Sign in
Sign in
Recover your password.
A password will be e-mailed to you.
ରାଜ୍ୟ ଖାଦ୍ୟ ଆୟୋଗ କର୍ମକର୍ତ୍ତାଙ୍କ ତିନିଦିନିଆ ଗସ୍ତ
ବିଜେପୁର :-ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀ ଦୟାନିଧି ଦାଶ ଏବଂ ଶ୍ରୀ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି ଆଜି ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଅପ୍ରତ୍ୟାଶିତ ଭାବରେ ପରିଦର୍ଶନ କରି ପିଲାମାନଙ୍କୁ ବଣ୍ଟନ କରାଯାଉଥିବା ଛତୁଆର…
ନୂତନ ସଭାପତି ରାମକୃଷ୍ଣଙ୍କ ସଭାପତିତ୍ୱରେ “ପ୍ରେସ କ୍ଲବ” ର ବନ୍ଧୁମିଳନ ଅନୁଷ୍ଠିତ
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି "ପ୍ରେସ କ୍ଲବ"ର ନୂତନ ସଭାପତି ରାମକୃଷ୍ଣ ଚୌଧୁରୀ ମନୋନୀତ ହେବା ପରେ ଆଜି ଅର୍ଥାତ ବୁଧବାର ଦିନ ସ୍ଥାନୀୟ ସିର୍କୀ ଡ୍ୟାମ ଠାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମରେ "ପ୍ରେସ…
ସୁବର୍ଣ୍ଣପୁରରେ ପାରାଲିଗାଲ୍ ସ୍ବେଛାସେବୀମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଆୟୋଜିତ
ସୁବର୍ଣ୍ଣପୁର,ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସହାୟକ ସ୍ବେଛାସେବୀମାନଙ୍କୁ ନେଇ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ସୁବର୍ଣ୍ଣପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁମୁଦିନୀ ମୁଦୁଲି…
ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ଅବ୍ୟବସ୍ଥାରେ ଛନ୍ଦା ଖଡ଼ିଆଳ ଉପଖଣ୍ଡ ଡାକ୍ତରଖାନା
ତିନିଚାରି ଦିନ ହେବ ପାଣି ଯୋଗାଣ ବନ୍ଦ, ଚାଳିଶ ଡିଗ୍ରୀ ଗରମରେ ରୋଗୀ ହନ୍ତସନ୍ତ
ନୂଆପଡ଼ା ଜିଲ୍ଲା ରୁ କଲୀମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହରରେ ଜନସଂଖ୍ୟା ବୃଦ୍ଧିହେବା ସହ ପଡୋଶୀ ଜିଲ୍ଲା ସହ ନୂଆପଡ଼ା ଜିଲ୍ଲା ଅନ୍ୟ ବ୍ଲକର ଲୋକଙ୍କ ବିଭିନ୍ନ…
ଭାରତରତ୍ନ ଡ.ଭୀମରାଓ ଆମ୍ବେଦକର ଙ୍କର ସମ୍ଭିଧାନ ପ୍ରତି ଅବଦାନ ଉପରେ ଆଲୋଚନା ଚକ୍ର।
ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପଣ୍ଡାକିଟାଲ ଆର ର୍ଏମ୍ସି ପରିସରରେ ଗତ ସନ୍ଧ୍ୟା ୫ଟାରେ ଭାରତରତ୍ନ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ସମ୍ବିଧାନ ପ୍ରତି ଅବଦାନ ସମ୍ପର୍କିତ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।…
କେନ୍ଦୁଝର ସଦର ଥାନା ସମ୍ମୁଖରେ ଆଦିବାସୀଙ୍କ ବିକ୍ଷୋଭ।
ଗୋଆଲଡିହି ରେଲୱେ ସାଇଡିଂରେ ପରିବହନ ବିବାଦ ନେଇ ଗିରଫଦାରୀର ପ୍ରତିବାଦ।
କେନ୍ଦୁଝର,ଦିଲ୍ଲୀପ ସାହୁ-ତା୨୩/୪- ଆଜି କେନ୍ଦୁଝର ସଦର ଥାନା,ରାଇସୁଆଁ ସାମନାରେ ସଦର ବ୍ଲକ ଅନ୍ତର୍ଗତ ଗୋଆଲଡିହି ଗ୍ରାମର ଆଦିବାସୀ ଲୋକେ ଆସି ବିକ୍ଷୋଭ ପ୍ରତିବାଦ କରିଥିଲେ। ସେମାନଙ୍କ ଅଭିଯୋଗ ହେଲା କି ସଦର ଥାନା…
ଅଳିଆ ଲାଗି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିଆଁ ଲାଗିଲା।
କେନ୍ଦୁଝର,ତା୨୩/୪- କାଲି ରାତିରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ନିଆଁ ଲାଗି ଯାଇଥିଲା ଆଜି ଏହା ଲିଭି ଯାଇଥିଲେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ କି ଏବେ ଏହି ଡାକ୍ତରଖାନା ପରିସରରେ ବହୁ ତଳ କୋଠାରେ ରୋଗୀ ରହୁଛନ୍ତି ତେଣୁ ପୁରୁଣା କୋଠା…
ଓଡ଼ିଶାରେ ଜିଓ ଏୟାରଫାଇବରର ଧୁମ୍, ୮୭% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ: ଟ୍ରାଇ ତଥ୍ୟ
ଜିଓ ଏୟାରଫାଇବର ଓଡ଼ିଶାର ସମସ୍ତ ସହର ଓ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫ୍ ଲାଇନ୍ ପାଲଟିଛି ଏବଂ ବିଶ୍ୱସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ (ହୋମ ଏଣ୍ଟରଟେନମେଣ୍ଟ), ଅସୀମିତ ୱାଇଫାଇ ଏବଂ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ପ୍ରଦାନ କରୁଛି
ଭୁବନେଶ୍ୱର: ରିଲାଏନ୍ସ ଜିଓ ଓଡ଼ିଶାରେ ୫ଜି…
କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ପରିଦର୍ଶନ କଲେ ରାଜ୍ୟପାଳ
କଟକ ବିଧାୟକ ସୋଫିଆ ଫିରଦୋସଙ୍କ ମଧ୍ୟ ଏକ୍ସପୋ ପରିଦର୍ଶନ
ଭୁବନେଶ୍ୱର: କ୍ରେଡାଇ ଓଡ଼ିଶାର ବାର୍ଷିକ ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ବେଶ ଉତ୍ସାହର ସହ ଚାଲିଛି, କାରଣ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେବଳ ରିଅଲ ଇଷ୍ଟେଟ ଠାରୁ ଆଗକୁ ଯାଇ ଘର ସଜ୍ଜା, ନିର୍ମାଣ ଏବଂ ଜୀବନଶୈଳୀ ସମାଧାନରେ ନୂତନ…
-ଵହୁ ପ୍ରତୀକ୍ଷା ପରେ ଆସିଲେ ଚେୟାର ମେନ୍, ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ।
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା) : ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ରକଳାକାର ନାମା ପର୍ଦ୍ଦାଫାଶ ହେବାର ଲକ୍ଷଣଗୁଡ଼ିକ ଆସ୍ତେ ଆସ୍ତେ ଲୋକ ଲୋଚନକୁ ଆସିବ ବୋଲି ଜଣାପଡେ ।ଗତ ତାରିଖ ୦୮-୦୪-୨୦୨୫ ଠାରୁ ୱାର୍ଡ ନମ୍ବର ୭ ର ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବକେୟା…