ଜାତୀୟ ବାୟୋଶ୍ରେଷ୍ଠ ସେମିନାର ରେ ଗୋପାଳ ଚନ୍ଦ୍ର ଶତପଥୀ ଯୋଗଦାନ

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସ ୦୨.୦୫.୨୦୨୫ ରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଜାତୀୟ ବାୟୋଶ୍ରେଷ୍ଠ ସେମିନାର ରେ ପାରଳାଖେମୁଣ୍ଡି ,ମୂତ୍ୟାଲୁ ସାହି ବାସିନ୍ଦା , ସେବାନିବୃତ ପ୍ରଧାନ ଶିକ୍ଷକ ଗୋପାଳଚନ୍ଦ୍ର ଶତପଥୀ (ଓଡ଼ିଶାରୁ ମାତ୍ର ଦୁଇଜଣ) ଯୋଗ ଦାନ କରି ସାଂପ୍ରତିକ…

ଆଇଟିଇଆର୍‌ରେ ତୃତୀୟ ଆଇଇଇଇ ଆନ୍ତର୍ଜାତିକ କର୍ମଶାଳା ‘ଇଂଟେଲିଜେଂଟ ଆଣ୍ଡ କ୍ଲାଉଡ କମ୍ପ୍ୟୁଟିଙ୍ଗ-୨୦୨୫’ ଆୟୋଜିତ

ଭୁବନେଶ୍ୱର, ମଇ ୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗ ଅନ୍ତର୍ଗତ ସେଂଟର ଫର୍ ସାଇବର ସିକ୍ୟୁରିଟି ଏବଂ ଆଇଇଇଇ, ଭୁବନେଶ୍ୱର ଏବଂ କୋଲକାତାର ମିଳିତ ସହଯୋଗରେ ମେ ୨…

ନର୍ସମାନଙ୍କ ସେବା ଯୋଗୁ ହିଁ ରୋଗୀ ସୁସ୍ଥ ହୋଇଥାନ୍ତି : ପଦ୍ମଶ୍ରୀ ପ୍ରଫେସର ଅଶୋକ ମହାପାତ୍ର

ଭୁବନେଶ୍ୱର, ମଇ ୫: ଡାକ୍ତରମାନେ ରୋଗୀଙ୍କର ଚିକିତ୍ସା କରୁଥିବା ବେଳେ ସେମାନଙ୍କର ସେବା ଓ ଯତ୍ନ ସେବିକାମାନେ ହିଁ କରିଥାନ୍ତି । ସେମାନେ ରୋଗୀଙ୍କ ପାଖରେ ଦିନରାତି ରହି ସେମାନଙ୍କୁ ସୁସ୍ଥ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ତେଣୁ ଜଣେ ରୋଗୀ ସୁସ୍ଥ ହେବାରେ ନର୍ସମାନଙ୍କର…

ମହିଳାଙ୍କୁ ଅସଦାଚରଣ : ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ

ଓଡ଼ଗାଁ,୫।୫(ଶ୍ରୀକାନ୍ତ କୁମାର ମିଶ୍ର):ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଗିରିଡିପଲ୍ଲୀ ପଞ୍ଚାୟତ ପଥରାପଲ୍ଲୀ ଗାଁର ଜଣେ ଯୁବକ ଜନୈକ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଓଡ଼ଗାଁ ପୋଲିସ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିଲେ। ଜାମିନ ଖାରଜ ହେବାରୁ ଯୁବକଙ୍କୁ ବିଚାର ବିଭାଗୀୟ…

ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ସୀତାଙ୍କ ଜନ୍ମ ଦିବସ ପାଳିତ

ଓଡ଼ଗାଁ,୫।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ ଜିଲ୍ଲାର ଅନ୍ୟତମ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ତଥା ସ୍ବର୍ଣ୍ଣ କଳସକ୍ଷେତ୍ର ଭାବରେ ପରିଚିତ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ପୀଠରେ ଆଜି ପବିତ୍ର ବୈଶାଖ ଶୁକ୍ଲ ନବମୀ ତିଥଥିରେ ମା' ସୀତାଙ୍କ ଜନ୍ମ ଉତ୍ସବ ପାଳନ ଅବସରରେ ବୈଦିକ ବ୍ରାହ୍ମଣ ଶିବରାମ…

“ସିଦ୍ଧାନ୍ତ” ପତ୍ରିକାର ରୌପ୍ୟ ଜୟନ୍ତୀ ପାଳନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବିଶ୍ଵନାଥ କଲ୍ୟାଣ ମଣ୍ତପ ଠାରେ ପାରଳାଖେମୁଣ୍ଡିର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ "ସିଦ୍ଧାନ୍ତ" ର ରୌପ୍ୟ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡ. ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଶ୍ରୀଶ୍ରୀ ଆନନ୍ଦ ମୂର୍ତ୍ତି ଙ୍କ ବାବାନାମକେବଳମ କୀର୍ତନ ଓ ଅନ୍ନପ୍ରାସନ

ବିଜେପୁର :-ବରଗଡ ଜିଲ୍ଲାର ବିଜେପୁର ପଂଚାୟତ ସମିତି ଅନ୍ତର୍ଗତ ତାଳପଦର ଗ୍ରାମର କୀର୍ତ୍ତିଚନ୍ଦ୍ର ପଧାନ ଓ ଶୋଭଦ୍ରା ପଧାନ ଙ୍କ ନାତି ଏବଂ ଚୂଡ଼ାମଣି ପଧାନ ଓ ସୋନାଲି ପଧାନ ପୁତ୍ର ଚିନ୍ମୟ ଅନ୍ନପ୍ରାସନ ଓ ନାମକରଣ ଉତ୍ସବ ଆନନ୍ଦମାର୍ଗ ସଂସ୍ଥା ତରଫରୁ "ବାବାନାମକେବଳମ" ମନ୍ତ୍ର ଗାୟନ କରି…

ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଘାଟିତ : ପ୍ରଥମ ସଂଧ୍ୟାର ନାଟକ “ଶେଷଇଚ୍ଛା” ମନ ମୋହିଲା

https://youtu.be/sDKw85aTinQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ଦ୍ବାରା ସ୍ଥାନୀୟ ନଗର ଭବନ (ଟାଉନ୍ ହଲ୍) ଠାରେ ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ର…

ଉଦଯାପିତ ହେଲା ବାସୁଦେବପୁର ସୌରଭ ସମ୍ମାନ ଉତ୍ସବ ୨୦୨୫।

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଯାଦବ ପଡିଆ ଠାରେ ନବ ନିର୍ମାଣ ସେନା ବାସୁଦେବପୁର ପକ୍ଷ ରୁ ଦୀର୍ଘ ଦଶ ଦିନ ଧରି ଚାଲି ଆସୁଥିବା ବାସୁଦେବପୁର ସୌରଭ ସମ୍ମାନ ଉତ୍ସବ ୨୦୨୫ ର ଉଦ୍ ଜାପାନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ ଜାପାନୀ ଉତ୍ସବ ରେ…

ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ: ଗ୍ରାମସଭା ଅନୁଷ୍ଠିତ,ଆସନ୍ତା ୯ରେ ମହୋତ୍ସବ ଶୁଭଖୁଣ୍ଟି ।

ବେଲଗୁଣ୍ଠା-(ଶିବରାମ ଚୌଧୁରୀ)-ଗଞ୍ଜାମ ଜିଲ୍ଲାର ଅନ୍ୟତମ ମନ୍ଦିର ମାଳିନୀ ସହର ବେଲଗୁଣ୍ଠାର ପ୍ରସିଦ୍ଧ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଅବସରରେ ଯାତ୍ରାକୁ ସରସ ସୁନ୍ଦର କରିବା ପାଇଁଁ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ଗ୍ରାମସଭା ବେଲଗୁଣ୍ଠା ବଡ଼ଦାଣ୍ଡରେ ଅନୁଷ୍ଠିତ…