୍ୟ ବୋକାରୁ ଜିଲ୍ଲା ଜରିଡି ଥାନା ଅରାଜୁ ଗ୍ରାମର ପରାୟଗ ସୁରେନ ବୋଲି ଜଣା…
ସାଇବର ନିୟମ ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ
ଜଗତସିଂହପୁର ତା ୨୨.୦୪.୨୦୨୫ ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆଦିକବି ସରଲା ଦାସ ସ୍ନାତକ ମହାବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସାଇବର ନିୟମ ଓ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
ଟିପିଏସ୍ଓଡିଏଲ୍ ପକ୍ଷରୁ ଗ୍ରୀଷ୍ମ ସୁରକ୍ଷା ମାର୍ଗଦର୍ଶିକା ଜାରି
ଖରା ଏବଂ ବୈଦ୍ୟୁତିକ ଉପକରଣଠାରୁ ସୁରକ୍ଷିତ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ
ବ୍ରହ୍ମପୁର, ଏପ୍ରିଲ ୨୦୨୫: ସମଗ୍ର ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଖରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏବଂ…
ଖପ୍ରାଖୋଲ ରେ ପୋଷଣ ପକ୍ଷ ପାଳିତ, ପୁଷ୍ଟିକର ଖାଦ୍ୟ ଉପରେ ଆଲୋକପାତ
ଖପ୍ରାଖୋଲ ୨୩/୪(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହ ଠାରେ ଶିଶୁ ଓ ମହିଳା ବିକାଶ ବିଭାଗ ତରଫରୁ ପୋଷଣ ପକ୍ଷ ପାଳିତ ହୋଇଯାଇଛି। ସି ଡ଼ି ପି ଓ ଅମିତା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ମୂଖ୍ୟ ଅତିଥି ରୂପେ ଉପ ମୁଖ୍ୟମନ୍ତ୍ରୀ…
ନୋଡାଲ ଅଧିକାରୀ ଙ୍କ ଜିଲ୍ଲା ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ।
ଭବାନୀ ପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ୟ ରେ କଳାହାଣ୍ଡି ଜିଲ୍ଲାର LCC/ICC ସଦସ୍ୟ ଏବଂ ନୋଡାଲ ଅଧିକାରୀ ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଭବାନୀପାଟଣା ସ୍ଥିତ ଜିଲ୍ଲା ଯୋଜନା ଓ ସମୀକ୍ଷା ବିଭାଗଙ୍କ ସଭା ଗୃହରେ…
କଳାହାଣ୍ଡି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ରବି ଫସଲ ପାଇଁ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର…
ବୀର ଯାଦବଙ୍କ ସ୍ବର୍ଣ୍ଣିମ ଅଧ୍ୟାୟରେ ପରିପୂର୍ଣ୍ଣ ଭାରତ ଇତିହାସ: କଳାହାଣ୍ଡି ଜିଲ୍ଲା ଯାଦବ ଭବନ ଉଦଘାଟିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ବେଦ ବେଦାନ୍ତ ଠାରୁ ଆରମ୍ଭ କରି ଶାସ୍ତ୍ର ପୁରାଣ ଯଦୁ ବଂଶର ଗୈାରବ ଗାଥା ବଖାଣ କରିଥାନ୍ତି। ଇତିହାସ ପୃଷ୍ଠାରେ ପୂର୍ଣ୍ଣ ହୋଇ ରହିଛି ବୀର ଯାଦବଙ୍କ ସ୍ବର୍ଣ୍ଣିମ ଅଧ୍ୟାୟ। ଯାଦବ ସଂସ୍କୃତି ବିଶ୍ବର ଅନ୍ୟତମ ପ୍ରାଚୀନ ସଂସ୍କୃତି। ଏହି…
ମାଣ୍ଡେଲ ସରପଞ୍ଚଙ୍କ ଦେହାନ୍ତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ): ନର୍ଲା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହେଉଥିଲା। ବିଶାଖାପାଟଣାର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ବୁଧବାର ପୂର୍ବାହ୍ନରେ…