ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ର ଚୁଡାନ୍ତ ପ୍ରସ୍ତୁତି ବୁଲି ଦେଖିଲେ ଜିଲ୍ଲାପାଳ,

ରାଜ୍ୟପାଳ ଙ୍କ ଗସ୍ତ କୁ ନେଇ ତତ୍ପରତା ଖପ୍ରାଖୋଲ ୬/୫(ହେମସାଗର ସାହୁ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୂଖ ପୂଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ଠାରେ ଆଗାମୀ ୮ ତାରିଖ ରୁ ୧୨ ତାରିଖ ଯାଏଁ ହେବାକୁ ଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ…

ତାଳଦା ପଞ୍ଚାୟତ କୁ ଗଡ଼ିଲା ସରକାରୀ ବସ.

ଅସ୍ତରଙ୍ଗ: ୧୫ ଗୋଟି ପଞ୍ଚାୟତ କୁ ନେଇ ଗଠିତ ଅସ୍ତରଙ୍ଗ ପଞ୍ଚାୟତ ସମିତି ଲ ସେଥିମଧ୍ୟରୁ ତାଳଦା, ଦେବୀ ନଦୀ ଭିତରେ ଥିବା ଦୀପାଞ୍ଚଳ ପଞ୍ଚାୟତ | ମାତ୍ର ବିଜୁ ସେତୁ ଯୋଜନା ରେ ଆସିଥିବା ଅର୍ଥ ରେ ଦୀପାଞ୍ଚଳ କୁ ରାସ୍ତା ସଂଯୋଗୀ କରଣ କରାଯାଇ ଏକ ସେତୁ ନିର୍ମାଣ କରାଗଲା lଏଥିରେ ୩ ଗୋଟି…

ଅଙ୍ଗନବାଡ଼ି ପରିସର ଆବର୍ଜନାରେ ପୂର୍ଣ୍ଣ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ଶିଶୁଙ୍କ ସୁରକ୍ଷା ପ୍ରତି ସରକାର ର ବିଶେଷ ଧ୍ୟାନ ଦେଉଥ‌ିବା ବେଳେ ଅନେକ ସମୟରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳେ । ସୁବର୍ଣ୍ଣପୁର ଜିଲ୍ଲା,ଡୁଙ୍ଗୁରିପାଲି ବ୍ଲକ ,ସୁନାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପହଣ୍ଡି ଗ୍ରମର ଅଙ୍ଗନବାଡ଼ି…

ଆସନ୍ତା କାଲି ଅପରାହ୍ନ ୪ଟା ରେ ପାରାଦ୍ଵୀପ ରେ ମକ ଡ୍ରିଲ

 ଜଗତସିଂହପୁର ତା -୬.୫.୨୦୨୫ ସୁମନ୍ତ କୁମାର ଦାସ: ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ର ମୁକାବିଲା ନିମନ୍ତେ ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଙ୍କ ଗୃହ ବିଭାଗ ନିର୍ଦ୍ଦେଶ ଅନୁସାରେ ଓଡିଶା ର ଯେଉଁ ୧୨ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଯୁଦ୍ଧକୁ…

ଆସନ୍ତା ୧୦ତାରିଖ ଦ୍ଵିତୀୟ ରାଷ୍ଟୀୟ ଲୋକ ଅଦାଲତ ସୋନପୁର ସିଭିଲ କୋର୍ଟ ପରିସର ଅନୁଷ୍ଠିତ ହେବ।

ଦୀର୍ଘ ଦିନରୁ ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ସୁଯୋଗର ସଦୁପଯୋଗ କରନ୍ତୁ ସୁବର୍ଣ୍ଣପୁର,ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ): ଆସନ୍ତା ୧୦.୦୫.୨୦୨୫ ରିଖ ଦିନ ଦ୍ଵିତୀୟ ରାଷ୍ଟୀୟ ଲୋକ ଅଦାଲତ ସୋନପୁର ସିଭିଲ କୋର୍ଟ ପରିସର ଅନୁଷ୍ଠିତ ହେବ। ଉକ୍ତ ରାଷ୍ଟ୍ରୀୟ ଲୋକ ଅଦାଲତରେ…

ବୁଧବାର ଅପରାହ୍ନ ୪ଟା ରେ ମକଡ୍ରିଲ

ପୁରୀ (ଅନିମେଶପଟ୍ଟନାୟକ): କିପରି କରିବେ ଯୁଦ୍ଧ ସମୟରେ ପରିସ୍ଥିତିର ସାମ୍ନା । କିପରି ରଖିବେ ନିଜ ସହ ପରିବାର ଓ ଆଖ ପାଖ ଲୋକଙ୍କୁ ସୁରକ୍ଷିତ। ଯୁଦ୍ଧର ସାମ୍ଭାବ୍ଯ ପରିସ୍ଥିତିକୁ ନେଇ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ ଏକ ମକ ଡ୍ରିଲର ବ୍ୟବସ୍ଥା କରାଯାଇଛି।…

ଓଡ଼ଗାଁରେ ଇଶ୍ୱରମ୍ମା ଦିବସ ପାଳିତ

ଓଡଗାଁ,୬।୫( ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ଗାଁ ଶ୍ରୀସତ୍ୟ ସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୁହିକ ସେବା କେନ୍ଦ୍ର ଆନୁକୂଲ୍ୟର ଶ୍ରୀ ସତ୍ୟ ସାଇବାବାଙ୍କ ଜନନୀ ଈଶ୍ୱରାମ୍ମାଙ୍କ ପବିତ୍ର ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି | ଏହି ଅବସରରେ ଭୋର ଓଁକାର, ସୁପ୍ରଭାତମ ଆଳତୀରେ କାର୍ଯ୍ୟକ୍ରମ ଆରମ୍ଭ…

ନବରଙ୍ଗପୁର ଜିଲ୍ଲାକୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଙ୍କ ଦିନିକିଆ ଗସ୍ତ

ନବରଙ୍ଗପୁର ତା ୬.୫.୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନବରଙ୍ଗପୁର ଜିଲ୍ଲାକୁ ଦିନିକିଆ ଗସ୍ତ ରେ ଆସି ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକାରୀ ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ମୂଖ୍ୟ ଶାସନ ସଚିବ ଙ୍କ ସହ ଜିଲାପାଳ ଡ଼ା ଶୁଭଙ୍କର ମହାପାତ୍ର,ଜିଲ୍ଲା ପରିଷଦ ମୁଖ୍ୟ…

ସରକାରୀ ହସ୍ପିଟାଲମାନଙ୍କର ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

ଓ.ଟି,ଆଇ.ସି.ୟୁ, ଏସ୍.ଏନ୍.ସି.ୟୁ ଏବଂ ଉଚ୍ଚ ବିଦ୍ୟୁତ ଶକ୍ତି ସମ୍ପନ୍ନ ଯନ୍ତ୍ରପାତିକୁ ଅଗ୍ରାଧିକାର ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର, ୬/୫/୨୫ ରିଖ: ସରକାରୀ ହସ୍ପିଟାଲମାନଙ୍କରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଦୃଢ଼ୀଭୂତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଆରୋପ କରିଛନ୍ତି । ଏହି…

ମଦର୍ସ ଡେ ପାଇଁ ସେଲଫି ପ୍ରତିଯୋଗିତାର ଶୁଭାରମ୍ଭ

ମେ ୬ ରୁ ୧୦ ତାରିଖ ପର୍ଯ୍ୟନ୍ତ ପଠାଇପାରିବେ ମା’ଙ୍କ ସହ ସେଲଫି #MoBou , #WCDOdisha, #Mothersday ଟ୍ୟାଗ କରି ସେଲଫି ସହ ବାର୍ତ୍ତା ସୋସିଆଲ ମିଡିଆରେ କରନ୍ତୁ ପୋଷ୍ଟ ଚଳିତ ବର୍ଷ ଭୁବନେଶ୍ୱର ୟୁନିଟ ୩ ରେ ଥିବା ଏକାମ୍ର ହାଟରେ ପାଳନ କରାଯିବ ମଦର୍ସ ଡେ ମେ ୧୧ ତାରିଖ…