ଦ୍ବନ୍ଦ୍ବାତ୍ମକ ବୟାନ ପାଇଁ ବରିଷ୍ଠ ଦଇତାପତି ରାମକୃଷ୍ଣଙ୍କୁ କୈଫିୟତ ତଲବ

୭ ଦିନ ଭିତରେ ଉତ୍ତର ଦେବାକୁ ନୋଟିସ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ ପୁରୀ : ତୁଟୁନି ଦିଘା ଶ୍ରୀଜଗନ୍ନାଥ ମନ୍ଦିର ବିବାଦ । ଦିନକୁ ଦିନ ଅଡ଼ୁଆ ସୁତା ପରି ହେବାରେ ଲାଗିଛି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବୟାନବାଜି । ଦ୍ବନ୍ଦ୍ବାତ୍ମକ ବୟାନ ଦ୍ବାରା ଶ୍ରୀଜଗନ୍ନାଥ…

ଜୟ ଓଡ଼ିଶା ଉଦ୍ୟମରେ ଚଳିତ ବର୍ଷର ଦ୍ୱିତୀୟ ରକ୍ତଦାନ ଶିବିର

ଭୁବନେଶ୍ବର: ମାନବିକ ମୂଲ୍ୟବୋଧକୁ ସମ୍ମାନ ଦେଉଥିବା, ଜୟ ଓଡ଼ିଶା ତାର ରକ୍ତଦାନ ଉଦ୍ୟମ ଅଧୀନରେ ୧୦୦ ଟି ସଂସ୍ଥାଙ୍କ ସହ ଜଡ଼ିତ ହୋଇ ରକ୍ତଦାନ ଶିବିର କରିବାର ପ୍ରୟାସ ରେ ଆଜି ଚଳିତ ବର୍ଷର ଦ୍ୱିତୀୟ ରକ୍ତଦାନ ଶିବିର ଡି.ସି.ସି କ୍ଲବ୍ ସଫଳତାର ସହିତ ଭୁବନେଶ୍ବର ସ୍ଥିତ ରେଡକ୍ରସ ଭବନରେ ଆୟୋଜନ…

ଧରଣୀଧର ଚେତନାର ଆବଶ୍ୟକତା ଆଜି ବି ରହିଛି।

ମେ ମାସ ୫ ତାରିଖ ୧୮୬୪ ମସିହାରେ ମହାନ କ୍ରାନ୍ତିକାରୀ ବିପ୍ଳବୀ ଧରଣୀଧର ନାଏକ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କୁସୁମିତା ଗ୍ରାମରେ ଲଇଛଣ ନାଏକ ଓ ବାଇଗଣୀ ଦେବୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ବାକପଟୁତା ଚପଳତା ଲାଗି ତାଙ୍କ ପ୍ରତିଭା ଜଣାଯାଇଥିଲା। ଛୁଆ ବେଳେ ଅନେକ ଘଟଣା…

ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କପାସିରା ଠାରେ ବ୍ରିଜ ନିର୍ମାଣ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀ ଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଥାନା ଉଲ୍ ଗାଁ ର…

ଲାଞ୍ଚ ନେବାବେଳେ ଧରାପଡିଲେ ଵୀରମହାରାଜପୁର ସହକାରୀ ମତ୍ସ୍ୟ ଅଧିକାରୀ ଓ ତାଙ୍କ ସହଯୋଗୀ ।

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ଭିଜିଲାନ୍ସ ବିଭାଗ ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜାପୁର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଏବଂ ତାଙ୍କ ସହଯୋଗୀ ବାବୁଲାଲ ବାରିକଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ଗିରଫ କରିଛନ୍ତି। ଏକ ମହିଳା ସ୍ୱୟଂ…

ନୂତନ ପଂଚାୟତ ପାଇଁ ଏକତ୍ରିତ ହେଲେ ୫ଖଣ୍ଡ ଗ୍ରାମବାସୀ

ସଇଁତଲା: ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲାର ସଇଁତଲା ବ୍ଲକ ଅନ୍ତର୍ଗତ ବୁଢାବାହାଲ ପଂଚାୟତ ର ପାଞ୍ଚ ଗୋଟି ଗ୍ରାମ ସୂଚନାମୁତାବକ ବୁଢାବାହାଲ ଦୀର୍ଘ ପଚାଶ ବର୍ଷ ତଳେ ପଂଚାୟତ ର ମାନ୍ୟତା ପାଇଥିବା ବେଳେ ଏଠାରେ ତେର ଖଣ୍ଡ ନିଜସ୍ୱ ଗ୍ରାମକୁ ନେଇ ଗଠିତ ଏହି ପଂଚାୟତ ରେ ପ୍ରାୟ…

ମିଟ ଇନ ଇଣ୍ଡିଆ କନକ୍ଳେଭରେ ଓଡିଶା ପର୍ଯ୍ୟଟନ

ଓଡିଶା ପର୍ଯ୍ୟଟନ ବିକାଶ ପାଇଁ ବର୍ତ୍ତମାନ ସରକାରଙ୍କ ଉଦ୍ୟମକୁ ପ୍ରଂଶସା କଲେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଶେଖାୱାତ ମିଟ ଇନ ଇଣ୍ଡିଆ ରେ ଓଡିଶାରେ ମାଇସ(MICE)ର ସମ୍ଭାବ୍ୟ ବିକାଶ ଉପରେ ଆଲୋଚନା ଭୁବନେଶ୍ୱର, ତା ୦୪/୦୩/୨୦୨୫:ଆଜି ରାଜସ୍ଥାନ ରାଜଧାନୀ ଜୟପୁରରେ ମିଟ…

ବିଜୁପଟ୍ଟନାୟକ ଶିଶୁ ଉଦ୍ୟାନ ଭଞ୍ଜନଗର ରେ ଫୁଡ୍ କୋର୍ଟ ର ଶୁଭ ଉଦ୍ଘାଟନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ରାଜ୍ୟର ପ୍ରଥମ ସରକାରୀ ୱାଟର୍ ପାର୍କ ଭାବରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ସ୍ଥାନିତ ହୋଇଅଛି। ଆଜି ଅର୍ଥାତ୍ ମେ ମାସର ୪ ତାରିଖ ରବିବାର ୨୦୨୫ ଦିନ ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ମୂଖ୍ୟ ଅତିଥି ଭାବେ…

ଓଡ଼ଗାଁ ଏନ୍ଏସିରେ ମାଟ୍ରିକ ପରୀକ୍ଷା ଫଳ ନୈରାଶ୍ୟଜନକ, ବୁଦ୍ଧିଜିବୀ ମହଲରେ ଅସନ୍ତୋଷ

ଓଡ଼ଗାଁ,୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଓଡ଼ଗାଁ (ଏନ୍ଏସି)ର ୪ ଗୋଟି ହାଇସ୍କୁଲର ଛାତ୍ରଛାତ୍ରୀ ମାନେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ ମାତ୍ର ଛାତ୍ର ବିସ୍ମୟ ପଣ୍ଡା ଶତକଡ଼ା ୯୦ ପରସେଣ୍ଟ…

ବାଙ୍କିପାଲି ଗ୍ରାମରେ ମନ୍ଦିର ପତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ସୁବର୍ଣ୍ଣପୁର, ଶାସକ ପ୍ରଶାସକ(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କିପାଲି ଗ୍ରାମର ଗଣ୍ଡାପଡ଼ା ଠାରେ ତିନି ଦିନ ଧରି ଚାଲିଥିବା ଗତ ୩୦ ତାରିଖ ବୁଧବାର ଦିନ ରୁ ଆରମ୍ଭ ହୋଇଥିବା ମନ୍ଦିର ପତିଷ୍ଠା ଉତ୍ସବ ଓ ୧୬ ପ୍ରହର ନାମଯଜ୍ଞ ଶୁକ୍ରବାର ଉଦଯାପିତ ହୋଇଯାଇଛି…