Sign in
Sign in
Recover your password.
A password will be e-mailed to you.
ବିଶ୍ୱ କଇଁଛ ଦିବସ :ବିଲୁପ୍ତ ପଥରେ ଥିବା ଅଲିଭ୍ ରିଡ୍ଲେଙ୍କ ସୁରକ୍ଷା ପାଇଁ ଯୋଜନା
ଧାମରା, ୨୨.୦୫.୨୦୨୫: ୨୦୦ ନିୟୁତ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି, ସାମୁଦ୍ରିକ ଅଲିଭ ରିଡ୍ଲେ କଇଁଛମାନେ ଉଭୟ ଜଳ ଓ ସ୍ଥଳରେ ବିଚରଣ କରି ବିଲୁପ୍ତିର ସମ୍ମୁଖୀନ ହୋଇ ଆସୁଛନ୍ତି । ମନ୍ଥର-ଗତିରେ ଚଳପ୍ରଚଳ କରୁଥିବା ବିଶ୍ୱର ଏହି ବିଲୁପ୍ତ ପ୍ରାୟ ସରୀସୃପ ସୃଷ୍ଟିର ଅନାଦି କାଳରୁ ଜଳ ଓ ସ୍ଥଳରେ…
କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ଜନସାଧାରଣଙ୍କୁ ପରାମର୍ଶ
ସ୍ଥିତି ଉପରେ ରାଜ୍ୟ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି
ଭୁବନେଶ୍ୱର, ତା 22/5/25: ଜନସାଧାରଣଙ୍କୁ କୋଭିଡକୁ ନେଇ ଭୟଭୀତ ନ ହେବା ପାଇଁ ଆଜି ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର କୋଭିଡ୍ ଘଟଣା…
ବାମରା ବ୍ଲକ ଅଧ୍ୟକ୍ଷାଙ୍କ କାର ଦୁର୍ଘଟଣା ଗ୍ରସ୍ତ : ପରିବାରର ତିନି ସମେତ ଚାରି ଆରୋହୀ ଆହତ।
ବାମରା (ଲିପନ ନାଏକ): ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ କାର ବୁଧବାର ଦିନ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ତାଙ୍କର ପରିବାର ତିନି ଜଣ ସଦସ୍ୟ ସମେତ ମୋଟ ଚାରି ଜଣ ଆହତ ହୋଇଥିଲେ, ତେବେ ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ହେବାରୁ…
କନିଷ୍ଠ ଯନ୍ତ୍ରୀ ଙ୍କ ଅବହେଳା କାରଣ ରୁ ଗୋବିନ୍ଦପୁର ପଞ୍ଚାୟତ ରେ ଉନ୍ନୟନ କାର୍ଯ୍ୟ ଠପ୍ , ମନରେଗା ରେ କାମ ପାଇବା ରୁ…
ବାମରା (ଲିପନ ନାଏକ ) ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରି ଥିବା ବେଳେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଲେ ଆଉଟ୍ ଦେବା ପାଇଁ ନ ଆସିବାରୁ ସମସ୍ତ ପ୍ରକାର ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ ଠପ୍…
ଅଚ୍ୟୁତ ସାମନ୍ତଙ୍କ ନାମରେ ନାମିତ ହେଲା ଆମେରିକାର ଗବେଷଣା ପ୍ରତିଷ୍ଠାନ
ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କସ୍ଥିତ ସିଟି ୟୁନିଭର୍ସିଟିରେ ଶିକ୍ଷାବିତ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ନାମରେ ଏକ ଗବେଷଣା ପ୍ରତିଷ୍ଠାନ ନାମିତ କରାଯାଇଛି। ପ୍ରତିଷ୍ଠାନର ନାମ ରହିଛି ‘ଅଚ୍ୟୁତ ସାମନ୍ତ ଇଣ୍ଡିଆ ଇନିସିଏଟିଭ୍ କ୍ୟୁନି କ୍ରେଷ୍ଟ ଇନଷ୍ଟିଚ୍ୟୁଟ’ (ଏଏସଆଇଆଇସିସିଆଇ)।…
ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାଟିଗାଁ ଦ୍ୱାଦଶ ଶ୍ରେଣୀ (+2)କଳା ବିଭାଗ ପରୀକ୍ଷା ଫଳ ପ୍ରକାଶ
ଅଶୋକ ସାହୁ, ଶାସକ ପ୍ରଶାସକ: ଜିଲ୍ଲା ସ୍ତରୀୟ ରିଜଲ୍ଟ ୬୮%ଥିଲା ବେଳେ ଭାଟିଗାଁ ବିଦ୍ୟାଳୟର 95% ରିଜଲ୍ଟ କରିଛନ୍ତି।ପ୍ରଥମ 12ଟି ଦ୍ୱିତୀୟ 31ଟି ତୃତୀୟ 69ଟି ମୋଟ 1163112ଛାତ୍ର ଛାତ୍ରୀ କୃତ କାର୍ଯ୍ୟ ଲାଭ କରିଛନ୍ତି ।ମନମତି ଭତରା 431ମାର୍କ 71.15%ରଖି ଟପ୍ପର ହୋଇଛନ୍ତି। ପ୍ରକାଶ ଥାଉ…
ବାମରା ଶିଶୁ ବିକ୍ରି ଘଟଣା–ଉଦ୍ଧାର ପରେ ଶିଶୁ ଯତ୍ନ କେନ୍ଦ୍ରରେ ଉପସ୍ଥାପନ
ବାମରା (ଲିପନ ନାଏକ )ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର(ଭିଏଏସ କଲୋନୀ)ନିବାସୀ ବିନୋଦ ସିଂ(୩୫ )ନିଜ ସ୍ତ୍ରୀକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା କାରଣରୁ ସେ ନିଜର ୩ ଶିଶୁ କନ୍ୟାକୁ ଛାଡ଼ି କୁଆଡେ ଚାଲି ଯାଇଥିଲେ । ଏହାପରେ ବିନୋଦ ସିଂ ଏକୁଟିଆ ୩ ଜଣ ଶିଶୁ…
ତୃଣମୂଳ ସ୍ତରରେ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଅନୁଭୂତି କର୍ମଶାଳା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସାଇ ଇଣ୍ଟରନେସନାଲରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଡବ୍ଲୁ.ଓ.ଟି.ଆର୍ ଆନୁକୂଲ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ୱନ୍ଧୀୟ ଅନୁଭୂତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଉଠାଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ…
ବେଦାନ୍ତ ଆଲୁମିନିୟମର ସଙ୍ଗମ ଜଳବିଭାଜିକା ପ୍ରକଳ୍ପ
କଳାହାଣ୍ଡିର ୨୨,୦୦୦ ଲୋକଙ୍କୁ ବର୍ଷସାରା ଜଳ ସୁରକ୍ଷା ପ୍ରଦାନ କରିବ
ଭୁବନେଶ୍ୱର, ୨୧/୦୫/୨୫: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଜଳ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି, ଯାହା ପୂର୍ବରୁ ମରୁଡ଼ି…
ଓଡିଶାରେ ଯୁବ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ‘ଏନର୍ଜାଇଜ ଇଣ୍ଡିଆ’ କ୍ୟାମ୍ପେନର…
ଭୁବନେଶ୍ୱର : ଡାବର୍ର ଏକ ଅଗ୍ରଣୀ ଇନଷ୍ଟାଂଟ ଏନର୍ଜି ଡ୍ରିଙ୍କ ଡାବର ଗ୍ଲୁକୋଜ ପକ୍ଷରୁ ‘ଏନର୍ଜାଇଜ ଇଣ୍ଡିଆ’ ମେଗା କ୍ୟାମ୍ପେନର ଶୁଭାରମ୍ଭ ଘୋଷଣା କରାଯାଇଛି । ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଭାରତର ପ୍ରମୁଖ ସ୍ପୋର୍ଟସ ଏକାଡେମିଗୁଡିକରେ ଯୁବ କ୍ରୀଡାବିତମାନଙ୍କୁ…