ନୂଆପଡ଼ା ସହରର ପ୍ରଥମ ସ୍ଵୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଏକତା ଛକରେ ଉଦ୍ଘାଟିତ

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ସହରର ବହୁ ପ୍ରତୀକ୍ଷିତ ପ୍ରଥମ ସ୍ଵୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଏକତା ଛକରେ ଉଦ୍ଘାଟିତ ହୋଇଯାଇଛି l ଏହି ସମାରୋହରେ ମାନ୍ୟବର ବିଧାୟକ ନୂଆପଡ଼ା ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ…

ଅଞ୍ଚଳର ବିକାଶଧାରାକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକଙ୍କ ସହ “ପ୍ରେସକ୍ଲବ”ର ଆଲୋଚନା

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ପ୍ରେସ କ୍ଲବ ସଭାପତି ରାମକୃଷ୍ଣ ଚୌଧୁରୀଙ୍କ ସହ ସମ୍ପାଦକ ଅନିଲ କୁମାର ଦଳବେହେରା, ଉପ-ସଭାପତି ପ୍ରସନ୍ନ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ଦେବନାଥ ଦଳବେହେରା, ସହ ସମ୍ପାଦକ ସୁଜିତ କୁମାର ସାହୁ, ସାଙ୍ଗଠନିକ ସମ୍ପାଦକ…

ଓଡ଼ିଶା ଫୁଟବଲ୍ ସଂଘ ଦ୍ଵାରା ଗ୍ରୀଷ୍ମ କାଳୀନ କୋଚିଂ କେମ୍ପ ଆରମ୍ଭ

ନବରଙ୍ଗପୁର 16/05/2025, ଅଶୋକ ସାହୁ, ଶାସକ ପ୍ରଶାସକ: ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଓଡିଶା ଫୁଟବଲ୍ ସଂଘ ଓ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ମିଳିତ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲାର ଫୁଟବଲ୍ ଖେଳାଳିଙ୍କ ପାଇଁ କୋଚିଂ କେମ୍ପ୍ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଜିଲ୍ଲା କ୍ରୀଡା ସଂଘର…

ଶିକ୍ଷାନୁଷ୍ଠାନ ଗୁଡିକରେ ୧୧.୨୫ ପ୍ରତିଶତ ସିଟ ସଂରକ୍ଷଣ ଘୋଷଣା କେବଳ ଏକ ଧୋକା ଓ ପ୍ରବଞ୍ଚନା: ଡ. ଅରୁଣ ସାହୁ

 ଏସସି ଏସଟି ଓ ପଛୁଆବର୍ଗଙ୍କ ପାଇଁ ଲଢେଇ ଜାରି ରହିବ: ବିଜେଡି  ଇଂଜିନିୟରିଂ ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ହୋଇନାହିଁ କାହିଁକି?  କେବଳ ଆସନ ଖାଲି ପଡୁଥିବା ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଘୋଷଣା ଏକ ପ୍ରବଞ୍ଚନା ଆସନ୍ତା ୨୧ ତାରିଖରେ…

ଯାତ୍ରୀ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ଅଧିକ କୋଚ୍ ସଂଯୋଗ

ଭୁବନେଶ୍ୱର, 16 ମଇ, 2025: ହାଓଡ଼ା ଏବଂ ପୁରୀ ମଧ୍ୟରେ ଦ୍ରୁତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ଉପଲବ୍ଧ କରାଇବା ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ 22895/22896 ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ 25% କୋଚ୍ ବୃଦ୍ଧି ଘୋଷଣା କରିଛି | ଆଜିଠାରୁ,…

ବଜ୍ରପାତରେ ଜଣେ ମୃତ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )--କାଳବୈଶାଖୀ ଝଡ଼ ସମୟରେ ବଜ୍ରାଘାତରେ ଜଣେ ଯୁବତୀ ମୃତ୍ୟୁବରଣ କରିଥିବା ଜଣାପଡିଛି ।ମୃତ ଯୁବତୀ ଜଣକ ହେଲେ,ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରୀ ବ୍ରହ୍ମପୁର ଗ୍ରାମର ପୁର୍ଣ୍ଣଚନ୍ଦ୍ର ଗୌଡଙ୍କ ଅବିବାହିତ ଝିଅ ରୀତା ଗୌଡ(୩୧) ।ସେ ଗ୍ରାମ ନିକଟସ୍ଥ ଆମ୍ବ କାଜୁ…

ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ଯାତ୍ରା:ମନ ମୋହୁଛି ପ୍ରସିଦ୍ଧ ବାଘ ବେଶ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠାର ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଚାଲିଥିବା ବେଳେ ସହର ଉତ୍ସବମୁଖର ହୋଇଉଠିଛି ।ଯାତ୍ରାକୁ ଆହୁରି ରଙ୍ଗ ଦେଉଛନ୍ତି ବିଭିନ୍ନ ବେଶ ଧାରୀ ମାନେ ।ଏଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ଲୋକକଳା, ସଂସ୍କୃତି ସହିତ ଜଡିତ ମଣିଷ ବାଘ…

ଓଡିଶା ରାଜ୍ୟ ପୋଲିସ୍ ମହାସଂଘ ସହ ସମ୍ପାଦକ ଭାବେ ଇନ୍ସପେକ୍ଟର ଖଗେଶ୍ୱର ଖୋସଲା ନିର୍ବାଚିତ

ନବରଙ୍ଗପୁର, ତା: ୧୬.୦୫.୨୦୨୫ଅଶୋକ ସାହୁ, ଶାସକ ପ୍ରଶାସକ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ଶ୍ରୀ ଖଗେଶ୍ୱର ଖୋସଲା ଓଡିଶା ରାଜ୍ୟ ପୋଲିସ୍ ମହାସଂଘର ସହ ସମ୍ପାଦକ ନିର୍ବାଚିତ ହୋଇଛନ୍ତି. ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଥମ ପୋଲିସ ଭାବେ…

ସମ୍ବଲପୁର ସହରରେ ଆଉ ଏକ ୧୧କେ.ଭି.ଭୂତଳଲାଇନର ଶୁଭାରମ୍ଭ

ବୁର୍ଲା, ୧୫ ମଇ ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ଼ (ଟିପିଡବ୍ଲ୍ୟୁଓଡିଏଲ୍) ପକ୍ଷରୁ ଅଇଁଠାପାଲି ସ୍ଥିତ ୩୩/୧୧ କେ.ଭି.ପାୱାର୍ ସବଷ୍ଟେସନ୍ (ପିଏସ୍ଏସ୍) ଠାରୁ ସମ୍ବଲପୁର ସହରର ଜ୍ୟୋତି ମାର୍କେଟ…

କୃଷି ଓଭର୍‍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି

ଉପକୃତ ହେବେ ୧୨୫୭ କୃଷି ଓଭର୍‍ସିଅର ଭୁବନେଶ୍ୱର: କୃଷି ଓଭର୍‍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, କୃଷି ଓଭର୍‍ସିଅର ମାନଙ୍କୁ ଅତି କମରେ ୨୦…