Sign in
Sign in
Recover your password.
A password will be e-mailed to you.
ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ
ରାୟଗଡା:-ତା.୭/୦୫: ରାୟଗଡା ଜିଲ୍ଳା ଉନ୍ନୟନ ସମନ୍ୱୟ ଏବଂ ପରିଚାଳନା(ଦିଶା)କମିଟି ବୈଠକ ସ୍ଥାନୀୟ ଜିଲ୍ଳା ପରିଷଦ ସମ୍ମିଳନୀ କକ୍ଷରେ କମିିଟିର ଅଧ୍ୟକ୍ଷ ତଥା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକାଙ୍କ ଅଧ୍ୟକ୍ଷତାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର…
ପାଟିମାଲ ପଡା ଗାଁ ରେ ୮୦ ତମ ବିରାଟ ପର୍ବ ପୁରାଣ ପଠନ ଓ ନାଟକ ଉଦଯାପିତ, ଶେଷ ଦିନ ପଞ୍ଚୁପାଣ୍ଡବ ଙ୍କ ରାଜ୍ୟା ଅଭିଷେକ…
ଖପ୍ରାଖୋଲ ୭/୫(ହେମସାଗର ସାହୁ):ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ପାଟିମାଲ ଗାଁରେ ୮୦ ତମ ବିରାଟ ପର୍ବ ପୁରାଣ ପଠନ ଓ ନାଟକ ମହୋତ୍ସବ ମଙ୍ଗଳବାର ରାତିରେ ଉଦଯାପିତ ହୋଇଛି ।ଦିନ ବେଳା ପୁରାଣ ପଠନ ଶେଷ ହୋଇଥିବା ବେଳେ ଶେଷ ରଜନୀରେ ପଞ୍ଚୁପାଣ୍ଡବ ଙ୍କ ରାଜ୍ୟାଭିଷେକ…
ନୂଆପଡାରେ ଜିଲ୍ଲା ରାଜସ୍ବ ଅଧିକାରୀ ବୈଠକ ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲା ରୁ କଲିମ୍ ମହମ୍ମଦ କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ରାଜସ୍ବ ଅଧିକାରୀମାନଙ୍କ ତଥା ରାଜସ୍ୱ ସଂଗ୍ରହ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ବନଖଣ୍ଡ ଅଧିକାରୀ…
ବେଲଗୁଣ୍ଠା ଐତିହାସିକ ଠାକୁରାଣୀ ଯାତ୍ରା:କୋଳି ସାହି ତରଫରୁ ମାଁ ଙ୍କ ପ୍ରଥମ ନଗର ପରିକ୍ରମା
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-ବେଲଗୁଣ୍ଠାରେ ଚାଲିଥିବା ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀଙ୍କ ଅବସରରେ ମାଁ ବ୍ରାହ୍ମଣ ଦେବୀଙ୍କ ବାପଘର କୋଳି ସାହି ଯାତ୍ରା କମିଟି ତରଫରୁ ମଙ୍ଗଳବାର ଦିନ ମାଁ ଙ୍କ ସିଂହବାହିନୀ ବେଶରେ ଶତାଧିକ ଭକ୍ତଙ୍କ ଗହଣରେ ଏକ ଚିତ୍ତାକର୍ଷକ ଶୋଭାଯାତ୍ରାରେ…
ଆସନ୍ତୁ ଆମ ସହ ଯୋଡି ହୋଇ ନିରୋଗ ରୁହନ୍ତୁ:-ଅଜିତ କୁମାର ସାହୁ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବରିଷ୍ଠ ନାଗରିକଙ୍କ ପ୍ରୟାସରେ ବର୍ତ୍ତମାନର ସମାଜ କିଛି ଶିଖିବା ଉଚିତ।ଦିର୍ଘ ୧୫ ବର୍ଷ ହେବ ଭୋର ୪.୩୦ ମିନିଟରେ ଗୋଟିଏ ସ୍ଥାନରେ ଠୁଳ ହୋଇ ଆରମ୍ଭ କରନ୍ତି ପ୍ରାତଃ ଭ୍ରମଣ।ପ୍ରାୟ ୪ କିଲୋମିଟର ଯିବା ଏବଂ ଆସିବା ସମୟ ପ୍ରାୟ ୧ ଘଣ୍ଟାରେ ଅତିକ୍ରମ…
ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁମୋଦନ
ଭୁବନେଶ୍ୱର : ଭାରତରେ ବୃତିିଗତ ଶିକ୍ଷାକୁ ରୂପାନ୍ତରିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI)ର ଉନ୍ନତିକରଣ ଏବଂ ଦକ୍ଷତା ବିକାଶ ପାଇଁ ୫ଟି ଜାତୀୟ ଉତ୍କର୍ଷ…
ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ଦ୍ବିତୀୟ ରଜନୀର ନାଟକ “ଭିନ୍ନ ଏକ ସହଯାତ୍ରୀ” ମଞ୍ଚସ୍ଥ
https://youtu.be/MnbkE5evRNQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ ଓ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକାଦଶ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ଦ୍ବିିିତୀୟ ରଜନୀରେ ଭୂବନେଶ୍ୱରର…
ସମ୍ ଫୁଲନଖରା ଠାରେ ୧୦ମ ରାଜ୍ୟସ୍ତରୀୟ ସୋମି ସମ୍ମିଳନୀ ଅନୁଷ୍ଠିତ
ଭୁବନେଶ୍ୱର, ମଇ ୬: ଫୁଲନଖରା ଠାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ - ୨ ଓ ସୋସାଇଟି ଅଫ୍ ମିଡୱାଇଭସ୍ ଇଣ୍ଡିଆ (ସୋମି), ଓଡିଶା ଶାଖାର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ୧୦ମ ରାଜ୍ୟସ୍ତରୀୟ ସୋମି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି ସମ୍ମିଳନୀରେ ଡାକ୍ତର ଶେଫାଳି…
ସୋଆରେ ଏ.ଆଇ. ସମ୍ପର୍କିତ ଭବିଷ୍ୟତ ରୂପରେଖ ଉପରେ ଆଲୋଚନାଚକ୍ର
ଭୁବନେଶ୍ୱର, ମଇ ୬: ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ଦ୍ୱାରା ପ୍ରବର୍ତିତ ପ୍ରଯୁକ୍ତି ପରିପ୍ରେକ୍ଷୀରେ ଆଗାମୀ ପୀଢ଼ିର ମ୍ୟାନେଜରମାନଙ୍କୁ କିପରି ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିବ ସେ ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ବିଜିନେସ ଆଣ୍ଡ କମ୍ପ୍ୟୁଟର…
ମେ ୭ ତାରିଖରେ ମକ୍ ଡ୍ରିଲ୍ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର…
ଦେଶର ୨୪୪ ଟି ନାଗରିକ ପ୍ରତିରକ୍ଷା ଜିଲ୍ଲାରେ ଗ୍ରାମ ସ୍ତର ପର୍ଯ୍ୟନ୍ତ ଏହା କରାଯିବ
ରାଜ୍ୟର ୧୨ଟି ଜିଲ୍ଲାରେ ଅପରାହ୍ନ ୪ଟା ବେଳେ ମକ୍ ଡ୍ରିଲ୍
ଭୁବନେଶ୍ଵର, ତା ୬.୫.୨୫: ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ ବିପର୍ଯ୍ୟୟ ପରିଚାଳନା…