Sign in
Sign in
Recover your password.
A password will be e-mailed to you.
କେନ୍ଦୁଝର ନାଗରିକ ବିକାଶ ପରିଷଦର ସ୍ଵତନ୍ତ୍ର ବୈଠକ
ଭୁବନେଶ୍ବର: ୧୧/୦୫/୨୦୨୫ : ଆଜି କେନ୍ଦୁଝର ନାଗରିକ ବିକାଶ ପରିଷଦ ର ଏକ ସ୍ଵତନ୍ତ୍ର ବୈଠକ ପ୍ରଫେସର ହାଡିବନ୍ଧୁ ପଟ୍ଟନାୟକଙ୍କ ସଭାପତିତ୍ବରେ ପରିଷଦର ୟୁନିଟ୍ ୩ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ମାଟିର ସୁଯୋଗ୍ୟ ସନ୍ତାନ ଶ୍ରୀଯୁକ୍ତ ମୋହନ ଚରଣ ମାଝି ରାଜ୍ୟର…
ଗନ୍ଧମାର୍ଦ୍ଦନ ପାହାଡ ଉପରୁ ବୃଦ୍ଧା ଉଦ୍ଧାର, ପାହାଡ ରୁ ଓହ୍ଲାଇଲା ବେଳେ ହୋଇଥିଲେ ଅସୁସ୍ଥ
ଖପ୍ରାଖୋଲ ୧୩/୫(ହେମସାଗର ସାହୁ) ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ସମୟରେ ହରିଶଙ୍କର ଓ ନୃସିଂହନାଥ ରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁ ମାନେ ଗନ୍ଧମାର୍ଦ୍ଦନ ପାହାଡ଼ ଚଢ଼ିବାର୍ ମଜା ନେଇଥିଲେ।୫ ଦିନ ମଧ୍ୟରେ ପ୍ରାୟ ୫୦ ହଜାର ଶ୍ରଦ୍ଧାଳୁ ପାହାଡ ଚଢ଼ିଥିବା…
ସାରିଆପଲ୍ଲୀ ଗ୍ରାମରେ ଅପରେସନ ସିନ୍ଦୁର ର ସଫଳ ଶୋଭାଯାତ୍ରା।
ବେଲଗୁଣ୍ଠା -:(ଶିବରାମ ଚୌଧୁରୀ) : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଂଙ୍ଗିନାଠୀ ପଞ୍ଚାୟତର ସାରିଆପଲ୍ଲୀ ଗ୍ରାମରେ ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମେ ଗ୍ରାମର ପ୍ରାରମ୍ଭ ରେ ଥିବା ହନୁମାନ ମନ୍ଦିରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧରେ ଭାରତ ର…
କଲମପୁର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକସ୍ତରୀୟ କଳାହାଣ୍ଡି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ…
ମୋବାଇଲି ଟାଓ୍ବାର ବେଟେରି ଚୋରି କରିନେବା ବେଳେ ଧରାପଡି ଜେଲଗଲେ ୩ଜଣ ।
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ -ଲୋକଙ୍କ ଯୋଗାଯୋଗ ର ମାଧ୍ୟମ ହେଉଛି ମୋବାଇଲ ।ଦୁର୍ଗମ ଅଞ୍ଚଳ ର ମୋବାଇଲ ସେବା ଯୋଗାଇ ଆସୁଥିବା ଜିଇଓ ଟାଓ୍ବାର ର ବେଟେରି ଚରାଇ ଲୋକଙ୍କ ହାତରେ ଧରାପଡି ଜେଲ ଗଲେ ୩ ଜଣ ଯୁବକ ।ରାୟଗଡା ଜିଲା କାଶିପୁର ବ୍ଲକର ଟିକିରି ଥାନା ଅନ୍ତର୍ଗତ ନିସିଖାଲ…
ନାଉଗାଁ ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା ୧୩.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି…
ରାସ୍ତା ପାଇଁ ତହସିଲ ସାମ୍ନା ରେ ଗଣଧାରଣା
ଅସ୍ତରଙ୍ଗ୧୩/୫ : ଆଜି ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ଡିହ କରଡ଼ା ଗ୍ରାମ ର ପାଖାପାଖି ଶହେ ରୁ ଉର୍ଦ୍ଧ ଲୋକ ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି l ସୂଚନା ମୁତାବକ ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ଙ୍କ ଦ୍ୱାରା ତାଳଦା ପଞ୍ଚାୟତ ଡିହ କରଡ଼ା ରୁ…
କାଳ ସାଜିଲା ଭୋଜିକୁ ଯିବା:ଟାଟାଏସି ଓଲଟି 2 ମୃତ 15ରୁ ଉର୍ଦ୍ଧ ଆହତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ସୋରଡ଼ା ଭଞ୍ଜନଗର ମୁଖ୍ୟ ରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗ୍ରାମ ନିକଟ ବୁଲାଣି ରାସ୍ତାରେ ମଙ୍ଗଳବାର ଏକ ଟାଟାଏସି ଗାଡି ଭାରସାମ୍ୟ ହରାଇ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ସୋରଡ଼ା ନିକଟସ୍ଥ ବାଘଲିଙ୍ଗିରୁ ସାନବୋରସିଙ୍ଗି ନିକଟ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,…
ତିନି ମହିଳାଙ୍କୁ ଅସଦାଚରଣ କରି ଅଭିଯୁକ୍ତ ଜେଲ୍ ଗଲେ
ଖପ୍ରାଖୋଲ ତା ୧୩/୫ (ହେମସାଗର ସାହୁ)ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ହସ୍ପିଟାଲ ପଡ଼ାରେ ରବିବାର ରାତି ୩ ମହିଳାଙ୍କୁ ରାଜକୁମାର ରାଓ(୫୫) ନାମକ ଜଣେ ବ୍ୟକ୍ତି ଟଣା ଓଟରା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା l ଅଭିଯୋଗ କୁ ଭିତ୍ତି କରି ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଥିଲେ…