ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଦ୍ଵାର ନୂତନ ଖାଉଟି କାର୍ଡ ବଣ୍ଟନ।

ରାୟଗଡ଼:-ତା ୨୩. ୦୫. ୨୫- ରାୟଗଡ଼ ଜିଲ୍ଲା ସ୍ତରୀୟ ନୂତନ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆଜି ଜିଲ୍ଲାପରିଷଦ ରାୟଗଡ ସଭା ଗୃହରେ ଅତିରିକ୍ତ ଜିଲ୍ଲାପାଳ,ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମାନ୍ୟବର…

ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ‘ଟେଲିଗ୍ରାମ ଆପ୍‌’ ହ୍ୟାକ୍

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ‘ଟେଲିଗ୍ରାମ ଆପ୍‌’କୁ କେହିଜଣେ ହ୍ୟାକ୍ କରିନେଇଛନ୍ତି । ଏହାସହିତ ବିଭିନ୍ନ ପ୍ରକାରର ମେସେଜ୍ ଓ ଲିଙ୍କ୍ ବିଭିନ୍ନ ବ୍ୟକ୍ତିଙ୍କୁ ପଠାଉଛି । ଯେହେତୁ ଏବେ ତାଙ୍କର ଟେଲିଗ୍ରାମ ଆପ୍ ମଧ୍ୟ ଡିଲିଟ୍…

ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ପାଇଁ ରିଲାଏନ୍ସ ୭୫ ହଜାର କୋଟି ଟଙ୍କା ନିବେଶ ଲକ୍ଷ୍ୟ ରଖିଛି: ମୁକେଶ ଅମ୍ବାନୀ

- ୨୫ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବ - ଏହି ବର୍ଷ ଉତ୍ତର-ପୂର୍ବରେ ଏକ କୋଟି ଲୋକ ଜିଓ ୫ଜି ନେଟୱାର୍କ ସହିତ ସଂଯୁକ୍ତ ହେବେ - ରିଲାଏନ୍ସ ୩୫୦ ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିବ ନୂଆଦିଲ୍ଲୀ, ୨୩ ମଇ, ୨୦୨୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ଓ ପରିଚାଳନା…

ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ୨୦୨୫ ଅବସରରେ ମହେନ୍ଦ୍ରଗିରି ଜୈବ ବିବିଧତା ଐତିହ୍ୟ ଅଞ୍ଚଳରେ ସ୍ବଚ୍ଛତା ଅଭିଯାନ ଓ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ୨୦୨୫ ଅବସରରେ ପାରଳାଖେମୁଣ୍ଡି ବନ ବିଭାଗ ଦ୍ୱାରା ମହେନ୍ଦ୍ରଗିରି ଜୈବ ବିବିଧତା ଐତିହ୍ୟ ଅଞ୍ଚଳର ଶିଖର ଉପରେ ଏକ ସ୍ବଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଶ୍ରୀ କେ.…

ସାଥୀ ଅଭିଯାନ, ଅବହେଳିତ ଶିଶୁ ମାନଙ୍କୁ ଆଧାର ସଂଯୋଗୀକରଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାବାସୀମାନଙ୍କୁ ଜଣାଇ ଦିଆଯାଉଛି ଯେ , ମାନ୍ୟବର ଜାତୀୟ ଆଇନ୍ ସେବା ପ୍ରାଧିକରଣ (NALSA) , ନୂଆ ଦିଲ୍ଲୀ ଓ ଓଡିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ (OSLSA) , କଟକ ନିର୍ଦ୍ଦେଶକ୍ରମେ , ସାଥୀ ପ୍ରଚାର କାର୍ଯ୍ୟକ୍ରମ ଚଳିତ ମଇ ମାସ ୨୬…

ସ୍କୁଲ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାର ପର୍ଦ୍ଦାଫାଶ

ଖପ୍ରାଖୋଲ(ହେମସାଗର ସାହୁ) ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ସାନଗୁର୍ଜିଭଟା ସ୍କୁଲର ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଲାଠୋର ପୋଲିସ l ଚଳିତ ମାସ ୨୦ ତାରିଖ ଦିନ ସୋମବାର ବିଳମ୍ବିତ ରାତିରେ ସାନଗୁର୍ଜିଭଟା ଗ୍ରାମ ସ୍କୁଲରୁ ୨୫ ବସ୍ତା ଚାଉଳ ଚୋରି ହୋଇଥିବା…

ଓଡ଼ିଶା ନିର୍ମାଣ ନିଗମ ଲିଃ ର ୬୩ ତମ ପ୍ରତିଷ୍ଠା ଦିବସ ପାଳିତ

· ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚିତି ବଜାୟ ରଖିବା ସହ ନିରନ୍ତରତା ଭିତ୍ତିରେ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଭିଜନ ୨୦୩୬ ଓ ୨୦୪୭ କର୍ମଶାଳା ଅନୁଷ୍ଠିତ · ଭିତ୍ତିଭୂମି ବିକାଶରେ ଓସିସିଏଲ ନିରନ୍ତର ସଫଳତା ଓ ସାମଗ୍ରିକ ଭୂମିକାକୁ ପ୍ରଶଂସା · ପରିଚାଳନା ଦକ୍ଷତା ବୃଦ୍ଧି ଏବଂ…

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଟାଟା ଷ୍ଟିଲ୍ କଳିଙ୍ଗନଗର ପ୍ଲାଣ୍ଟର ଦ୍ୱିତୀୟ ପର୍ଯ୍ୟାୟ…

- ୨୭ ହଜାର କୋଟି ଟଙ୍କା ନିବେଶ ସହ କାରଖାନାର ଉତ୍ପାଦନ କ୍ଷମତା ବାର୍ଷିକ ୩ ରୁ ୮ ନିୟୁତ ଟନ୍ ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଛି - ଅଟୋମୋଟିଭ୍‌, ଭିତ୍ତିଭୂମି ଏବଂ ବିଦ୍ୟୁତ୍ ଭଳି ପାରମ୍ପରିକ କ୍ଷେତ୍ର ତଥା ଜାହାଜ ନିର୍ମାଣ ଓ ପ୍ରତିରକ୍ଷା ଭଳି ଉଦୀୟମାନ କ୍ଷେତ୍ର ଉପରେ ଫୋକସ…

ମନିଗାଁ ଠାରୁ ତୁଲାଙ୍ଗ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କାର୍ଯ୍ୟ ଅତି ନିମ୍ନମାନର

ଟିଟିଲାଗଡ: ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ମନିଗାଁ ପଞ୍ଚାୟତ ଅନ୍ତର୍ଗତ ମନିଗାଁ ଠାରୁ ତୁଳାଙ୍ଗ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ଆଣଛନ୍ତି ସ୍ଥାନୀୟ ଗ୍ରାମବାସୀମାନେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ରାସ୍ତା…

ମାଆ ବ୍ରାହ୍ମଣଦେବୀଙ୍କ ନଗର ପରିକ୍ରମାରେ ଦୁଲୁକୁଛି ବେଲଗୁଣ୍ଠା

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଥିବା ଐତିହାସିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ଅବସରରେ ମାଆଙ୍କ ଦୈନନ୍ଦିନ ନଗର ପରିକ୍ରମାରେ ବିଭିନ୍ନ ବାଣ ପଟୁଆର ଓ ସାଜସଜ୍ଜାରେ ବେଲଗୁଣ୍ଠା ଆକାଶ ଆଲୋକିତ ହେଉଥିବା ବେଳେ ସହର ଦୁଲୁକୁଛି I ଗତ ମଙ୍ଗଳବାର ଦିନ ପୂର୍ବତନ…