ସୁବର୍ଣ୍ଣପୁର, ଶାସକ ପ୍ରଶସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା ପଂଚାୟତ ଅନ୍ତର୍ଗତ ହଳଦୀ ଗ୍ରାମର ଧର୍ମପ୍ରାଣା ଶତାୟୁ ମହିଳା ପଦ୍ମାବତୀ ଠାକୁର ଙ୍କ ପରଲୋକ ହୋଇଯାଇଛି। ସେ ବୟସାଧିକ୍ୟ ଯୋଗୁଁ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହେଉଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଜଗଦିଶ ଠାକୁର, ଦୋଳମଣୀ ଠାକୁର, ଦେବାର୍ଚ୍ଚନ ଠାକୁର, ଅନ୍ତଚରଣ ଠାକୁର, ଥବିର ଠାକୁର, ନାତି ମନୋଜ ଠାକୁର, ଚିତ୍ତରଞ୍ଜନ ଠାକୁର, ସରୋଜ ଠାକୁର, ସୁଶାନ୍ତ ଠାକୁର, ଜିତୁ ଠାକୁର, ମଧୁସୂଦନ ଠାକୁର, ବିରୋଜ ଠାକୁର, ଶିରୋଜ ଠାକୁର, ବବୁଲୁ, ଶିବୁଲ, ରିଙ୍କୁ, ଅଙ୍କିତ, ରାଜୁ, ବନବିହାରୀ, ରକ୍ଷ୍ୟାକାରୀ, ସଞ୍ଜୟ, ରକି, ରାକେଶ, ପଣନାତି ଆର୍ଯ୍ୟନ, ଆୟୁଷ୍ମାନ, ଈଶାନ, ଭିକାରି, ରାଜକୁମାର, ଅଶୋକ,ଉପସ୍ଥିତ ଥିଲେ। ଶବାଧାର ରେ ବନ୍ଧୁ ପରିଜନ ଓ ଗ୍ରାମବାସୀ ଯାଇ ନିକଟସ୍ଥ ସ୍ମଶାନ ରେ ଶବଦାହ କରିଥିଲେ। ବଡ଼ ପୁଅ ଜଗଦିଶ ଠାକୁର ମୁଖାଗ୍ନି ଦେଇଥିଲେ। ଧର୍ମପ୍ରାଣା ମହିଳା ଙ୍କ ବିୟୋଗ ରେ ଶୋକ ର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.