Sign in
Sign in
Recover your password.
A password will be e-mailed to you.
ସିଦ୍ଧଳ ରଥଯାତ୍ରା ନିମନ୍ତେ କାର୍ଯ୍ୟ ସମୀକ୍ଷା ବୈଠକ
ଜଗତସିଂହପୁର,ତା୧୪.୦୫.୨୦୨୫/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ସିଦ୍ଧଳ ଠାରେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ବିଭିନ୍ନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ କହିଲେ ଯେ ଚଳିତ ବର୍ଷ ରଥଯାତ୍ରା…
ହରିଶଙ୍କର ମନ୍ଦିର ପରିସର ଓ ମେଲାସ୍ଥଳ ସଫେଇ କଲେ ବିଭିନ୍ନ ସଙ୍ଗଠନ, ସାମିଲ ହେଲେ ସରକାରୀ ଅଧିକାରୀ
ଖପ୍ରାଖୋଲ ୧୪/୫(ହେମସାଗର ସାହୁ)ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପ୍ରମୁଖ ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ରେ ଗତ ୮ ରୁ ୧୨ ତାରିଖ ଯାଏଁ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ…
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ।
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ପ୍ରାକୃତିକ…
ଡାବୁଗାଁ ଓଡିଶା ଆଦର୍ଶ ବିଦ୍ୟାଳୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ୯୭% ଓ ଦ୍ୱାଦଶ ରେ ଶତପ୍ରତିଶତ ପିଲା ପାସ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୦୫/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଡଙ୍ଗରିଗୁଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ର ସିବିଏସସି ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଅଦ୍ଭୂତ୍ତପୂର୍ବ ସଫଳତା ହାସଲ କରିଛନ୍ତି। ପୂର୍ବ ବର୍ଷ ତୁଳନା ରେ ଚଳିତ ବର୍ଷ ଦଶମ ରେ…
ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘ ର ନବ ନିଯୁକ୍ତ ଉପ ସଭାପତି ଙ୍କୁ ଡାବୁଗାଁ ରେ ଭବ୍ୟ ସ୍ଵାଗତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୦୫/୨୫ ରାୟଗଡ଼ା ଠାରେ ଅନୁଷ୍ଠିତ ଦକ୍ଷିଣ ଓଡ଼ିଶା ଆଦିବାସୀ ମହା ସଂଘର ଦୁଇ ଦିନିଆ ଅଧିବେଶନ ରେ ରାଜ୍ୟ ସ୍ତରୀୟ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଆଦିବାସୀ ମହାସଂଘ ଦ୍ଵାରା ଅନୁବନ୍ଧିତ (ଆମୋ)ଦକ୍ଷିଣ ଓଡ଼ିଶା…
ବେଲଗୁଣ୍ଠା ବ୍ଳକ୍ ଓଡିଶା ଆଦର୍ଶ ବିଦ୍ୟାଳୟର ପରୀକ୍ଷା ଫଳ ; ୯୫ ପ୍ରତିଶତ ନମ୍ବର୍ ରଖି ସ୍ଵୟଂଶାଳିନୀଙ୍କ ସଫଳତା ହାସଲ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ମଙ୍ଗଳବାର ପ୍ରକାଶ ପାଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଦଶମିକ ଏବଂ ଦ୍ଵାଦଶ ଶ୍ରେଣୀ ପରୀକ୍ଷାଫଳ I ଏଥିରେ ବେଲଗୁଣ୍ଠା ବ୍ଳକ୍ ପ୍ରତାପ ଲକ୍ଷ୍ମଣପୁର ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପୂର୍ବ ବର୍ଷ ଗୁଡିକ ରେକର୍ଡ଼କୁ ଭାଙ୍ଗି ଉଲ୍ଲେଖନୀୟ…
ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଶୁଭାରମ୍ଭ
ବିଜେପୁର :-ବରଗଡ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିର୍ଧାରିତ ତାରିଖ ଅନୁଯାୟୀ ଆଜି ଜିଲ୍ଲାର ସମସ୍ତ ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି l ଏହି କ୍ରମରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମବାୟ ସମିତିର ଧାନ କ୍ରୟ କେନ୍ଦ୍ର ଗୁଡ଼ିକ ବୁଧବାର ଦିନ ଶୁଭାରମ୍ଭ ହୋଇଯାଇଛି l…
ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଶୁଗୋ ପଞ୍ଚାୟତ ରେ ସୂଗୋ ନୋଡାଲ ଉଚ୍ଚ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ରେ ପୁରାତନ ଛାତ୍ର ତଥା ପୂର୍ବତନ ବିଧାୟକ ଧାମନଗର ମୁକ୍ତି କାନ୍ତ…
ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ
କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା
ଭୁବନେଶ୍ୱର, ୧୩ ।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଏଥିରେ ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀରେ କିଟ୍…
ନ୍ୟାସ୍ନାଲ ଟେକ୍ନୋଲଜି ଡେ-୨୦୨୫ ଉପଲକ୍ଷେ ଭୁବନେଶ୍ୱରରେ ମେ ୧୭ ରୁ ବକ୍ତୃତାମାଳା
ଭୁବନେଶ୍ୱର, ମେ ୧୩: ପ୍ରତିବର୍ଷ ମେ ୧୧ ତାରିଖ ଦିନ ୧୯୯୮ ମସିହାରେ ଭାରତ ଦ୍ୱାରା ସଫଳତାର ସହ କରାଯାଇଥିବା ପରମାଣୁ ବିସ୍ଫୋରଣକୁ ସ୍ମରଣ କରି ଦେଶରେ ନ୍ୟାସନାଲ ଟେକ୍ନୋଲୋଜି ଡେ ପାଳନ କରାଯାଏ ।ଏହି ଦିନଟିକୁ ଭାରତର ବୈଜ୍ଞାନିକ, ଗବେଷକ ଓ ଇଞ୍ଜିନିୟର ମାନଙ୍କର ସଫଳତାକୁ ମନେ ପକାଇ ଏକ ଉତ୍ସବ…