Sign in
Sign in
Recover your password.
A password will be e-mailed to you.
ପାପଡ଼ାହାଣ୍ଡି ସହିଦ ସ୍ମୃତି ସ୍ତମ୍ଭ ଓ ପାର୍କ ର ଉନ୍ନତିକରଣ ନିମନ୍ତେ ବୈଠକ
ସହିଦ ସ୍ମୃତି ପାର୍କ ପାଇଁ ୫ ଏକର ନୂତନ ଜାଗା ଚିହ୍ନଟ ର ପ୍ରସ୍ତାବ
ନବରଙ୍ଗପୁର ତା ୫/୫/୨୦୨୫: ଅଶୋକ ସାହୁ, ଶାସକ ପ୍ରଶାସକ,ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଠାରେ ଦେଶ ପାଇଁ ସହିଦ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଙ୍କ…
ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା ୦୫.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବିରିଡ଼ି ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ବରିଷ୍ଠ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…
ଡାବୁଗାଁ ରେ ପଞ୍ଚାୟତ ସମିତି ବୈଠକ, ଅଧା ରୁ ଅଧିକ ଅଧିକାରୀ ଅନୁପସ୍ଥିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୫/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ପଞ୍ଚାୟତ ସମିତି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମିତି ବୈଠକ ରେ କୃଷି, ଶିକ୍ଷା, ବନ…
କାଳ ବୈଶାଖୀରେ ରାସ୍ତା ଉପରକୁ ଓଲଟି ପଡ଼ିଲା ଶାଳ ଗଛ; ୪୦ ମିନିଟ୍ ଧରି ରାସ୍ତା ଅବରୋଧ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଆଜି ଅପରାହ୍ଣରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ଭଞ୍ଜନଗରରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଉପରେ ଏକ ବିରାଟ ଶାଳ ଗଛ ଓଲଟି ପଡ଼ିବା ଯୋଗୁଁ ଦୀର୍ଘ ଚାଳିଶି ମିନଟ୍ ଧରି ରାସ୍ତା ଅବରୋଧ ହେବା ସହ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମଟର ଅଟକି…
ପରଲୋକରେ ସଂଗ୍ରାମୀ ଚାଷୀ ନେତା ସଦାନନ୍ଦ ପୁଜାରୀ
ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଗ୍ରାମର ଚାଷୀ ନେତା ତଥ ସୁନାମଧନ୍ୟ ପୁରୋହିତ ଭାବେ ପରିଚିତ ସଦାନନ୍ଦ ପୂଜାରୀ ୭୨ ବର୍ଷ ବୟସରେ ଏକ ଘରୋଇ ନର୍ସିଂହୋମ ରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି ।କିଛି ଦିନ ପୁର୍ବରୁ ତାଙ୍କୁ ବ୍ରେନ ଷ୍ଟ୍ରୋକ ହୋଇଥିଲା । ତାଙ୍କ…
ଜାତୀୟ ସ୍ତରୀୟ ଦିବାରାତ୍ର ଟି ୨୦ କ୍ରିକେଟ ଆନେକ୍ସ କପ ଉଦଘାଟିତ
ଜଗତସିଂହପୁର,ତା-୦୫.୦୫.୨୦୨୫/ସୁମନ୍ତ କୁମାର ଦାସ:ଉଦ୍ଘାଟନ ଭାବେ ଯୋଗଦେଇ ଥିଲେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଥିବା ବେଳେମୁଖ୍ୟ ଅତିଥିଭାବେ ଭବାନୀ ଶଙ୍କର ଉଦ୍ଗାତା, ସାମ୍ନାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷ…
ଭଞ୍ଜନଗର ପୋଲିସ ପଞ୍ଜାରେ ମାଁ ବ୍ୟାଘ୍ରଦେବୀ ଙ୍କ ଅଳଙ୍କାର ଚୋର !
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଶହ ଶହ ବର୍ଷ ର ବହୁ ପୁରାତନ ଓ ଲକ୍ଷ ଲକ୍ଷ ଜନସାଧାରଣ ଙ୍କ ଆସ୍ଥା ଓ ବିଶ୍ଵାସର ଦେବୀ କୁଲାଡ ଗ୍ରାମର ମାଁ ବ୍ୟାଘ୍ର ଦେବୀ ମନ୍ଦିର ରୁ ମାଁ ଙ୍କ ଦେହରୁ ସର୍ବଶ୍ଵ ଅଳଙ୍କାର ଲୁଟି ନେଇଥିବା ଅପରାଧି ମାନେ ଆଜି ଭଞ୍ଜନଗର ପୋଲିସ ପଞ୍ଜାରେ। ଏହି ମନ୍ଦିର ଅଳଙ୍କାର…
ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ
ମୟୁରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ। - ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଝାରପୋଖରୀଆ ପଞ୍ଚାୟତ ନିକଟ ଝାରବେଡା ଖେଳ ପଡିଆରେ ସୀମାନ୍ତ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଦିବାରାତ୍ର ମ୍ୟାଚକୁ, ମୁଖ୍ୟ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ…
ଟିପିଏସ୍ଓଡିଏଲ୍ ପକ୍ଷରୁ ବୌଦ୍ଧରେ ଭରସାଯୋଗ୍ୟ ବିଜୁଳି ସେବା ପାଇଁ କଣ୍ଟାମାଳ ପିଏସ୍ଏସର କ୍ଷମତା ବୃଦ୍ଧି
ଟ୍ରାନ୍ସଫର୍ମର କ୍ଷମତା ୬.୫ ଏମଭିଏ ରୁ ୮.୧୫ ଏମଭିଏକୁ ବୃଦ୍ଧି
୫ ହଜାରରୁ ଉର୍ଦ୍ଧ୍ବ ଉପଭୋକ୍ତା ଭରସାଯୋଗ୍ୟ ବିଜୁଳି ସେବା ପାଇବେ
କଣ୍ଟାମାଳ ବ୍ଲକର ଗୁରୁତ୍ୱପୂର୍ଣ୍ଣ ଫିଡରଗୁଡ଼ିକୁ ସ୍ଥାୟୀ ଏବଂ ଗୁଣାତ୍ମକ ବିଜୁଳି ଯୋଗାଣ
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ବିଦ୍ୟୁତ…