ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଗନ୍ଧମାର୍ଦ୍ଦନ ପାହାଡ଼ର ଐତିହ୍ୟ ସ୍ଥଳୀ ଭୀମା ମୁଡିଆର ସଫେଇ କାର୍ଯ୍ୟକ୍ରମ

ଖପ୍ରାଖୋଲ, ୧୬।୫ (ହେମସାଗର ସାହୁ) ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ଅବସ୍ଥିତ ପଶ୍ଚିମ ଓଡ଼ିଶାର ପ୍ରମୁଖ ହରି ଓ ହରଙ୍କ ପବିତ୍ର ପୀଠସ୍ଥଳୀ ତଥା ଓଡ଼ିଶାର ପ୍ରମୁଖ ତୀର୍ଥ ସ୍ଥଳୀ ହରିଶଙ୍କର ଏବଂ ନୃସିଂହନାଥ ରେ ଗତ ତା ୮ ରୁ ନେଇ ୧୨ ତାରିଖ ଯାଏଁ ନୃସିଂହ ଚତୁର୍ଦ୍ଦଶୀ ମେଳା ବୈଶାଖ ଯାତ୍ରା ତଥା…

ଅଗ୍ନିକାଣ୍ଡ ଘଟାଇ ଅର୍ଦ୍ଧଦଗ୍ଧ ଅବସ୍ଥା ରେ ଅଭିଯୁକ୍ତ ଗିରଫ

ଅସ୍ତରଙ୍ଗ୧୬/୫, ଅସ୍ତରଙ୍ଗ ବ୍ଲକ ଅଧୀନ ଆଳସାହି ପଞ୍ଚାୟତ ର ଓଳିହାଁ ଗ୍ରାମ ବାବା ଐଶାନେସ୍ୱର ଶୈବ ପିଠ ସାମ୍ନା ରେ ଆଜି ଭୋର ୩ଘଟିକା ୩୦ ମିନିଟ ସମୟ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ କାଣ୍ଡ l ଏହି ଗ୍ରାମ ର କ୍ଷେତ୍ରବାସୀ ବେହେରା ଙ୍କ ୩୮ ବର୍ଷୀୟ ପୁଅ ପ୍ରଭାତ ବେହେରା ଦୀର୍ଘ ବର୍ଷ ହେବ…

ଫାଶୀମାଲ ରେ ମନରେଗା ଦୁର୍ନୀତି, ଟଙ୍କା ନ ଦେଲେ ଗୁଣ୍ଡା ପଠାଉଛି ପ୍ରଶାସନ !!!

ପଂଚାୟତ ପ୍ରଶାସନ ଗୁଣ୍ଡା ଲଗାଇ ଲୋକଙ୍କ ଠୁ ଆଦାୟ କରୁଛି ଟଙ୍କା !!!!!!! ଜମନକିରା, (ଲିପନ ନାଏକ ) : ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଯୋଜନାରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗରିବ ଜନ ସାଧାରଣ ଙ୍କୁ ରୋଜଗାର ଦେଉଥିବା ବେଳେ ଏହି ଯୋଜନାରେ କିଛି ଅଧିକାରୀଙ୍କ…

ଜୁନାନି – ଫୁଲକୁଶମ ରାସ୍ତା କାର୍ଯ୍ୟ ରେ ଅନିୟମିତତା: ନିମ୍ନମାନର କାର୍ଯ୍ୟ ପାଇଁ ଫାଟିବାକୁ ବସିଲାଣି କଲଭଟ

ଜମନକିରା ୧୬। ୫,(ଲିପନ ନାଏକ): ଜମନକିରା ଗ୍ରାମୀଣ ବିକାଶ କାର୍ଯ୍ୟାଳୟ ଅଧୀନରେ ଜୁନାନି ରେଙ୍ଗାଲ ବେଡା ଦେଇ କଲାପାଟ ରାସ୍ତା କାର୍ଯ୍ୟ ନିମ୍ନ ମାନର ହେଉଥିବା ଗ୍ରାମ ବାସି ପୂର୍ବରୁ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତା ନିର୍ମାଣ ପାଇଁ ଜୁନାନି ଗ୍ରାମବାସୀଙ୍କୁ ଅନେକ ସଂଘର୍ଷ କରିଥିଲେ। ହେଲେ…

ନୂଆପଡ଼ା ସହରର ପ୍ରଥମ ସ୍ଵୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଏକତା ଛକରେ ଉଦ୍ଘାଟିତ

ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ସହରର ବହୁ ପ୍ରତୀକ୍ଷିତ ପ୍ରଥମ ସ୍ଵୟଂ ଚାଳିତ ଟ୍ରାଫିକ୍ ନିୟନ୍ତ୍ରଣ ସିଗ୍ନାଲ ପଏଣ୍ଟ ଏକତା ଛକରେ ଉଦ୍ଘାଟିତ ହୋଇଯାଇଛି l ଏହି ସମାରୋହରେ ମାନ୍ୟବର ବିଧାୟକ ନୂଆପଡ଼ା ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ…

ଅଞ୍ଚଳର ବିକାଶଧାରାକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକଙ୍କ ସହ “ପ୍ରେସକ୍ଲବ”ର ଆଲୋଚନା

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଘୁ.ଉଦୟଗିରି ପ୍ରେସ କ୍ଲବ ସଭାପତି ରାମକୃଷ୍ଣ ଚୌଧୁରୀଙ୍କ ସହ ସମ୍ପାଦକ ଅନିଲ କୁମାର ଦଳବେହେରା, ଉପ-ସଭାପତି ପ୍ରସନ୍ନ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ଦେବନାଥ ଦଳବେହେରା, ସହ ସମ୍ପାଦକ ସୁଜିତ କୁମାର ସାହୁ, ସାଙ୍ଗଠନିକ ସମ୍ପାଦକ…

ଓଡ଼ିଶା ଫୁଟବଲ୍ ସଂଘ ଦ୍ଵାରା ଗ୍ରୀଷ୍ମ କାଳୀନ କୋଚିଂ କେମ୍ପ ଆରମ୍ଭ

ନବରଙ୍ଗପୁର 16/05/2025, ଅଶୋକ ସାହୁ, ଶାସକ ପ୍ରଶାସକ: ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଓଡିଶା ଫୁଟବଲ୍ ସଂଘ ଓ ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘର ମିଳିତ ଆନୁକୁଲ୍ୟରେ ନବରଙ୍ଗପୁର ଜିଲ୍ଲାର ଫୁଟବଲ୍ ଖେଳାଳିଙ୍କ ପାଇଁ କୋଚିଂ କେମ୍ପ୍ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଜିଲ୍ଲା କ୍ରୀଡା ସଂଘର…

ଶିକ୍ଷାନୁଷ୍ଠାନ ଗୁଡିକରେ ୧୧.୨୫ ପ୍ରତିଶତ ସିଟ ସଂରକ୍ଷଣ ଘୋଷଣା କେବଳ ଏକ ଧୋକା ଓ ପ୍ରବଞ୍ଚନା: ଡ. ଅରୁଣ ସାହୁ

 ଏସସି ଏସଟି ଓ ପଛୁଆବର୍ଗଙ୍କ ପାଇଁ ଲଢେଇ ଜାରି ରହିବ: ବିଜେଡି  ଇଂଜିନିୟରିଂ ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ପଛୁଆବର୍ଗଙ୍କ ପାଇଁ ସଂରକ୍ଷଣ ହୋଇନାହିଁ କାହିଁକି?  କେବଳ ଆସନ ଖାଲି ପଡୁଥିବା ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଘୋଷଣା ଏକ ପ୍ରବଞ୍ଚନା ଆସନ୍ତା ୨୧ ତାରିଖରେ…

ଯାତ୍ରୀ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ ଅଧିକ କୋଚ୍ ସଂଯୋଗ

ଭୁବନେଶ୍ୱର, 16 ମଇ, 2025: ହାଓଡ଼ା ଏବଂ ପୁରୀ ମଧ୍ୟରେ ଦ୍ରୁତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ଉପଲବ୍ଧ କରାଇବା ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ 22895/22896 ହାଓଡ଼ା-ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସରେ 25% କୋଚ୍ ବୃଦ୍ଧି ଘୋଷଣା କରିଛି | ଆଜିଠାରୁ,…

ବଜ୍ରପାତରେ ଜଣେ ମୃତ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )--କାଳବୈଶାଖୀ ଝଡ଼ ସମୟରେ ବଜ୍ରାଘାତରେ ଜଣେ ଯୁବତୀ ମୃତ୍ୟୁବରଣ କରିଥିବା ଜଣାପଡିଛି ।ମୃତ ଯୁବତୀ ଜଣକ ହେଲେ,ବେଲଗୁଣ୍ଠା ଥାନା ଅନ୍ତର୍ଗତ କେବିରୀ ବ୍ରହ୍ମପୁର ଗ୍ରାମର ପୁର୍ଣ୍ଣଚନ୍ଦ୍ର ଗୌଡଙ୍କ ଅବିବାହିତ ଝିଅ ରୀତା ଗୌଡ(୩୧) ।ସେ ଗ୍ରାମ ନିକଟସ୍ଥ ଆମ୍ବ କାଜୁ…